ବିବାହ ବିଚ୍ଛେଦ ଖୁସିରେ ପାର୍ଟି, ପତ୍ନୀଙ୍କ ମ୍ୟାନିକୁଇନ ସହ ଉଠାଇଲେ ଫଟୋ
ଚଣ୍ଡିଗଡ: ଆଜିକାଲି ବିବାହ ପୂର୍ବରୁ ବ୍ୟାଚେଲର ପାର୍ଟି ଏବଂ ପୋଷ୍ଟ ୱେଡିଂ ଫଟୋଗ୍ରାଫି ପ୍ରାୟ ସମସ୍ତେ କରୁଛନ୍ତି। କିନ୍ତୁ ବର୍ତ୍ତମାନ ଏକ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଗଲାଣି ଯାହା ହେଉଛି 'ଛାଡପତ୍ର' ପାର୍ଟି। ତେବେ ଏହି ଟ୍ରେଣ୍ଡ ସବୁ ପୂର୍ବରୁ ବିଦେଶରେ ପ୍ରଚଳିତ ଥିଲା କିନ୍ତୁ ବର୍ତ୍ତମାନ…