Latest Odisha News

BREAKING NEWS

Yearly Archives

2023

‘ଅଶୋଧିତ ତେଲ ଶସ୍ତା: କୋଟିପତିଙ୍କ ପକେଟ ଭରିବାକୁ ପେଟ୍ରୋଲ ଓ ଡିଜେଲ ଦର କମାଯାଉନି’

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। 'ଏକ୍ସ'ରେ ହିନ୍ଦୀରେ ଏକ ପୋଷ୍ଟରେ କଂଗ୍ରେସ ସାଧାରଣ ସମ୍ପାଦକ ଲେଖିଛନ୍ତି ଯେ ଗତ ୧୯ ମାସ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ୨୯…

ମା’-ଝିଅଙ୍କୁ ଠକି ଦେଲେ: ୫୧ପାଦ ଯାଇ ଫେରିବା ବେଳକୁ ଟଙ୍କା ସୁନା ନେଇ ଛୁ’ ମାରିଲେ 

ଢେଙ୍କାନାଳ: ଠାକୁର ଦର୍ଶନ କରାଇବା ଓ ରିଷ୍ଟ ଖଣ୍ଡନ ନାଁରେ ଟଙ୍କା ଓ ଲକ୍ଷାଧିକ ଟହଙ୍କାର ସୁନା ଲୁଟ୍ । ମୀନାବଜାର ରାସ୍ତାରୁ ମା’-ଝିଅଙ୍କଠାରୁ ଠକି ନେଲେ ୨ଭଣ୍ଡବାବା । ପରିବାର ଲୋକଙ୍କ ଉପରେ ବିପଦ ଥିବା କହି ବିଶ୍ୱାସ ଜନ୍ମାଇଥିଲେ । ମା’-ଝିଅ ୫୧ପାଦ ଯାଇ ଫେରିବା ବେଳକୁ ଚମ୍ପଟ ମାରିଥିଲେ…

ରାୟଗଡା ଲକ୍ଷ୍ମୀ ମାଝୀ ମୃତ୍ୟୁ ମାମଲା: କୁଆଡ଼େ ଗଲା ମା’କୁ ସମ୍ମାନର ନାରା କହି ସିବିଆଇ ତଦନ୍ତ ଦାବି କଲା…

ଭୁବନେଶ୍ୱର: 'ମା'କୁ ସମ୍ମାନ'ର ନାରା ଦେଉଛନ୍ତି ରାଜ୍ୟ ସରକାର। ହେଲେ ଏବେ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁରରେ 'ମା' ଗୃହର ୱାର୍ଡେନ୍ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ମାମଲାରେ ପୁଲିସ ଶବ ବ୍ୟବଚ୍ଛେଦ ରିପୋର୍ଟ ଶୋକସନ୍ତପ୍ତ ପରିବାରକୁ ହସ୍ତାନ୍ତର ନକରିବା ଶାସକ ଦଳର ନାରା ଏବଂ ରାଜ୍ୟ ସରକାରର…

ପାଣ୍ଡିଆନ ଓଡ଼ିଶା ଇତିହାସ ବାବଦରେ କିଛି ଜାଣନ୍ତି ନାହିଁ: ପଞ୍ଚାନନ କାନୁନଗୋ

ଭୁବନେଶ୍ୱର: ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଓଡ଼ିଶା ସମ୍ପର୍କରେ ଜ୍ଞାନ ଅଭାବ ରହିଛି କହି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ସମାଲୋଚନା କରିଛନ୍ତି। କାନୁନଗୋ ପାଣ୍ଡିଆନଙ୍କୁ ଜଣେ ଭ୍ରାମ୍ୟମାଣ ମୁଖପାତ୍ର ବୋଲି କହି ପ୍ରତିକ୍ରିୟା ଦେଇ କଟାକ୍ଷ କରିଛନ୍ତି। ସେ ବିଜୁ ପଟ୍ଟନାୟକ…

୧୯ ଗ୍ରାମ ବ୍ରାଉନସୁଗାର ଜବତ, ମହିଳାଙ୍କ ସହ ୩ ଗିରଫ 

ଭୁବନେଶ୍ବର: ଦୀର୍ଘଦିନ ଧରି ଇନଫୋସିଟି ଥାନାର ବିଭିନ୍ନ ଅଞ୍ଚଳ ସହ ବାହାରକୁ ବ୍ରାଉନସୁଗାର ବିକ୍ରି କରୁଥିବା ନିଶା ବେପାରୀ ଗ୍ୟାଙ୍ଗକୁ କାବୁ କରିଛି ପୋଲିସ୍। ଜଣେ ମହିଳାଙ୍କ ସମେତ ୩ ଜଣ ଯୁବକଙ୍କୁ ଇନଫୋସିଟି ପୋଲିସ ଗିରଫ କରିଛି। ସେମାନଙ୍କଠାରୁ ୧୯ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି।…

୧୦ ଦିନିଆ ଏମବିଏ ପାଠ୍ୟକ୍ରମ ବୋଲି କିଛି ନାହିଁ କହି ଛାତ୍ରଛାତ୍ରୀଙ୍କୁ ସତର୍କ କରାଇଲା ଏଆଇସିଟିଇ

