Latest Odisha News

BREAKING NEWS

Yearly Archives

2024

ଆଇଆରସିଟିସି ସେବା ଠପ୍, ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ: ଆଇଆରସିଟିସି ୱେବସାଇଟ୍ ପୁଣି ଥରେ ଠପ୍ ହୋଇଯାଇଛି। ଏହାର ଆପ୍ ମଧ୍ୟ କାମ କରୁନାହିଁ। ଆଗାମୀ ଏକ ଘଣ୍ଟା ପାଇଁ ଟିକେଟ୍ ବୁକିଂ ବନ୍ଦ ରହିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଯାହାଫଳରେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଯେଉଁମାନେ ତତକାଲ୍…

ପୁଷ୍ପା ୨ ପରେ ଏହି ଫିଲ୍ମରେ ନଜର ଆସିବେ ରଶ୍ମିକା…

ମୁମ୍ବାଇ: ବଡ଼ ପରଦାରେ ଧମାଲ ଏବେ କରୁଛି ‘ପୁଷ୍ପା ୨’ । କେବଳ ଭାରତ ନୁେହଁ‌ ବିଦେଶରେ ମଧ୍ୟ ଏହି ଫିଲ୍ମ ବେଶ୍ ଭଲ ପ୍ରଦର୍ଶନ କରିଛି। ରିଲିଜ୍‌ ହେବାର ମାତ୍ର ୩ ଦିନରେ ବକ୍ସ ଅଫିସ୍‌ରେ ଏହି ଫିଲ୍ମ ୫୦୦ କୋଟିରୁ ଊର୍ଦ୍ଧ ଟଙ୍କାର ବ୍ୟବସାୟ କରିଥିବା ଜଣାପଡ଼ିଛି । ଫିଲ୍ମରେ ସାଉଥ ସୁପରଷ୍ଟାର…

୫ ନକଲି ମାଓବାଦୀଙ୍କୁ ବାନ୍ଧିଲା ପୋଲିସ, ପ୍ରଜାକୋର୍ଟରେ ଲୋକଙ୍କୁ ଦେଉଥିଲେ ଦଣ୍ଡ

ମାଲକାନଗିରି: ମାଓବାଦୀଙ୍କ ବର୍ବରତା ଶୁଣିଛନ୍ତି, ହେଲେ ନିଜକୁ ମାଓବାଦୀ କହି ପ୍ରଜାକୋର୍ଟରେ ଶାସନ ଚଳାଇଥିଲେ ୫ ବ୍ୟକ୍ତି। ସାଧାରଣ ଲୋକଙ୍କୁ ପ୍ରଜାକୋର୍ଟର ଧମକ ଦେଖାଇ ବଟି ଆଦାୟ କରୁଥିଲେ। ଆଉ ଏହି ନକଲି ମାଓବାଦୀ ଏବେ ପୋଲିସ ହାତରେ ଧରା ପଡିଲେ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା…

୯ ମାସର ବକେୟା ଦରମା ପାଇଁ ରାଜଧାନୀ ରାଜରାସ୍ତାରେ ହଜାର ହଜାର ମହିଳା

ଭୁବନେଶ୍ୱର: ଲୋୟର ପିଏମ୍‌ଜିରେ ଦରମା ଦାବିରେ ଗର୍ଜିଲେ ବିଭିନ୍ନ ସଂଗଠନ। ଏମବିକେ, ବ୍ୟାଙ୍କ ମିତ୍ର, କୃଷି ମିତ୍ର ଓ ପ୍ରାଣୀ ମିତ୍ର ସହ ବିଭିନ୍ନ ସଂଗଠନର ବିକ୍ଷୋଭ। ୯ ମାସର ବକେୟା ସହ ବିଭିନ୍ନ ଦାବିରେ ହଜାର ହଜାର ମହିଳା ଏକାଠି। ବାରମ୍ବାର ଅଭିଯୋଗ ପରେ ବି ସରକାର କିଛି…

ପୁଣି ରାଜ୍ୟସଭା ଯିବେ ସୁଜିତ କୁମାର, ଆଜି ଭରିବେ ନାମାଙ୍କନ

ଭୁବନେଶ୍ୱର: ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଭରିବେ ସୁଜିତ କୁମାର l ବିଧାନସଭାରେ ଆଜି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିବେ ସୁଜିତ କୁମାର l ଗତ ସେପ୍ଟେମ୍ବର ୬ରେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ ସୁଜିତ କୁମାର l ସୁଜିତଙ୍କର କାର୍ଯ୍ୟକାଳ ଏପ୍ରିଲ ୨, ୨୦୨୬ରେ ଶେଷ…

ମହାଦେବ ବେଟିଂ ଆପ୍ ମାମଲାର ଇଡିର ବଡ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲେ ଗୋବିନ୍ଦ କେଡିଆ

