Latest Odisha News

BREAKING NEWS

Yearly Archives

2024

ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ କୀର୍ତ୍ତି ସୁରେଶ

ଗୋଆ: ସାଉଥ୍ ଅଭିନେତ୍ରୀ କିର୍ତ୍ତୀ ସୁରେଶ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ତାଙ୍କର ଦୀର୍ଘ ଦିନର ବନ୍ଧୁ ଆଣ୍ଟୋନି ଥାଟିଲଙ୍କ ହାତ ଧରିଛନ୍ତି। ସେ ଆଣ୍ଟୋନି ଥାଟିଲଙ୍କ ସହ ସୋସିଆଲ ମିଡିଆରେ ବିବାହ ଫଟୋ ସେୟାର କରିଛନ୍ତି। ପରିବାର ଏବଂ ସାଙ୍ଗମାନଙ୍କ ଉପସ୍ଥିତିରେ ଉଭୟ ଗୋଆରେ…

ବେସରକାରୀ କମ୍ପାନୀଗୁଡିକର ଲାଭ ଚାରି ଗୁଣ ବୃଦ୍ଧି ପାଇଲା, କିନ୍ତୁ କର୍ମଚାରୀଙ୍କ ଦରମା ବଢୁ ନାହିଁ: ରିପୋର୍ଟ

ନୂଆଦିଲ୍ଲୀ:ବେସରକାରୀ କ୍ଷେତ୍ରର କର୍ମଚାରୀଙ୍କ ସ୍ୱଳ୍ପ ବେତନ ବର୍ତ୍ତମାନ ଦେଶର ବିକାଶ ଉପରେ ପ୍ରଭାବ ପକାଉଛି। ସମ୍ପ୍ରତି ଦେଶରେ ଆର୍ଥିକ ବିକାଶର ଚିନ୍ତାଜନକ ଆକଳନ ସାମ୍ନାକୁ ଆସିଛି । ସରକାର ଦେଶର ମନ୍ଥର ଆର୍ଥିକ ଅଭିବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଜୁଲାଇ-ସେପ୍ଟେମ୍ବରରେ…

ଡିସେମ୍ବର ୧୬ରେ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୧୬ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ୟୁନିଟ୍-୫ ,ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଗତ ତା.୨୮.୧୦.୨୦୨୪ ରିଖରେ…

ଫିଡେ ବିଶ୍ୱ ଚେସ ଚାମ୍ପିୟନଶିପ: ଗୁକେଶ ହେଲେ ସର୍ବ କନିଷ୍ଠ ଚାମ୍ପିୟନ

ନୂଆଦିଲ୍ଲୀ: ସିଙ୍ଗାପୁରରେ ଅନୁଷ୍ଠିତ ବିଶ୍ୱ ଚେସ ଚାମ୍ପିୟନଶିପରେ ଭାରତର ଡି.ଗୁକେଶ ବାଜି ମାରିଛନ୍ତି । ସେ ୧୮ ବର୍ଷ ବୟସରେ ଚାମ୍ପିୟନ ହୋଇ ଇତିହାସ ରଚିଛନ୍ତି । ତାଙ୍କ ପୂର୍ବରୁ ଏତେ କମ ବୟସରେ କେହି ଚାମ୍ପିୟନ ହୋଇ ନ ଥିଲେ । ୧୪ତମ ମୁକାବିଲାରେ ଗୁକେଶ ଚୀନର ଡିଙ୍ଗ ଲିରେନଙ୍କୁ ହରାଇ…

ମରିଯାଉଛି ମାନବିକତା, ବସ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ହାତରୁ କାଢି ନେଲେ ସୁନା ଚୁଡି

ମୁମ୍ବାଇ: ମୁମ୍ବାଇର କୁର୍ଲା ଠାରେ ଏକ ବସ୍ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୨ ଜଣ ଆହତ ହୋଇଥିଲେ। ଏହି ଦୁର୍ଘଟଣାରେ ଆହତମାନଙ୍କୁ ଡାକ୍ତରଖାନା ନେବାକୁ ଘଟଣାସ୍ଥଳରେ ପହଞ୍ଚିଥିଲେ ଲୋକମାନେ। ହେଲେ ଆଉ କିଛି ଲୋକ ସାହାଯ୍ୟ କରିବା ପରିବର୍ତ୍ତେ ଲୁଟ୍ ଉଦ୍ଦେଶ୍ଯରେ ଘଟଣାସ୍ଥଳରେ…

