Latest Odisha News

BREAKING NEWS

Yearly Archives

2023

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଓଡ଼ିଶାର ମାଟ୍ରିକ ଡ୍ରପଆଉଟ ତଥ୍ୟକୁ ଖାରଜ କଲେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି

ଭୁବନେଶ୍ୱର : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭାରେ ମାଟ୍ରିକ ଡ୍ରପ ଆଉଟକୁ ନେଇ ଦେଇଥିବା ବୟାନକୁ ନେଇ ଓଡ଼ିଶା ସରକାର ଅଡ଼ୁଆରେ ପଡ଼ିଛନ୍ତି। ଏବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଏହାର ଜବାବ ଦେଇଛନ୍ତି ଏବଂ…

କନ୍ୟା ବେଶରେ ସଜ୍ଜେଇ ହୋଇ ବାଇକ୍‌ରେ ଷ୍ଟଣ୍ଟ୍ ଦେଖାଇଲେ ଯୁବତୀ

ଆଜିକାଲି ସୋସିଆଲ ମିଡିଆରେ ଏପରି ଗୋଟେ ଗୋଟେ ଭିଡ଼ିଓ ନଜରକୁ ଆସିଥାଏ, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଆଜିକାଲି ଏକ ସମାନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ନବ ବିବାହିତା କନ୍ୟା ବାଇକରେ ଷ୍ଟଣ୍ଟ୍ କରୁଥିବା ନଜର ଆସିଛନ୍ତି । କନ୍ୟାବେଶରେ…

ନାଟମଣ୍ଡପ ମରାମତି ମାମଲା: ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ବୈଠକରେ ନିଷ୍ପତ୍ତି

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ନାଟମଣ୍ଡପ ମରାମତି କାର୍ଯ୍ୟକୁ ନେଇ ବସିଥିବା ଗୁରୁତ୍ୱପୂର୍ଣ୍ଣ  ବୈଠକ ଶେଷ ହୋଇଛି । ଆଇଆଇଟି ଚେନ୍ନାଇରୁ ଆସିଥିବା ପ୍ଲାନ୍ ଓ ଡିଜାଇନ୍ କୁ ଅନୁଧ୍ୟାନ କରି ମରାମତି ନେଇ ଆବଶ୍ୟକୀୟ ପଦକ୍ଷେପ ନିଆଯିବ। ଏନେଇ ଆଜି ବୈଠକ ପରେ ବୈଷୟିକ ଟିମ୍ ସ୍ଥିତି ଯାଞ୍ଚ…

କେରଳରେ କରୋନା ନେଲା ଆଉ ତିନି ଜୀବନ, JN.1 ଭାରିଆଣ୍ଟ ଏପର୍ଯ୍ୟନ୍ତ ତିନି ରାଜ୍ୟରେ ଥାପିଲାଣି ପାଦ

ନୂଆଦିଲ୍ଲୀ: କରୋନା ପୁଣି ଥରେ ଦ୍ରୁତ ଗତିରେ ବ୍ୟାପିବା ଆରମ୍ଭ କରିଛି। ନୂଆ ପ୍ରକାର JN.1 ଭାରିଆଂଟ ବ୍ୟାପିବାରୁ ନୂଆ ସଂକ୍ରମିତ ଚିହ୍ନଟ ହେବା ଆରମ୍ଭ ହୋଇଛି। ଅଦ୍ୟାବଧି କୋଭିଡର ଏହି ସମସ୍ତ ଭାରିଆଣ୍ଟ ତିନୋଟି ରାଜ୍ୟରେ ପହଞ୍ଚିଛି। କେରଳର କରୋନା କାରଣରୁ ତିନୋଟି ନୂଆ ମୃତ୍ୟୁ ଘଟିବା ପରେ…

ରଶ୍ମିକା ମନ୍ଦାନାଙ୍କ ଡିପ୍‌ଫେକ୍ ଭିଡିଓ ମାମଲାରେ ୪ ଜଣଙ୍କୁ ଗିରଫ କଲା ପୋଲିିସ

ନୂଆଦିଲ୍ଲୀ: ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡ଼ିପ୍‌ଫେକ୍ ଭିଡ଼ିଓ କରିବା ମାମଲାରେ ଦିଲ୍ଲୀ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏବେ ବି ଦିଲ୍ଲୀ ପୋଲିସ୍‌ର ଖୋଜା ଚାଲିଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସକୁ ପ୍ରାୟ ଏକ ମାସ…

