Latest Odisha News

BREAKING NEWS

Yearly Archives

2024

ପିଏମ ମୋଦିଙ୍କୁ ଭେଟିଲେ କପୁର ପରିବାର, ପାଳନ ହେବ ରାଜ କପୁରଙ୍କ ୧୦୦ତମ ଜୟନ୍ତୀ

ନୂଆଦିଲ୍ଲୀ:ରାଜ କପୁରଙ୍କ ପରିବାର ଗତ ମଙ୍ଗଳବାର ଦିନ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି। କପୁର ପରିବାର ତାଙ୍କୁ ରାଜ କପୁର ଫିଲ୍ମ ଫେଷ୍ଟିଭାଲକୁ ନିମନ୍ତ୍ରଣ କରିଥିଲେ। ଅଭିନେତା ରାଜ କପୁରଙ୍କ ୧୦୦ତମ ଜନ୍ମବାର୍ଷିକୀରେ ରାଜ କପୁର ଚଳଚ୍ଚିତ୍ର ମହୋତ୍ସବ ଆୟୋଜିତ ହେବ |…

“ଯୁବପିଢିଙ୍କ ଆକସ୍ମିକ ମୃତ୍ୟୁ ପାଇଁ କରୋନା ଟିକା ଦାୟୀ ନୁହେଁ”

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନାଡ୍ଡା ଡିସେମ୍ବର ୧୦ ମଙ୍ଗଳବାର ଦିନ ରାଜ୍ୟସଭାକୁ କହିଛନ୍ତି ଯେ ଯୁବପିଢିଙ୍କ ଆକସ୍ମିକ ମୃତ୍ୟୁ ପାଇଁ କରୋନା ଟିକା ଦାୟୀ ନୁହେଁ। ଏହାକୁ ନେଇ ସେ ସଂସଦରେ ସ୍ପଷ୍ଟିକରଣ ରଖିଛନ୍ତି। ସେ କହିଛନ୍ତି ଯେ କୋଭିଡ ଟିକା ସହିତ ଯୁବପିଢିଙ୍କ ମୃତ୍ୟୁର…

ଗ୍ରେଟର୍‌ ଭୁବନେଶ୍ବର ପାଇଁ ନକ୍ସା ପ୍ରସ୍ତୁତ: ଆଉ ରହିବନି ଟ୍ରାଫିକ୍ ସମସ୍ୟା

ଭୁବନେଶ୍ୱର: ରାଜଧାନୀର ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସରକାର ନୂତନ ଯୋଜନା ପ୍ରସ୍ତୁତ କରିଛନ୍ତି। ସହରରେ ଏକାଧିକ ସଡ଼କ, ଫ୍ଲାଏଓଭର, ରେଳ ଓଭରବ୍ରିଜ୍‌, ରିଙ୍ଗ୍‌ରୋଡ୍‌ ନିର୍ମାଣ ଯୋଜନା ହୋଇଛି। ଗ୍ରେଟର୍‌ ଭୁବନେଶ୍ବର ପାଇଁ ନକ୍ସା ପ୍ରସ୍ତୁତ ହୋଇଛି। ଗାଡି ଚଳାଚଳ ଓ…

ଡିସେମ୍ବର ୧୪ରେ ପୁଣି ଚାଷୀଙ୍କ ଦିଲ୍ଲୀ ଚଲୋ ଆନ୍ଦୋଳନ

ନୂଆଦିଲ୍ଲୀ: ଶମ୍ଭୁ ସୀମାରୁ ଦିଲ୍ଲୀ କୋଚ କରିବେ ଆନ୍ଦୋଳନରତ ଚାଷୀ । ୧୪ ତାରିଖରେ ପୁଣି ଚାଷୀଙ୍କର ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ ହେବ। ୧୪ ତାରିଖରେ ଚାଷୀ କରିବେ ବିଶାଳ ସମାବେଶ । ଶମ୍ଭୁସୀମାରେ ଏକାଠି ହେବେ ଶହ ଶହ ଚାଷୀ । ଆଜିର ବୈଠକରେ ଏହି ନିଷ୍ପତି ନିଆଯାଇଛି । ଶମ୍ଭୁ ଓ ଟିକରୀ…

ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଭୋଗ ଦୋକାନ

କେନ୍ଦୁଝର: ଭୋଗ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା ୧୦ରୁ ଅଧିକ ଦୋକାନ। କେନ୍ଦୁଝର ଜିଲ୍ଲା ଘଟଗାଁ ମା ତାରିଣୀଙ୍କ ମନ୍ଦିର ସମ୍ମୁଖରେ ଥିବା ଭୋଗ ଦୋକାନରେ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗି ୧୦ରୁ ଅଧିକ ଦୋକାନ ଜଳିଯାଇଛି । ମନ୍ଦିରର ୨ ନମ୍ବର ଗେଟ୍ ନିକଟରେ ଅଗ୍ନିକାଣ୍ଡ ଘଟିଛି।…

ଟ୍ରେଣ୍ଡ କରୁଛି ‘ହ୍ୟାସଟ୍ୟାଗ ମେନଠୁ’: କାହିଁକି ଆତ୍ମହତ୍ୟା କଲେ ଯୁବ ଇଞ୍ଜିନିୟର?

