Latest Odisha News

BREAKING NEWS

Yearly Archives

2024

କେଜ୍ରିୱାଲଙ୍କ ବଡ଼ ଘୋଷଣା: ଦିଲ୍ଲୀର ପୁରୋହିତ ଏବଂ ଗ୍ରନ୍ଥୀଙ୍କୁ ପ୍ରତି ମାସରେ ମିଳିବ ୧୮ ହଜାର ଟଙ୍କା

ନୂଆଦିଲ୍ଲୀ: ଆଗକୁ ଦିଲ୍ଲୀ ନିର୍ବାଚନ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରଗରମ ରାଜନୀତି। ଏଥିଲାଗି ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ସମସ୍ତ ରାଜନୈତିକ ଦଳ। ଏହାରି ଭିତରେ ଆମ୍ ଆଦମୀ ପାର୍ଟି ପୁରୋହିତମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ମନ୍ଦିର ଏବଂ ଗୁରୁଦ୍ୱାରରେ ପୂଜା କରୁଥିବା…

ନବୀନଙ୍କ ପରେ ଏବେ ହ୍ୟୁମାନଙ୍କ କଣ୍ଠରେ ମୋହନଙ୍କ ଗୁଣଗାନ….

ଭୁବନେଶ୍ବର: ‘ହେ ନବୀନ ବାବୁ ଆମେ ତମ ଫ୍ୟାନ୍’ ଗୀତଟିକୁ ବା କିଏ ନ ଶୁଣିଛି, ଆଜିକୁ ୫ ବର୍ଷ ତଳେ ବନିଥିବା ଏହି ଗୀତଟି ଏବେ ବି ଓଡିଶାବାସୀଙ୍କ ତୁଣ୍ଡରେ ରହିଛି । ଯେଉଁଥିରେ କଣ୍ଠଦାନ କରିଥିଲେ ଲୋକପ୍ରିୟ ଓଡିଆ ଗୀତିକାର ହ୍ୟୁମାନ୍ ସାଗର । ଯାହା ସେତେବେଳେ ବିଜେଡି କର୍ମୀ ଏବଂ ନବୀନଙ୍କ…

ସକାଳୁ ତେଜପତ୍ର ପାଣି ପିଅନ୍ତୁ, ପେଟ ସମସ୍ୟା ଦୂର ହେବ

ଭୁବନେଶ୍ବର:  ଆମ ଭାରତର ରୋଷେଇଘରେ ବ୍ୟବହାର ହେଉଥିବା ମସଲା କେବଳ ପାଟି ପାଇଁ ସୁଆଦିଆ ନୁହେଁ ଦେହ ପାଇଁ ବି ଲାଭଦାୟକ । ସେହିପରି ତରକାରୀରେ ବ୍ୟବହୃତ ହେଉଥିବା ତେଜପତ୍ରରେ ଭରି ରହିଛି ଅନେକ ଔଷଧୀୟ ଗୁଣ । ତେଜପତ୍ରକୁ ସିଝାଇ ଏହାର ପାଣି ପିଇବା ଦ୍ୱାରା ଅନେକ ଉପକାର ମିଳିଥାଏ।…

ବ୍ଲାକ୍ ମୁନ୍ କଣ? ଆଜି ଆକାଶରେ ଦିଶିବ କଳା ଜହ୍ନ

ନୂଆଦିଲ୍ଲୀ: ବ୍ରହ୍ମାଣ୍ଡରେ ଅନେକ ପ୍ରକାରର ଆଶ୍ଚର୍ଯ୍ୟଜନକ ଘଟଣା ଘଟୁଛି। ଆଜି ଆକାଶରେ ଏକ ବିରଳ ଘଟଣା ଦେଖିବାକୁ ମିଳିବ। ଆକାଶରେ ଦିଶିବ କଳା ଜହ୍ନ। ଯଦିଓ ଚନ୍ଦ୍ର ଉଜ୍ଜ୍ୱଳ ଏବଂ ଚମତ୍କାର। ଆପଣ ନିଶ୍ଚିତ ଭାବରେ ଚନ୍ଦ୍ରକୁ ଅନେକ ରଙ୍ଗରେ ଦେଖିଥିବେ। ଜହ୍ନ ଅନେକ ରଙ୍ଗରେ ଦେଖାଯାଏ। କେବେ…

୨୦୨୫ରେ ମହିଳା ପାଇବେ ୩ ଥର ସୁଭଦ୍ରା ଟଙ୍କା

ଭୁବନେଶ୍ବର: ୨୦୨୫ ହେବ ସୁଭଦ୍ରାର ବର୍ଷ । ଏଥିରେ ମହିଳା ମାନଙ୍କୁ ବର୍ଷକୁ ଦୁଇ ଥର ନୁହେଁ ମିଳିବ ୩ ଥର ସୁଭଦ୍ରା ଟଙ୍କା । ସୁଭଦ୍ରା ଯୋଜନାକୁ ନେଇ ଏମିତି କିଛି ବଡ ଅପଡେଟ୍ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା । ଏନେଇ ଉପମୁଖ୍ୟମନ୍ତ୍ରୀ…

