Latest Odisha News

BREAKING NEWS

Yearly Archives

2024

ବିନା ହିଜାବରେ ଗୀତ ଗାଉଥିଲେ ସିଙ୍ଗର, ଉଠାଇନେଲା ପୋଲିସ

ତେହେରାନ: ଗୀତ ଗାଇବାରୁ ଇରାନରେ ୨୭ ବର୍ଷ ବୟସ୍କା ଗାୟିକାଙ୍କୁ ଗିରଫ କରାଯାଇଛି। କାରଣ ସେ ଗୀତ ଗାଇବା ସମୟରେ ହିଜାବ ପିନ୍ଧିନଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ୧୫ ଲକ୍ଷରୁ ଅଧିକ ଦର୍ଶକ ଏହି ଗୀତକୁ ଦେଖି ସାରିଲେଣି। ଖବର ଅନୁଯାୟୀ, ଗାୟିକା ଜଣକ ପାରାଷ୍ଟୁ ଅହମ୍ମଦ ବୋଲି ଜଣାପଡିଛି।…

ମହଙ୍ଗା ହେବ ମ୍ୟାଗି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଭାରତୀୟ ତଥା ଆଜିକାଲିର ଯୁବପିଢୀଙ୍କର ସବୁଠାରୁ ପସନ୍ଦର ଖାଦ୍ୟ କହିଲେ ପ୍ରଥମେ ଆସେ ମ୍ୟାଗିର ନାଁ । ମାତ୍ର କେଇଟା ମିନିଟରେ ପ୍ରସ୍ତୁତ ଏହି ନୁଡୁଲ୍ସ ବର୍ତ୍ତମାନ ଲୋକଙ୍କ ଜୀବନର ଏକ ଅଂଶ ପାଲଟିଯାଇଛି । ସକାଳର ଜଳଖିଆ ହେଉ କି ରାତ୍ରୀ ଭୋଜନ ରୋଷେଇ କରିବାର ଇଚ୍ଛା ନଥିଲେ ଝଟପଟ୍…

କାଲି ଆସିବନି ‘ଓ୍ବାନ୍ ନେସନ୍ ଓ୍ବାନ୍ ଇଲେକ୍ସନ ବିଲ୍’, ହୋଇପାରେ ବିଳମ୍ବ…

ନୂଆଦିଲ୍ଲୀ: ଦେଶରେ ଏବେ ‘ଗୋଟିଏ ଦେଶ ଏବଂ ଗୋଟିଏ ନିର୍ବାଚନ’କୁ ନେଇ ଜୋର ସୋରରେ ଚର୍ଚ୍ଚା ଚାଲିଛି । ଏହି ନିକଟରେ ଏହି ବିଲକୁ କ୍ୟାବିନେଟ ମଞ୍ଜୁରି ମିଳିଲା ପରେ ଏବେ ଅପେକ୍ଷା କେବେ ଏହା ସଂସଦର ଉଭୟ ଗୃହରେ ପାରିତ ହେବ । ବର୍ତ୍ତମାନ ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ଏହି…

୧୭ ମାସ ପରେ ଟେଷ୍ଟରେ ଶତକ ମାରିଲେ ସ୍ମିଥ

ଆଡିଲେଡ: ଭାରତ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଭଲ ସ୍ଥିତିରେ ରହିଛି । ଏହି ମ୍ୟାଚରେ ସିନିୟର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଆକର୍ଷଣୀୟ ଶତକ ହାସଲ କରିଛନ୍ତି । ୧୭ ମାସ ପରେ ସେ ଶତକ ହାସଲ କରି ଫର୍ମକୁ ଫେରିଛନ୍ତି । ଟ୍ରେଭିସ ହେଡଙ୍କ ସହ ସେ ଚତୁର୍ଥ…

ପ୍ରବଳ ଥଣ୍ଡା: ସୁନ୍ଦରଗଡରେ ବର୍ଷର ପ୍ରଥମ ତୁଷାରପାତ

ସୁନ୍ଦରଗଡ: ଏବେ ରାଜ୍ୟରେ ଶୀତର ଲହରି ଜାରି ରହିଥିବା ବେଳେ ଅନୁଭୂତ ହେଉଛି ଶୀତର ପ୍ରକୋପ ।  ଏହାର ପ୍ରଭାବରେ ସୁନ୍ଦରଗଡ କୋଇଡାରେ ମଧ୍ୟ ଭୀଷଣ ଥଣ୍ଡା ଅନୁଭୂତ ହେଉଛି । ରାତ୍ରିରେ ତାପମାତ୍ରା ୫ ଡିଗ୍ରୀ ତଳେ ରହିବା ପରେ କୋଇଡା ଅଞ୍ଚଳର ବିଭିନ୍ନ ମାଟି ଉପରେ ବରଫର ଆସ୍ତରଣ ଦେଖିବାକୁ…

ଚାଲିଗଲା ଜୀବନ: ଭାରି ପଡିଲା କମ୍ପାନୀକୁ ବିରୋଧ କରିବା!