ବେଙ୍ଗାଲୁରୁ: ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲା ବର୍ତ୍ତମାନ ଚର୍ଚ୍ଚାରେ। ସେ ଗତ ସୋମବାର ବେଙ୍ଗାଲୁରୁରେ ଆତ୍ମହତ୍ୟା କରିଥିଲେ। ଯଦିଓ ଏହିପରି ଆତ୍ମହତ୍ୟା ମାମଲା ପ୍ରତିଦିନ ଘଟୁଛି, କିନ୍ତୁ ଏହି ମାମଲା ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ବଡ଼ ଆଲୋଡ଼ନ ସୃଷ୍ଟି କରିଛି। ସୋସିଆଲ…

ବିଦ୍ରୋହ ନିଆଁରେ ଜଳୁଛି ସିରିଆ: ୭୫ ଭାରତୀୟ ସୁରକ୍ଷିତ ସ୍ଥାନାନ୍ତର

ନୂଆଦିଲ୍ଲୀ: ସିରିଆର ଶକ୍ତି ବର୍ତ୍ତମାନ ବିଦ୍ରୋହୀ ଗୋଷ୍ଠୀ ନିୟନ୍ତ୍ରଣରେ ଅଛି। ବିଦ୍ରୋହୀମାନେ ଅଧିକୃତ ହୋଇଥିଲେ ମଧ୍ୟ ଅନେକ ସ୍ଥାନରେ ବିସ୍ଫୋରଣ ଘଟୁଛି। ଆକ୍ରମଣ ହେଉଛି। ସରକାରୀ ଅଟ୍ଟାଳିକା ପୋଡି ଦିଆଯାଉଛି। ଲୁଟ୍ କରାଯାଉଛି। ଏହି ସମୟରେ ଭାରତ ୭୫ଜଣ ଭାରତୀୟ ନାଗରିକଙ୍କୁ ସିରିଆରୁ…

୧୯୫୨ ମସିହା ପରେ ଦେଶର ସଂସଦୀୟ ଇତିହାସରେ ପ୍ରଥମ ଥର ପାଇଁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ହଟାଇବାକୁ ନୋଟିସ୍

ନୂଆଦିଲ୍ଲୀ: ୧୯୫୨ ମସିହା ପରେ ଦେଶର ସଂସଦୀୟ ଇତିହାସରେ ପ୍ରଥମ ଥର ପାଇଁ ରାଜ୍ୟସଭାର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ଉପରାଷ୍ଟ୍ରପତିଙ୍କୁ ହଟାଇବା ପାଇଁ ବିରୋଧୀ ଇଣ୍ଡିଆ ମେଂଟ ପକ୍ଷରୁ ମଙ୍ଗଳବାର ନୋଟିସ୍ ଜାରି କରାଯାଇଛି। ଯଦି ଏହି ପ୍ରସ୍ତାବ ଉପସ୍ଥାପିତ ହୁଏ, ତେବେ ଏହାକୁ ପାରିତ…

କାହିଁକି ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ, ଜୟରାମ ରମେଶ ଦେଲେ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ରାଜ୍ୟସଭାରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ବିରୋଧୀ ଏହାକୁ ଆଗତ କରିଛି। କଂଗ୍ରେସ ନେତା ଜୟରାମ ରମେଶ ମଙ୍ଗଳବାର କହିଛନ୍ତି ଯେ ରାଜ୍ୟସଭା ମହାସଚିବଙ୍କ ନିକଟରେ ସଂକଳ୍ପ ଦାଖଲ କରାଯାଇଛି। ବିରୋଧୀ ଦଳମାନେ…

ନିର୍ଦ୍ଵନ୍ଦ୍ଵରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ସୁଜିତ କୁମାର

ଭୁବନେଶ୍ଵର: ଆଜି ଥିଲା ରାଜ୍ୟସଭା ଉପ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ। ଓଡ଼ିଶାରୁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ବିଜେପି ପ୍ରାର୍ଥୀ ସୁଜିତ କୁମାର। ତାଙ୍କ ବିପକ୍ଷରେ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନାହାନ୍ତି। ଏନେଇ ସୁଜିତ କୁମାର…