ନୂଆଦିଲ୍ଲୀ: ମହାଦେବ ବେଟିଂ ଆପ୍ ମାମଲାର ପ୍ରମୁଖ ଷ୍ଟକ୍ ପୋର୍ଟଫୋଲିଓ ଦଲାଲ୍ ଗୋବିନ୍ଦ କେଡିଆଙ୍କୁ ଗିରଫ କରିଛି ଇଡି । କୋଲକାତାରୁ ତାଙ୍କୁ ଗିରଫ କରିଛି ଇଡି l ଯାଞ୍ଚ ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଥିବା ନେଇ ସୂଚନା ଦେଇଛି ଇଡି l ଇଡିର କହିବା ଅନୁସାରେ କେଡିଆ ଷ୍ଟକ୍…

ଦୁନିଆରେ ମୂର୍ଖ ଏବଂ ମନ୍ଦବୁଦ୍ଧି ଲୋକଙ୍କର ଅଭାବ ନାହିଁ: ବିଗ୍ ବି

ମୁମ୍ବାଇ: ପୁଅ ଅଭିଷେକ ବଚ୍ଚନ ଏବଂ ବୋହୁ ଐଶର୍ଯ୍ୟା ରାୟଙ୍କ ଭିତରେ ଛାଡପତ୍ର ଗୁଜବ ମଧ୍ୟରେ ପୁଣି ଏକ ପୋଷ୍ଟ କରି ଏ ଦୁନିଆ ମୂର୍ଖ ଏବଂ ମନ୍ଦବୁଦ୍ଧି ଲୋକଙ୍କ ଦ୍ୱାରା ଭରା ବୋଲି ଏକ ପୋଷ୍ଟରେ କହିଛନ୍ତି ଭେଟେରାନ ଫିଲ୍ମ ଇଣ୍ଡଷ୍ଟ୍ରି ଅଭିନେତା ଅମିତାଭ ବଚ୍ଚନ l ତାଙ୍କର ଏକ ବ୍ଲଗରେ ସେ ଏହା…

ଲୁଣର ବି ଥାଏ କି ଏକ୍ସପାଏରୀ ଡେଟ୍?

ଲୁଣ ବିନା ଖାଦ୍ୟ ଅସମ୍ପୂର୍ଣ୍ଣ ଅଟେ। ଲୁଣ ବିନା ଖାଦ୍ୟର ସ୍ୱାଦ ନାହିଁ। ରାନ୍ଧିବା ସମୟରେ ଆପଣ କେତେ ମସଲା ବ୍ୟବହାର କରନ୍ତି ନା କାହିଁକି ଯଦି ଲୁଣ ନପଡେ, ତେବେ ଖାଦ୍ୟ ଭଲ ଲାଗେ ନାହିଁ। ଲୁଣ ହେଉଛି ଏକ ପ୍ରକାର ଖଣିଜ ପଦାର୍ଥ, ଯାହା ସୋଡିୟମ୍ କ୍ଲୋରାଇଡ୍ ଦ୍ୱାରା ନିର୍ମିତ। ଆମ ରୋଷେଇ ଘରର…

ଜମ୍ମୁ-କାଶ୍ମୀରର ବିଚ୍ଛିନ୍ନତା ଚାହୁଁଥିବା ସଂଗଠନ ସହ ସୋନିଆଙ୍କ ଯୋଗସୂତ୍ର!

ନୂଆଦିଲ୍ଲୀ: କଂଗ୍ରେସ ବିରୋଧରେ ବିଜେପିର ବଡ଼ ଅଭିଯୋଗ। ଦେଶରୁ ଜମ୍ମୁ-କାଶ୍ମୀରର ବିଚ୍ଛିନ୍ନତା ଚାହୁଁଥିବା ସଂଗଠନ ସହିତ କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସମ୍ପୃକ୍ତି ରହିଛି ବୋଲି ବିଜେପି ଅଭିଯୋଗ ଆଣିଛି। କେବଳ ସୋନିଆ ନୁହନ୍ତି, ରାହୁଲ ଗାନ୍ଧୀ ମଧ୍ୟ ଭାରତର ଅର୍ଥନୀତିକୁ…

ଥରେଇବ କୋହଲା ପାଗ, ୧୦ ଜିଲ୍ଲାକୁ ବର୍ଷା ନେଇ ଆଲର୍ଟ

ଭୁବନେଶ୍ଵର: ବଢିବ ଶୀତ । ଥରେଇବ କୋହଲା ପାଗ । ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସହ ଝିପଝିପ୍ ବର୍ଷା । ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା । ଆଜି ପାଇଁ ୧୦ ଜିଲ୍ଲାକୁ ହାଲୁକା ବର୍ଷା ନେଇ ଆଲର୍ଟ । ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ଲାଗି ରହିଛି କୋହଲା ପାଗ। ଆଜି ଉତ୍ତର…