Latest Odisha News
Yearly Archives

2024

ଓଡିଶାରେ ୨୭ଟି ଉତ୍ପାଦ ଓ ସାମଗ୍ରୀକୁ ମିଳିଛି ଜିଆଇ ମାନ୍ୟତା: ମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାର କେଉଁ କେଉଁ ଜିଲ୍ଲାର କେଉଁ ଉତ୍ପାଦିତ ସାମଗ୍ରୀକୁ ଭୌଗଳିକ ସୂଚକାଙ୍କ ମାନ୍ୟତା ମିଳିଛି ଏନେଇ ବୁଧବାର ପ୍ରଶ୍ନ କରିଛନ୍ତି ତାରା ପ୍ରସାଦ ବାହିନୀପତି । ତାଙ୍କ ପ୍ରଶ୍ନରେ ଜବାବ ରଖି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟେଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ,…

ଆଇଏମଡିବି ଜାରୀ କଲା ୨୦୨୪ର ଶ୍ରେଷ୍ଠ ଭାରତୀୟ ଫିଲ୍ମର ତାଲିକା

ମୁମ୍ବାଇ: ଆଇଏମଡିବି ବୁଧବାର ୨୦୨୪ର ଶ୍ରେଷ୍ଠ ଭାରତୀୟ ଫିଲ୍ମର ତାଲିକା ଜାରୀ କରିଛି । ଏହି ତାଲିକାରେ ପ୍ରଭାସଙ୍କ ଅଭିନୀତ କଲକୀ ୨୮୯୮ ଏଡି ଶୀର୍ଷ ସ୍ଥାନରେ ରହିଛି । ପ୍ରଭାସଙ୍କ ବ୍ୟତୀତ ଏହି ଫିଲ୍ମରେ ଦୀପିକା ପାଦୁକୋନ, କମଳା ହାସନ ଓ ଅମିତାଭ ବଚ୍ଚନ ଅଭିନୟ କରିଥିଲେ । ନାଗ ଅଶ୍ୱୀନ ଏହାର…

ସିଙ୍ଗଲ୍ ୱିଣ୍ଡୋ କମିଟି ଦ୍ୱାରା ୧୯୨.୪୧ ମେଗାୱାଟ୍ ଅକ୍ଷୟ ଶକ୍ତି ପ୍ରକଳ୍ପ ଅନୁମୋଦିତ

ଭୁବନେଶ୍ୱର: ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଷ୍ଟମ ସିଙ୍ଗଲ୍ ୱିଣ୍ଡୋ କମିଟି (ଏସ୍.ଡ଼ବ୍ଳ୍ୟୁ.ସି)ର ବୈଠକରେ ମୋଟ ୧୯୨.୪୧ ମେଗାୱାଟ୍ ଅକ୍ଷୟଶକ୍ତି ଉତ୍ପାଦନ ପାଇଁ ୧୩୮୬.୦୯ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ନୀତିଗତ ଅନୁମୋଦିତ…

ବାସ୍ତୁ ଟିପ୍ସ: ପୂଜା ଘର ଏହି ସ୍ଥାନରେ ରହିବା ଉଚିତ୍ ନୁହେଁ

ଭୁବନେଶ୍ବର: ବାସ୍ତୁଶାସ୍ତ୍ର ଅନୁସାରେ, ଯଦି ପୂଜା ଘର କାହାର ଘରେ ଭୁଲ ସ୍ଥାନରେ ଥାଏ, ତେବେ ଏହାର ପ୍ରତିକୂଳ ପ୍ରଭାବ ଦେଖାଯାଏ | ଜଣେ ବ୍ୟକ୍ତି ପ୍ରତିଦିନ ସମସ୍ୟାର ସମ୍ମୁଖୀନ ହେବାକୁ ହୋଇଥାଏ | ଏଭଳି ପରିସ୍ଥିତିରେ, ଏହା ଜରୁରୀ ଯେ ଯେତେବେଳେ ବି ଘରେ ଏକ ପୂଜା କୋଠରୀ ନିର୍ମାଣ ହୁଏ,…

ଆସିକା ବିଧାୟକଙ୍କ ଦାବି, କାହିଁକି ବଢୁନି ଆସ୍କା-୪୦ର ଦର?

ଭୁବନେଶ୍ୱର: ବୁଧବାର ବିଧାନସଭାରେ ଆସ୍କା-୪୦ର ଦର ବୃଦ୍ଧି ଦାବି କରିଛନ୍ତି ବିଧାୟକ ସରୋଜ ପାଢ଼ୀ । ବର୍ତ୍ତମାନ ପ୍ରତ୍ୟେକ ଜିନିଷର ବଜାର ଦର ଅହେତୁକ ଭାବେ ବୃଦ୍ଧି ପାଉଛି । ଆସିକା ଚିନି କଳ କ୍ଷତି ସହୁଥିଲେ ସୁଦ୍ଧା ୫ ବର୍ଷ ହେବ କାହିଁକି ଆସ୍କା-୪୦ର ମୂଲ୍ୟ ବୃଦ୍ଧି ହେଉନାହିଁ ବୋଲି…

