Latest Odisha News

BREAKING NEWS

Yearly Archives

2024

ଘରେ ବନାନ୍ତୁ ଶୁଦ୍ଧ ‘ସମ୍ବର ମସଲା’

ଭୁବନେଶ୍ବର : ଆଜିକାଲି ଖବର ଆସୁଛି ଅପମିଶ୍ରଣ , ନକଲି ମସଲା ଖବର । ତେବେ ଚିନ୍ତା କରନ୍ତୁ ନାହିଁ ନିଜେ ଅତି ସହଜରେ ଘରେ ବନାନ୍ତୁ 'ସମ୍ବର ମସଲା'। ଦୋସା, ଇଟିଲି ସହ ଖାଇ ପାରିବେ ଏହି ସମ୍ବର ମସଲାରେ ତିଆରି ସୁଆଦିଆ ସମ୍ବର .. ସାମଗ୍ରୀ- ୩୦ ଭୃସଙ୍ଗ ପତ୍ର ୪ ଚାମଚ ଗୋଟା ଧନିଆ ୧…

ପୋଲିସର ବର୍ବରତା: ପୁନଃ ପରୀକ୍ଷା ଦାବି କରୁଥିବା ଶିକ୍ଷାର୍ଥୀଙ୍କ ଉପରେ ଲାଠିଚାର୍ଜ, ପାଣି ମାଡ

ପାଟନା: ପୋଲିସର ବର୍ବରତା। ପୁନଃ ପରୀକ୍ଷା ଦାବି କରୁଥିବା ଶିକ୍ଷାର୍ଥୀଙ୍କ ଉପରେ ଲାଠିଚାର୍ଜ ଓ ପାଣି ମାଡ଼ କଲା ପୋଲିସ। ବିହାର ପବ୍ଲିକ ସର୍ଭିସ କମିଶନ(ବିପିଏସ୍‌ସି) ଆଶାୟୀଙ୍କ ଉପରେ ପୋଲିସ୍‌ର ବର୍ବରତା ସବୁ ସୀମା ଟିପଛି। ଶିକ୍ଷାର୍ଥୀମାନେ ୭୦ତମ ଯୁଗ୍ମ ପ୍ରବେଶିକା ପରୀକ୍ଷା (ସିସିଇ)…

ନୂଆବର୍ଷ ପରେ ଫେରିବ ଶୀତ, ୬ ଜିଲ୍ଲାକୁ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ସୋମବାର ଓଡିଶାର ଉତ୍ତର ପଶ୍ଚିମାଞ୍ଚଳର କିଛି ଜିଲ୍ଲାରେ କାଁ ଭାଁ ବର୍ଷା ହୋଇପାରେ। ବାକି ଅନ୍ୟ ଜିଲ୍ଲା ପାଗ ପ୍ରାୟତଃ ଶୁଖିଲା ରହିବ।  ଆଜି ଓ କାଲି ପାଇଁ ୬ ଜିଲ୍ଲାକୁ କୁହୁଡ଼ି ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ।  ବରଗଡ଼, ବଲାଙ୍ଗିର, ନୂଆପଡ଼ା, କେନ୍ଦୁଝର, ମୟୂରଭଞ୍ଜ,…

ନବ ବର୍ଷ ପାଳନ କରିବେନି ମୁସଲମାନ ? ଜାରି ହେଲା ଫତୱା

ନୂଆଦିଲ୍ଲୀ: ନୂଆ ବର୍ଷକୁ ସ୍ୱାଗତ ପାଇଁ ପୂରା ବିଶ୍ୱ ଏବେଠୁ ସେଲିବ୍ରେସନ ମୋଡ଼ରେ ରହିଛି। ସବୁଠି ଭୋଜିର ଆସର ବି ଜମିଲାଣି। ହେଲେ ଏ ସବୁ ସେଲିବ୍ରେସନରୁ ଦୂରେଇ ରହିବେ ମସ୍ଲିମ ସମାଜ। ଆଉ ଏଥିପାଇଁ  ଅଲ ଇଣ୍ଡିଆ ମୁସ୍ଲିମ ଜମାତର ଜାତୀୟ ସଭାପତି ମୌଲାନା ଶହାବୁଦ୍ଦିନ ରଜଭୀ ବରେଲୀବି ଫତୱା…