ଗାବାରେ ବର୍ଷା ସମ୍ଭାବନା, ଭାରତ ଚିନ୍ତା ବଢ଼ିଲା

ଗାବା: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ କ୍ରିକେଟ ଟେଷ୍ଟ ଗାବାରେ ଖେଳାଯିବ । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ଏହି ମ୍ୟାଚରେ ବିଜୟ ଆବଶ୍ୟକ ହେଉଛି । ତେବେ ରିପୋର୍ଟ ଅନୁସାରେ ଏହି ଟେଷ୍ଟ ମ୍ୟାଚ ଅବସରରେ ବର୍ଷା ହେବା ସମ୍ଭାବନା ରହିଛି । ଏହା ହେଲେ ଭାରତର…

‘ବେଙ୍ଗଲ ସହଯୋଗ ନକଲେ ଭାରତରେ ଅନୁପ୍ରବେଶ ବଢିଚାଲିବ’

ପୁରୀ: ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା । ସରକାର ଆଜିର ଦିନରେ ଠିକ୍ ୬ ମାସ ପୂରଣ କରିଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେବାର ସୌଭାଗ୍ୟ ମିଳିଛି ବୋଲି ସେ କହିଛନ୍ତି । ଓଡ଼ିଶା ବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ…

ରାଉରକେଲା ବିଜନେସ କନକ୍ଲେଭକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ରାଉରକେଲା: ଆସନ୍ତା ୨୦ ତାରିଖରୁ ୩ଦିନ ଧରି ରାଉରକେଲା ସେକ୍ଟର-୧୩ ମେଲଣ ପଡିଆରେ ହେବାକୁ ଯାଉଛି ରାଉରକେଲା ବିଜନେସ୍ କନକ୍ଲେଭ୍ । ତେବେ ରାଉରକେଲା ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟିଜ୍ ସଭାପତି ପ୍ରଭାତ ଟିବ୍ରେଓ୍ବାଲଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ…

‘ଦଲାଲ ମାନଙ୍କ ଉପରେ ରହିବ ତୀକ୍ଷ୍ଣ ନଜର’

ଭୁବନେଶ୍ୱର: ଆଜି ନୂଆ ସରକାର ଗଠନର ଛଅ ମାସ ପୂରଣ ହୋଇଛି । ଏହି ଅବସରରେ ଆଜି ରାଜ୍ୟର ଏକ ପ୍ରମୁଖ କାର୍ଯ୍ୟକ୍ରମ-୮୦୦ ଟଙ୍କା ଇନପୁଟ୍‌ ସହାୟତାରେ ଧାନ ସଂଗ୍ରହ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନରେ ଧାନ ସଂଗ୍ରହ ବ୍ୟବସ୍ଥାର ସମୀକ୍ଷା କରି…

କାହିଁକି ବିଜେପି ଚାହୁଁନି ବିଜେଡି ଭାଙ୍ଗୁ?

ଭୁବନେଶ୍ବର: ରାଜ୍ୟରେ କ୍ଷମତାରେ ବିଜେପି ତ ବିରୋଧୀ ଦଳରେ ବିଜେଡି । ୨୪ବର୍ଷ ପରେ ହୋଇଛି ପଟ୍ଟ ପରିବର୍ତ୍ତନ । ସ୍ବାଭାବିକ ଭାବେ ବିଜେଡିକୁ ଆହୁରି ଦୁର୍ବଳ କରିବାକୁ ଚାହିଁବ ବିଜେପି । କୌଣସି ମତେ ବିଜେଡି ଭାଙ୍ଗିଲେ ସବୁଠୁ ଅଧିକ ଖୁସି ବିଜେପି ହେବା କଥା। ତେବେ ବରିଷ୍ଠ ବିଜେପି ବିଧାୟକ…