କଥା ଦେଇ କଥା ରଖିନାହାନ୍ତି କେଜ୍ରିଓ୍ବାଲ: ନିଜେ ସ୍ବୀକାର କଲେ….
ନୂଆଦିଲ୍ଲୀ: ନିର୍ବାଚନ ସମୟରେ ଦେିଥିବା ପ୍ରତିଶ୍ରୁତି ପୂରଣ କରିନାହାନ୍ତି କେଜ୍ରିଓ୍ବାଲ । ନିଜ ମୁହଁରେ ସ୍ବୀକାର କଲେ । କହିଲେ କରୋନା ଆଉ ବିଜେପି ପ୍ରତିଶ୍ରୁତି ପୂରଣ କରିବାରେ ବାଧା ସୃଷ୍ଟି କରିଛନ୍ତି ।
ତେବେ ଆଜି ଜାତୀୟ ଗଣମାଧ୍ୟମକୁ ନିଜର ସ୍ବତନ୍ତ୍ର ସାକ୍ଷାତକାର ଦେଇ…