୩୧ ଓ ୧ ରେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଭକ୍ତ

ପୁରୀ: ଆସନ୍ତା ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖରେ କେବଳ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ ଭକ୍ତ। ନୂଆବର୍ଷକୁ ଆଖିଆଗରେ ରଖି ଏପରି କରାଯାଇଛି। ନୂଆବର୍ଷ ଉପଲକ୍ଷେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଜନସମାଗମ ଆରମ୍ଭ ହୋଇଯାଇଛି। ଚଳିତ ବର୍ଷର ଶେଷ ଦିନରେ ମହାପ୍ରଭୁଙ୍କ…

କଂଗ୍ରେସ କହିଲା ମନମୋହନଙ୍କୁ ଅସମ୍ମାନ ହୋଇଛି , ମନେ ପକାଇଦେଲେ ଜେପି ନଡ୍ଡା

ନୂଆଦିଲ୍ଲୀ: ମନମୋହନଙ୍କୁ ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି । କିଏ କାହାର କରୁଛନ୍ତି ଅସମ୍ମାନ, କିଏ କରୁଛନ୍ତି ଅଣଦେଖା । କାହଁକି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ମୃତ୍ୟୁକୁ ନେଇ ଏତେ ରାଜନୀତି ? କାହିଁକି ବିଜେପି ଓ କଂଗ୍ରେସ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ? ଶନିବାର…

କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି: ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଟିମ୍ । ମୁଖ୍ୟମନ୍ତ୍ରୀ ରବିବାର ଦିନିକିଆ ଗଜପତି ଜିଲ୍ଲା ଗସ୍ତ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଛନ୍ତି। ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଉପଲଡ଼ା ଓ ଗୁରାଣ୍ଡି ଗ୍ରାମ ଚାଷୀଙ୍କୁ ଭେଟି…

ଦିନେ ବଢିଲା କ୍ଷୟକ୍ଷତି ଆବେଦନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦିନଟିଏ ବଢିଲା କ୍ଷୟକ୍ଷତି ଆବେଦନ ତାରିଖ। ଏନେଇ ନିଷ୍ପତ୍ତି ନେଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅଦିନିଆ ଲଘୁଚାପ ବର୍ଷା କାରଣରୁ ଚାଷ କ୍ଷୟକ୍ଷତି ଆକଳନ ଅବଧି ବଢ଼ାଇବେ ରାଜ୍ୟ ସରକାର। ସେହିପରି କ୍ଷୟକ୍ଷତି ଆବେଦନ ନିମନ୍ତେ ସମୟ ଆଉ ଦିନେ ବୃଦ୍ଧି ହୋଇଛି। ଏହି…

ଟ୍ରାଙ୍କୁଲାଇଜ ହେଲା ବାଘୁଣୀ ଜିନ୍ନତ

ବାରିପଦା : ଟ୍ରାଙ୍କୁଲାଇଜ୍‌ ହେଲା ବାଘୁଣୀ ଜିନ୍ନତ। ବନ ବିଭାଗର ବିଶେଷଜ୍ଞ ଦଳଙ୍କୁ ବାରମ୍ବାର ଚକମା ଦେବା ପରେ ଶେଷରେ କାବୁ ହୋଇଛି ଜିନ୍ନତ। ଝାରଖଣ୍ଡରୁ ଆସି ସେ ପଶ୍ଚିମବଙ୍ଗର ଘଞ୍ଚ ଜଙ୍ଗଲରେ ଘୁରି ବୁଲୁଥିଲା। ଦୀର୍ଘ ସମୟର ଉଦ୍ୟମ ପରେ ରବିବାର ବାଘୁଣୀ ‘ଜିନ୍ନତ’କୁ ଟ୍ରାଙ୍କୁଲାଇଜ୍‌…

ନନ୍ଦନକାନନରେ ଜନ୍ମ ନେଲା ସିମ୍ପାଞ୍ଜି ଶାବକ

ଭୁବନେଶ୍ୱର: ପ୍ରକୃତିପ୍ରେମୀଙ୍କ ପାଇଁ ବଡ ଖବର। ଭୁବନେଶ୍ୱର ବାରଙ୍ଗସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରବିବାର ଜନ୍ମ ନେଇଛି ଏକ ସିମ୍ପାଞ୍ଜି ଶାବକ। ଫଳରେ ନନ୍ଦନକାନନରେ ସିମ୍ପାଞ୍ଜିଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ବର୍ତ୍ତମାନ ମା’ ଏବଂ ଛୁଆଙ୍କୁ ଅଲଗା ରଖାଯାଇଛି। ଏକ ଡାକ୍ତରୀ…