ନୂଆଦିଲ୍ଲୀ: ପୁଣି ବିଦେଶରେ ଜଣେ ଭାରତୀୟଙ୍କ ସନ୍ଦେହଜନକ ମୃତ୍ୟୁ । ସୁଚିର ବାଲାଜୀ ନାମକ ଜଣେ ଭାରତୀୟ-ଆମେରିକୀୟ ଓପନ ଏଆଇ ଗବେଷକଙ୍କର ଗତ ୨୬ ତାରିଖ ଦିନ ସାନ ଫ୍ରାନ୍ସିସ୍କୋ ଆପାଟମେଣ୍ଟରୁ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ମିଳିଥିଲା । ହେଲେ ୨୬ ବର୍ଷୀୟ ଓପନ ଏଆଇ ଗବେଷକଙ୍କ ମୃତ୍ୟୁ କେମିତି…

ତୁଟିଲା ବିବାଦ: ପରିଚୟ ଫେରିପାଇଲା ବିରଜା ହାଟ

ଯାଜପୁର: ପୁଣି ନିଜର ପରିଚୟ ଫେରିପାଇଲା ବିରଜା ହାଟ । ୧୧ ମାସ ଧରି ବାଦବିବାଦ ପରେ ଆଜି ପୁଣି ସେଇ ପୁରୁଣା ସ୍ଥାନରେ ପୁଣି ଥରେ ବିରଜା ଅଗ୍ନେଶ୍ୱର ହାଟ ବସିଛି । ବେଆଇନ ଭାବେ ବିରଜା ପ୍ରକଳ୍ପ ନିର୍ମାଣ ଆଳରେ ଏହାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ବ୍ୟବସାୟ ନହେବାରୁ ଅସନ୍ତୋଷ ଦେଖାଇଥିଲେ…

ଜାନୁଆରୀ ୧୪ ରୁ ୨୨ ବନ୍ଦ ରହିବ ଭିତରକନିକା

କେନ୍ଦ୍ରାପଡା: ବନ୍ଦ ରହିବ ଭିତରକନିକା । ଆସନ୍ତା ଜାନୁଆରୀ ୧୪ରୁ ୨୨ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ । ତେବେ ଭିତରକନିକା ଜାତୀୟ ଉଦ୍ୟାନରେ ୨୦୨୫ ପ୍ରଥମ ମାସରେ କୁମ୍ଭୀର ଗଣନା କରାଯିବ । ଏଥିପାଇଁ ଏହି ସମୟରେ ପର୍ଯ୍ୟଟକଙ୍କ ପାଇଁ ଜାତୀୟ ଉଦ୍ୟାନ ବନ୍ଦ ରହିବା ନେଇ ସୂଚନା…

ଇଞ୍ଜିନିୟର ଅତୁଲ ସୁବାଷ ଆତ୍ମହତ୍ୟା ଘଟଣା: ଗିରଫ ହେଲେ ପତ୍ନୀ

ନୂଆଦିଲ୍ଲୀ: ଇଞ୍ଜିନିୟର ଅତୁଲ ସୁବାଷ ଆତ୍ମହତ୍ୟା ଘଟଣା । ଅତୁଲଙ୍କ ପତ୍ନୀ ନିକିତାଙ୍କୁ ଗିରଫ କଲା ପୋଲିସ । ନିକିତାଙ୍କ ସହ ତାଙ୍କ ମାଆ ଏବଂ ଭାଇ ମଧ୍ୟ ଗିରଫ ହୋଇଛନ୍ତି । ନିକିତାଙ୍କୁ ଗୁରୁଗ୍ରାମ ପୋଲିସ ଗିରଫ କରିଥିବା ବେଳେ ତାଙ୍କ ମାଆ ଏବଂ ଭାଇଙ୍କୁ ଗିରଫ କରିଛି ପ୍ରୟାଗରାଜ ପୋଲିସ୍ ।…

୮୦୦ କ୍ଲବରେ ଏଣ୍ଟ୍ରୀ କରି ରେକର୍ଡ ସୃଷ୍ଟି କଲା ପୁଷ୍ପା-୨

ମୁମ୍ବାଇ: ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ଫିଲ୍ମର ରେକର୍ଡ ଭାଙ୍ଗିବାରେ ଲାଗିଛି ଫିଲ୍ମ ’ପୁଷ୍ପା-୨’ । ଆଲ୍ଲୁ ଅର୍ଜୁନଙ୍କ ଅଭିନୀତ ଏହି ଫିଲ୍ମ କେବଳ ଦର୍ଶକଙ୍କ ମହଲରେ ଆଦୃତ ନୁହେଁ ବରଂ ଭଲ ରୋଜଗାର ମଧ୍ୟ କରୁଛନ୍ତି । ରିଲିଜ ହେବାର ୧୦ଦିନ ଭିତରେ ଦମଦାର ରୋଜଗାର କଲାଣି ପୁଷ୍ପା ୨ ।…