ଭାରତୀୟ ଦଣ୍ଡ ସଂହିତା ବିଲ୍ ଲୋକସଭାରେ ପାରିତ; ୭ ଦିନରେ ମାମଲାର ଶୁଣାଣି କରିବାକୁ ପଡିବ

ନୂଆଦିଲ୍ଲୀ: ବୁଧବାର ଦିନ ଲୋକସଭାରେ ତିନୋଟି ବିଲ୍ ବାଚନିକ ଭୋଟରେ ପାରିତ ହୋଇଛି। ଯାହା ଇଂରେଜ ଅମଳର ଅପରାଧିକ ଆଇନକୁ ବଦଳାଇବା ପାଇଁ ଉପସ୍ଥାପିତ ହୋଇଥିଲା। ଗତ ସପ୍ତାହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ତିନୋଟି ବିଲ୍ ଉପସ୍ଥାପନ କରିଥିଲେ। ଏଗୁଡ଼ିକ ହେଲା ଭାରତୀଯ଼ ଦଣ୍ଡ ସଂହିତା,…

ଆଶୁତୋଷ ପରିଡ଼ା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର : ବିଶିଷ୍ଟ କବି ଆଶୁତୋଷ ପରିଡ଼ା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ୨୦୨୩ ପୁରସ୍କାର । ସ୍ୱରଚିତ କବିତା ସଙ୍କଳନ ‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ସେ ଏହି ପୁରସ୍କାର ପାଇବେ । ବୁଧବାର କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି । ପୁରସ୍କାର ବାବଦରେ ୧ଲକ୍ଷ…

ଦେଶରେ ୧୩ କୋଟିରୁ ଅଧିକ ଗାଡିରେ ଲାଗିଛି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ବୁଧବାର ରାଜ୍ୟସଭାରେ ସୂଚନା ଦେଇଛନ୍ତି, ମୋଟ ୧୩ କୋଟି ୪୫ ଲକ୍ଷ ୧୦ ହଜାର ୧୭୨ଟି ଗାଡି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (ଏଚ୍ଏସ୍ଆରପି) ଲଗାଯାଇଛି। ଏହି ତଥ୍ୟ ଚଳିତ ବର୍ଷ ଡିସେମ୍ବର ୧୪ ପର୍ଯ୍ୟନ୍ତ ବାହନ…

ଛାତ୍ରୀ ଙ୍କୁ ଅସଦାଚରଣ ଅଭିଯୋଗରେ ଛେଚା ଖାଇଲେ ଶିକ୍ଷକ

ରାୟଗଡା: ରାୟଗଡା ସହର ସ୍ଥିତ ଇନ୍ଦିରାନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବିଦ୍ୟାଳୟର ଜଣେ ୫୯ ବର୍ଷର ଶିକ୍ଷକ ମନୋରଂଜନ ନାୟକ, ଦ୍ବିତୀୟ ଓ ତୃତୀୟ ଶ୍ରେଣୀର ଛାତ୍ରୀ ମାନଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ କରି ଆଜି ଅଭିଭାବକ ମାନେ ସ୍କୁଲ ଘେରିଥିଲେ ।…

ଭୁଲ ତଥ୍ୟ ଦେବାରୁ ଗୁଗୁଲକୁ ୫୦ମିଲିୟନ୍ ଡଲାର ଜରିମାନା 

ନୂଆଦିଲ୍ଲୀ: ଭୁଲ ତଥ୍ୟ ଦେଇ ଜରିମାନା ଗଣିଲା ଗୁଗଲ୍। ଋଷ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଭୁଲ ତଥ୍ୟ ପ୍ରସାର କରିବା ଅଭିଯୋଗ ହୋଇଥିଲା।ଏହି ତଥ୍ୟ ଡିଲିଟ କରିବାରେ ବିଫଳ ହେବାରୁ ଋଷର ଏକ କୋର୍ଟ ଗୁଗୁଲ ଉପରେ ୪.୬ ବିଲିୟନ ରୁବେଲ ବା ୫୦.୮୪ ନିୟୁତ ଡଲାର ଜରିମାନା ଲଗାଇଛନ୍ତି। ଫେବୃଆରୀ…