ନୂଆଦିଲ୍ଲୀ: ଦେଶର ବିଭିନ୍ନ କେନ୍ଦ୍ରରେ ନକଲି ଏମବିଏ ପାଠ୍ୟକ୍ରମ ଦିଆଯାଉଥିବା ନେଇ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଛାତ୍ରଛାତ୍ରୀଙ୍କୁ ଚେତାବନୀ ଦେଇଛି। ଏଆଇସିଟିଇର ଉପଯୁକ୍ତ ଅନୁମୋଦନ ବିନା ୧୦ ଦିନିଆ ଏମବିଏ ପାଠ୍ୟକ୍ରମକୁ ପ୍ରୋତ୍ସାହନ ଦେଉଥିବା କିଛି ସଂସ୍ଥା ବା…

ପାଣିପାଗ: ୨୦୨୩ ତୁଳନାରେ ୨୦୨୪ରେ ଅଧିକ ଚ୍ଯାଲେଞ୍ଜ କାହିଁକି? ଜାଣନ୍ତୁ କ’ଣ କହୁଛନ୍ତି ପାଣିପାଗ ବିଶେଷଜ୍ଞ…

ଭୁବନେଶ୍ୱର: ଚଳିତ ବର୍ଷର ଗ୍ରୀଷ୍ମ ପ୍ରବାହ କିଭଳି ସାରା ରାଜ୍ୟକୁ ଝାଳନାଳ କରିଥିଲା ତାହା ହୁଏତ କେହି କେବେ ଭୁଲିନଥିବେ। ଯଦିଓ ବର୍ଷ ଶେଷ ହେଉଛି କିନ୍ତୁ ଏହି ପ୍ରବାହ ଏବେ ବି ଶେଷ ହୋଇନି। ଅର୍ଥାତ ଆସନ୍ତାବର୍ଷ ମଧ୍ୟ ଏପରି ସିଝିବାକୁ ପଡ଼ିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି।…

ତ୍ରିକୋଣୀୟ ପ୍ରେମ ସଂପର୍କରୁ ବୀଭତ୍ସ ହତ୍ୟା: ୫୦ଥର ଛୁରୀ ଭୁସିଲା ଅଭିଯୁକ୍ତ 

ନୂଆଦିଲ୍ଲୀ: ତ୍ରିକୋଣୀୟ ପ୍ରେମ ସଂପର୍କରୁ ବୀଭତ୍ସ ହତ୍ୟାକାଣ୍ଡ । ଯୁବକଙ୍କୁ ୫୦ଥର ଛୁରୀ ଭୁସି ହତ୍ୟା କରଛି ଅନ୍ୟଜଣେ ଯୁବକ । ଉତ୍ତରପୂର୍ବ ଦିଲ୍ଲୀର ଭାଗୀରଥି ବିହାରରେ ଘଟିଛି ଏଭଳି ହତ୍ୟାକାଣ୍ଡ । ମୃତ ଯୁବକ ମାହିର ଓରଫ ଇମ୍ରାନ । ଅଭିଯୁକ୍ତ ଅରମାନ ସହ ଅନ୍ୟ ୨ଜଣଙ୍କୁ ଗିରଫ କରିଛି ପୋଲିସ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିବେଦନ: ଜାନୁଆରୀ ୨୨ରେ ଅଯୋଧ୍ୟା ଆସନ୍ତୁ ନାହିଁ, ଘରେ ଦୀପ ଜଳାନ୍ତୁ

ଅଯୋଧ୍ୟା: ଜାନୁଆରୀ ୨୨ ରେ ଭଗବାନ ରାମଙ୍କ ମନ୍ଦିରର ଭବ୍ୟ ପୂଜାର୍ଚ୍ଚନା ସମାରୋହ ଭଳି ବଡ ଦିନରେ ଅଯୋଧ୍ୟା ଯାତ୍ରା ନ କରିବାକୁ ପ୍ରଧାନମନ୍ତ୍ରୀ ଭକ୍ତମାନଙ୍କୁ ନିବେଦନ କରିଛନ୍ତି । ଶନିବାର ପୁନର୍ବିକଶିତ ଅଯୋଧ୍ୟା ଧାମ ଜଙ୍କସନ ରେଳ ଷ୍ଟେସନ ଏବଂ ନୂଆ ମହର୍ଷି ବାଲ୍ମିକି ବିମାନ ବନ୍ଦରର…

ନୂଆବର୍ଷ ପାଇଁ ପ୍ରସ୍ତୁତ ପୁରୀ: ସୁରୁଖୁରୁରେ ଦିଅଁ ଦର୍ଶନ ଓ ଜିରୋ ନାଇଟ୍ ଉତ୍ସବ ପାଇଁ ବ୍ୟାପକ ବ୍ୟବସ୍ଥା

ପୁରୀ: ନୂଆବର୍ଷକୁ ସ୍ବାଗତ ପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା। ଏହାପୂର୍ବରୁ ପୁରୀର ସମୁଦ୍ର କୂଳରେ ଭକ୍ତ ଓ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଜାନୁଆରୀ ପହିଲାରେ ଜଗନ୍ନାଥ ମନ୍ଦିରକୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁ କିଭଳି ସୁରୁଖୁରୁରେ ଓ ବିନା ଅସୁବିଧାରେ ଦର୍ଶନ ଏବଂ ଏକ ଭଲ…