Latest Odisha News

BREAKING NEWS

Yearly Archives

2024

ପଣ୍ୟ କାରବାରରେ ରେକର୍ଡ କଲା ପାରାଦ୍ୱୀପ ବନ୍ଦର

ପାରାଦୀପ: ପାରାଦୀପ ବନ୍ଦରରେ ରେକର୍ଡ ଭାଙ୍ଗିଲା ପଣ୍ୟ କାରବାର। ଦେଶର ସବୁ ବନ୍ଦର ମଧ୍ୟରେ ଦ୍ରୁତତମ ପଣ୍ୟ କାରବାର କରି ପୁଣି ରେକର୍ଡ କରିଛି ପାରାଦ୍ୱୀପ ବନ୍ଦର l ଲଗାତର ୮ ବର୍ଷ ଧରି ୧୦୦ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର ଅତିକ୍ରମ କଲା ପାରାଦ୍ଵୀପ ବନ୍ଦର । ତେବେ ଗତବର୍ଷ…

ଅଜବ ଗଜବ: ଛୋଟ ଶିଶୁର ଭ୍ରମ ସୃଷ୍ଟି କରୁଛି ଏହି ଅଜବ ଫୁଲ

ଭୁବନେଶ୍ୱର: ଅଜବ ଆମର ଏ ପ୍ରକୃତି । କାହାକୁ କେମିତି କେଉଁ ଉପାୟରେ ଗଢ଼ିଛି ତାହା ତ କେବଳ ତାକୁ ହିଁ ଜଣା । ପ୍ରତିଟି ବୃକ୍ଷଲତା, ଜୀବ ଜନ୍ତୁ ଆଦିଙ୍କର ନିର୍ଦ୍ଦିଷ୍ଟ ରଙ୍ଗ, ନିର୍ଦ୍ଦିଷ୍ଟ ଆକାର ହେବା ପଛରେ ଏକ ବିଶେଷ କାରଣ ବି ଅଛି । ଜୀବ ଜଗତରେ ଏକ ସନ୍ତୁଳନ ରକ୍ଷା କରିବା ପାଇଁ ହିଁ ତ…

ପଦରୁ ହଟିପାରିବେ କି ଉପରାଷ୍ଟ୍ରପତି? କଂଗ୍ରେସ ଆଣିବ ଅନାସ୍ଥା ପ୍ରସ୍ତାବ..

ନୂଆଦିଲ୍ଲୀ: ବିଶ୍ବାସଭାଜନ ହୋଇପାରୁନାହାନ୍ତି ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ । ଧନକଡଙ୍କ ବିରୋଧରେଏବେ ନୋ କନଫିଡେନ୍ସ ମୋସନ ତଥା ଅନସ୍ଥା ପ୍ରସ୍ତାବ ଆଣିବାକୁ ଯାଉଛି କଂଗ୍ରେସ । ଏନେଇ ଇଣ୍ଟି-ମେଣ୍ଟର ଦଳମାନେ ଧନକଡଙ୍କୁ ତାଙ୍କ ପଦରୁ ହଟାଇବା ପାଇଁ ପ୍ରସ୍ତାବ…

ଆମେରିକାର ନ୍ୟାଶନାଲ କ୍ରିକେଟ ଲିଗକୁ ବାସନ୍ଦ କଲା ଆଇସିସି

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଆମେରିକାର ନ୍ୟାଶନାଲ କ୍ରିକେଟ ଲିଗକୁ ବାସନ୍ଦ କରିଛି । ଆଇସିସି ୟୁଏସଏସିକୁ ପତ୍ର ଲେଖି ଏ ସମ୍ପର୍କରେ ସୂଚନା ଦେଇଛି । ଉକ୍ତ ପତ୍ରରେ ଚୂଡାନ୍ତ ଏକାଦଶ ଚୟନରେ ନିୟମକୁ ପାଳନ କରିବା ଆବଶ୍ୟକ ନିୟମ ପାଳନ କରାଯାଇ ନ ଥିଲା । ଟି୧୦ ଫର୍ମାଟରେ…

