୧୧୭ ତମ ମନ କି ବାତ୍ କାର୍ଯ୍ୟକ୍ରମ: କଳାହାଣ୍ଡି ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା
କଳାହାଣ୍ଡି: କଳାହାଣ୍ଡିର ଚାଷୀଙ୍କୁ ପ୍ରସଂଶା କଲେ ପ୍ରଧାନମନ୍ତ୍ରୀ ମୋଦୀ। ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରସଂଶା କରିଛନ୍ତି ମୋଦୀ। ଟମାଟୋ ଚାଷ କରି ସ୍ବାବଲମ୍ବୀ ହୋଇଥିବା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଚାଷୀଙ୍କ କଥା କହିଛନ୍ତି ପ୍ରଧାନମନ୍ତ୍ରୀ। ସେ କିପରି ଅଞ୍ଚଳର ୧୫୦ରୁ…