ଷ୍ଟାଡିୟମ ଗ୍ୟାଲେରିରୁ ଖସି ପଡ଼ିଲେ କଂଗ୍ରେସ ବିଧାୟିକା, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

କୋଚି: ରବିବାର ସନ୍ଧ୍ୟାରେ କେରଳର କଲୁରର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ଏକ ନୃତ୍ୟ କାର୍ଯ୍ୟକ୍ରମରେ ଥ୍ରିକ୍କାକରା ବିଧାୟିକା ଉମା ଥାମାସ ଗୁରୁତର ଆହତ ହୋଇଛନ୍ତି। ପ୍ରାୟ ୧୫ ଫୁଟ ଉଚ୍ଚତାରୁ ଖସିଯିବା କାରଣରୁ ତାଙ୍କ ମୁଣ୍ଡ ଓ ଫୁସଫୁସରେ ଗଭୀର ଆଘାତ ଲାଗିଛି। ସେ ସହରର ଏକ ଘରୋଇ…

ସଫଳତାର ସହ ସାର୍ଟିଫିକେସନ୍ ପରୀକ୍ଷାରେ ଅବତରଣ କଲା ପ୍ରଥମ ବାଣିଜ୍ୟିକ ବିମାନ

ମୁମ୍ବାଇ: ମହାରାଷ୍ଟ୍ରରେ ପ୍ରଥମ ବାଣିଜ୍ୟିକ ବିମାନ ସଫଳତାର ସହ ଅବତରଣ କରିଛି। ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ରନୱେରେ ସଫଳତାର ସହ ବାଣିଜ୍ୟିକ ବିମାନ ଅବତରଣ କରିଛି। ମୁମ୍ବାଇ ବିମାନ ବନ୍ଦରରୁ ଉଡ଼ାଣ କରିଥିବା ଇଣ୍ଡିଗୋ ଏ୩୨୦ ସିଧାସଳଖ ନଭି ମୁମ୍ବାଇ ଅନ୍ତର୍ଜାତୀୟ…

ମହାକୁମ୍ଭରେ ଯୋଗ ଦେବାକୁ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଯାଉଛି ମହାକୁମ୍ଭ ମେଳା। ଏହି ମେଳାରେ ଯୋଗେ ଦେବେ ଭାରତର ବହୁ ବଡ଼ ବଡ଼ ନେତା, ମନ୍ତ୍ରୀ ଓ ପଦାଧିକାରୀ। ସାମିଲ୍ ହେବେ ମହାମହିମ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି। ଏଥିପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ…

ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ ଲକ୍ଷ୍ୟରେ ଭାରତ, ଆଜି ସ୍ପେଡେକ୍ସ ମିଶନ୍ ଲଞ୍ଚ କରିବ ଇସ୍ରୋ

ଶ୍ରୀହରିକୋଟା: ବର୍ଷ ସରିବା ଆଗରୁ ମହାକାଶ ଗବେଷଣାରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ ଲକ୍ଷ୍ୟରେ ଭାରତ । ଆଜି ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ ବା ସ୍ପେଡେକ୍ସ ମିଶନ୍ ଲଞ୍ଚ କରିବ ଇସ୍ରୋ। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ସତିଶ ଧବନ ସ୍ପେସ୍ ସେଣ୍ଟରରୁ ରାତି ୯ଟା ୫୮ରେ PSLV-C60 ରକେଟ୍ ସାହାଯ୍ୟରେ…

ବେକାର ପଡିଥିବା ଟୁଥ୍‌ବ୍ରଶ୍‌ର ପୁନଃ ବ୍ୟବହାର

ଭୁବନେଶ୍ବର:  ଆମେମାନେ ଯେଉଁ ଟୁଥ୍‌ବ୍ରଶ୍ ନିତିଦିନ ବ୍ୟବହାର କରୁ ତାହା ପୁରୁଣା ହେଇଗଲେ ଡଷ୍ଟବିନ୍‌ରେ ଫୋପିଡି ଦେଇଥାଉ । କେବେ ଭାବିଛନ୍ତ କିି ଏହି ପୁରୁଣା ବେକାର ଟୁଥ୍‌ବ୍ରଶ୍‌କୁ ପୁନଃ ବ୍ୟବହାର ଯୋଗ୍ୟ କରି ପାରିବେ ? ହଁ ଆଜ୍ଞା ଏହି ବେକାର ଟୁଥ୍‌ବ୍ରଶ୍‌କୁ ଆପଣ ବିଭିନ୍ନ କାମରେ…