ମମତା, ସୁଜିତ…ବିଜେଡିରୁ ଆହୁରି ଯିବେ !
ଭୁବନେଶ୍ବର: ପୁଣି ଖସିବ କି ବିଜେଡିର ରାଜ୍ୟସଭା ଓ୍ବିକେଟ୍? ମମତା ମହନ୍ତ, ସୁଜିତ କୁମାରଙ୍କ ପରେ କିଏ? ବିଜେଡି ଛାଡି ବିଜେପିକୁ ଯିବେ କି ନେତା? ବିଜେପି ସହ ଯୋଗାଯୋଗରେ କିଏ? ବିଜେପି ବିଧାୟକ ଅଶୋକ ମହାନ୍ତିଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ । ଖୁବ୍ ଶୀଘ୍ର ବିଜେଡି ଛାଡି ଆଉ…