ବିପିଏସସି ପାଟନା ଆନ୍ଦୋଳନ: ପ୍ରଶାନ୍ତ କିଶୋରଙ୍କ ନାଁରେ ମାମଲା ରୁଜୁ
ପାଟନା: ବିହାରର ରାଜଧାନୀ ପାଟନାରେ ବିପିଏସସି ଆଶାୟୀଙ୍କ ଉପରେ ଲାଟିଚାର୍ଜ ଘଟଣା ପରେ ରାଜନୀତି ତୀବ୍ର ହୋଇଛି। ଏହି ସମୟରେ ଜନ ସୂରଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ବିପିଏସସି ଆନ୍ଦୋଳନରୁ ପଳାୟନ କିଥିବା ଅଭିଯୋଗ ଉପରେ ନୀରବତା ଭାଙ୍ଗିଛନ୍ତି। ସେ କହିଛନ୍ତି ଯେ ସେ ଗାନ୍ଧୀ ମଇଦାନ…