ଡ୍ୟୁଟି ସମୟରେ କରୋନାରେ ମୃତ୍ୟୁ ମାମଲା: କନଷ୍ଟେବଳଙ୍କ ପତ୍ନୀଙ୍କୁ ମିଳିବ ୫୦ ଲକ୍ଷ

କଟକ: କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ପୁଲିସ କନଷ୍ଟେବଳଙ୍କ ପାଇଁ ଆସିଲା ବଡ ଖବର। କରୋନା ମହାମାରୀ ସମୟରେ କାର୍ଯ୍ୟରତ ପୋଲିସ କନଷ୍ଟେବଳ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ। ତାଙ୍କ ବିଧବା ପତ୍ନୀଙ୍କୁ ୫୦ ଲକ୍ଷ ଟଙ୍କା ମିଳିବା ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ। ୬ ମାସ ଭିତରେ…

ଲୋନ୍ ଆପ୍ ନେଲା ଯୁବକଙ୍କ ଜୀବନ

ଅମରାବତୀ: ଆଜିକାଲି, ଅନେକ ଲୋନ୍ ଆପ୍ ଆପଣଙ୍କୁ ଗୋଟିଏ କ୍ଲିକରେ ଲୋନ୍ ଦେଉଛନ୍ତି । କିନ୍ତୁ ଏହିପରି ଲୋନ୍ ଆପରୁ ଟଙ୍କା ନେବା ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କ ପାଇଁ ସାଂଘାତିକ ପ୍ରମାଣିତ ହୋଇଛି । ଯୁବକ ଜଣକ ମାତ୍ର ଦୁଇ ହଜାର ଟଙ୍କା ଋଣ ନେଇଥିଲେ । ଏହାକୁ ଫେରାଇବା ପାଇଁ ତାଙ୍କୁ କ୍ରମାଗତ…

କୋହଲି, ରୋହିତ କିମ୍ବା ନୀରଜ ନୁହେଁ ଭାରତରେ ଏହି ଖେଳାଳିଙ୍କୁ କରାଯାଇଥିଲା ବେଶୀ ସର୍ଚ୍ଚ

ନୂଆଦିଲ୍ଲୀ: ୨୦୨୪ ଯିବାକୁ ସଜବାଜ ହେଲାଣି । ହାତରେ ଆଉ ଅଳ୍ପ ଦିନ । କ୍ରୀଡା ଦୁନିଆରେ ଅନେକ ଆଥଲେଟ ପ୍ରଶଂସକଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି । ୨୦୨୪ରେ ଇଂଟରନେଟରେ ଏହି ଖେଳାଳିମାନଙ୍କୁ ବେଶୀ ସର୍ଚ୍ଚ କରାଯାଇଥିଲା । ତେବେ ଆଶ୍ଚର୍ଯ୍ୟର କଥା ବିରାଟ କୋହଲି, ରୋହିତ ଶର୍ମା ଓ ନୀରଜ…

ଶତ୍ରୁଙ୍କ ହୋସ୍ ଉଡେଇବ ଭାରତୀୟ ସେନାର’ଖଡଗ୍’ କାମିକାଜ୍ ଡ୍ରୋନ୍

ନୂଆଦିଲ୍ଲୀ: ଭାରତୀୟ ସେନା 'ଖଡଗ୍' କାମିକାଜ୍ ଡ୍ରୋନ୍ ବିକଶିତ କରିଛି। ଏହା ଗୁଇନ୍ଦା ଏବଂ ସର୍ଭିଲାନ୍ସ ଭୂମିକାରେ ନିୟୋଜିତ ହୋଇପାରିବ | ଅଧିକାରୀ କହିଛନ୍ତି ଯେ, ଏହି ଡ୍ରୋନ୍ ହେଉଛି ଏକ ହାଇ ସ୍ପିଡ୍ ଏବଂ କମ୍ ଓଜନ ବିଶିଷ୍ଟ ଡ୍ରୋନ୍ ଯାହା ପ୍ରତି ସେକେଣ୍ଡରେ ୪୦ମିଟର ବେଗରେ ଗତି କରିଥାଏ।…

ଗାବାରେ ବ୍ୟାଟ୍ସମ୍ୟାନଙ୍କୁ ଅପେକ୍ଷା କରି ରହିଛି ପେସ, ବାଉନ୍ସ

ଗାବା: ପର୍ଥ ଓ ଆଡିଲେଡ ପରେ ଏବେ ଗାବା ଟେଷ୍ଟ ଉପରେ କ୍ରିକେଟ ପ୍ରଶଂସକଙ୍କ ନଜର । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଏଠାରେ ଡିସେମ୍ବର ୧୪ରୁ ଖେଳାଯିବ । ଏହାର ପିଚ ପେସ ବୋଲରଙ୍କୁ ସୁହାଇବ ବୋଲି ପିଚ କ୍ୟୁରେଟର ଭବିଷ୍ୟବାଣୀ କରିଛନ୍ତି । ପେସ…