ଚପଲ ଓ ଅନ୍ତଃବସ୍ତ୍ରରେ ଭଗବାନ ଗଣେଷଙ୍କ ଛବି…

ନୂଆଦିଲ୍ଲୀ: ଆମେରିକାର ରିଟେଲର 'ୱାଲମାର୍ଟ' ପୁଣି ଥରେ ବିବାଦରେ। କମ୍ପାନୀ ପକ୍ଷରୁ ଚପଲ, ଅନ୍ତବସ୍ତ୍ର, ସ୍ୱିମସୁଟ୍ ଏବଂ ଅନ୍ୟାନ୍ୟ ସାମଗ୍ରୀରେ ଭଗବାନ ଗଣେଶଙ୍କୁ ଚିତ୍ରିତ କରିଥିଲା। ଏପରିକି କମ୍ପାନୀ ପକ୍ଷରୁ ଏହାର ବିକ୍ରୟ ଆରମ୍ଭ କରାଯାଇଥିଲା। ଯାହାପରେ ୱାଲମାର୍ଟ ଉପରେ ଖୁବ୍ ବର୍ଷି…

ବିଧାନସଭାରେ କଂଗ୍ରେସ କଳି: ତାରା କହିଲେ, ‘ଦଳରେ ଆଉ ଶୃଙ୍ଖଳା ନାହିଁ’

ଭୁବନେଶ୍ବର: ‘ଚାଲିଛି ଗୃହ । ଆଗରେ ବସିଛନ୍ତି ବାଚସ୍ପତି । ଜଣେ ଜଣେ କରି ପ୍ରଶ୍ନକର୍ତ୍ତାଙ୍କ ନାଁ ନେଇ ନିଜ ପ୍ରଶ୍ନ ରଖିବାକୁ ଅନୁରୋଧ କରୁଛନ୍ତି ବାଚସ୍ପତି । ଏହାରି ଭିତରେ ମୁଁ କହିବି, ମୁଁ କହିବି ନେଇ ନିଜ ମର୍ଯ୍ୟାଦା ଭୁଲିଗଲେ କଂଗ୍ରେସ ବିଧାୟକ । ଆଉ ତା ପରେ ପରସ୍ପର ମଧ୍ୟରେ ହିଁ…

ବିରୋଧୀ ନେତାଙ୍କ ଟାର୍ଗେଟ, ଶାସକ ଦଳର ଜବାବ୍, ଗୃହ କାର୍ଯ୍ୟ ଅଚଳ

ଭୁବନେଶ୍ୱର: ଗତକାଲି ପରି ଆଜି ମଧ୍ୟ ୯ ମାସର ବକେୟା ଦରମା ଦାବି ସହ ଅନ୍ୟାନ୍ୟ ଦାବି ନେଇ ଗାନ୍ଧୀମାର୍ଗରେ ଗର୍ଜିଛନ୍ତି ମିଶନ ଶକ୍ତି ମହିଳା । ବକେୟା ଦରମାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବା ସହ ବିକ୍ଷୋଭ ପଦର୍ଶନ କରିଛନ୍ତି ଅଲ ଓଡିଶା ଜିପିଏଲଫ ମିଶନ ଶକ୍ତି କର୍ମୀ ସଂଘ । ସେପଟେ ମିଶନ…

ମିଶନ ଶକ୍ତି ମହିଳାଙ୍କ ଧାରଣା: ପ୍ରଭାତୀ କହିଲେ,‘ କାହା କଥାରେ ପଡି ରାସ୍ତାରେ ଗଡ ନାହିଁ’

ଭୁବନେଶ୍ବର: ବକେୟା ଦରମା ପ୍ରସଙ୍ଗ ନେଇ ମିଶନ ଶକ୍ତି ମହିଳାଙ୍କ ଧାରଣାରେ ବିଜେଡି ନେତାଙ୍କ ସମର୍ଥନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା ।  ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମିଶନ ଶକ୍ତିର ମହିଳାଙ୍କୁ କେହି ବିଭ୍ରାନ୍ତ…

ଠକେଇ ଅଭିଯୋଗରେ ଅଭିନେତା ଧର୍ମେନ୍ଦ୍ରଙ୍କୁ କୋର୍ଟ ସମନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କୁ ଦିଲ୍ଲୀ ପଟିଆଲା ହାଉସ କୋର୍ଟର ସମନ l 'ଗରମ ଧରମ ଢ଼ାବା' ଫ୍ରାଞ୍ଚାଇଜ ସହ ଜଡିତ ଏକ ଠକେଇ ମାମଲାରେ ବରିଷ୍ଠ ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କ ସହ ଅନ୍ୟ ଦୁଇଜଣଙ୍କ ବିରୋଧରେ ମଧ୍ୟ ସମନ ଜାରି କରିଛନ୍ତି କୋର୍ଟ l ଜୁଡିସିଆଲ ମାଜିଷ୍ଟ୍ରେଟ…