Latest Odisha News

BREAKING NEWS

Yearly Archives

2024

ପୁଷ୍ପା ୨ ଅଘଟଣ, ୩ ଗିରଫ

ହାଇଦ୍ରାବାଦ: ନିକଟରେ ରିଲିଜ୍ ହୋଇଥିବା ଅଲୁ ଅର୍ଜୁନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'ପୁଷ୍ପା ୨: ଦ ରୁଲ୍'ର ପ୍ରିମିୟର ଶୋ’ ବେଳେ ହାଇଦ୍ରାବାଦର ଏକ ଥିଏଟର ସାମ୍ନାରେ ଦଳଚକଟାରେ ମହିଳାଙ୍କ ମୃତ୍ୟୁ ଘଟଣାରେ ହାଇଦ୍ରାବାଦ ପୋଲିସ ଗତକାଲି ୩ ​​ଜଣଙ୍କୁ ଗିରଫ କରିଛି। ସଂନ୍ଧ୍ୟା ଥିଏଟରର ମାଲିକ ଓ…

ରାଜଧାନୀର ୨ଟି ସ୍କୁଲକୁ ବୋମା ଧମକ, ଘରକୁ ଫେରିଗଲେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ସକାଳୁ ସକାଳୁ ରାଜଧାନୀ ଦିଲ୍ଲୀର ୨ଟି ସ୍କୁଲକୁ ବୋମା ଧମକ ମିଳିଛି । ଡିପିଏସ୍ ଆରକେ ପୁରମ, ଜିଡି ଗୋଏଙ୍କା ସ୍କୁଲକୁ ସକାଳୁ ସକାଳୁ ଧମକପୂର୍ଣ୍ଣ ମେଲ୍ ପଠାଇଛନ୍ତି ଦୁର୍ବୃତ୍ତ । ମେଲରେ ସ୍କୁଲକୁ ବୋମାରେ ଉଡ଼ାଇ ଦେବାର ଧମକ ଆସିଛି । ଏନେଇ ଜଣାପଡ଼ିବା ପରେ ସ୍କୁଲକୁ ଆସିଥିବା…

ଋଷ୍ ଦେଲା ଶରଣ, ମସ୍କୋରେ ସିରିଆର ରାଷ୍ଟ୍ରପତି

ନୂଆଦିଲ୍ଲୀ: ରୁଷ୍‌ରେ ଅଛନ୍ତି ସିରିଆ ରାଷ୍ଟ୍ରପତି ବଶର୍ ଅଲ୍-ଅସଦ୍ । କାଲି ଦେଶ ଛାଡ଼ି ପଳାଇବା ପରେ ରୁଷିଆରେ ଶରଣ ନେଇଛନ୍ତି ରାଷ୍ଟ୍ରପତି ବଶର୍ ଅଲ୍-ଅସଦ୍ । ବଶର୍ ଅଲ୍-ଅସଦଙ୍କ ସହ ପରିବାରକୁ ରାଜନୈତିକ ଶରଣ ଦେଇଛନ୍ତି ପୁଟିନ୍ । ଆଫଗାନିସ୍ତାନ, ବାଂଲାଦେଶ ପରେ ଏବେ ସିରିଆରେ ଶାସକଙ୍କ…

ମହାକୁମ୍ଭ ପାଇଁ ରେଳବାଇର ପ୍ରସ୍ତୁତି ଅନୁଧ୍ୟାନ କଲେ ଅଶ୍ୱିନୀ ବୈଷ୍ଣବ, ଚାଲିବ ୧୩ ହଜାର ଟ୍ରେନ

ନୂଆଦିଲ୍ଲୀ: ମହାକୁମ୍ଭ ୨୦୨୫  କାରଣରୁ ଶ୍ରଦ୍ଧାଳୁଙ୍କ ପାଇଁ ବଡ ପଦକ୍ଷେପ ନେଇଛି ରେଳବାଇ ବିଭାଗ। ମହାକୁମ୍ଭ ପାଇଁ ଶ୍ରଦ୍ଧାଳୁଙ୍କ ସୁବିଧା ଦୃଷ୍ଟିରୁ ଚାଲିବ ୧୩ ହଜାର ଟ୍ରେନ। ଏଥିରେ ୩ ହଜାର ସ୍ୱତନ୍ତ୍ର ଓ ୧୦ ହଜାର ନିୟମିତ ଟ୍ରେନ ରହିଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ…

ଚାକିରି ନାଁରେ ଠକେଇ, ୨ ଜଣଙ୍କୁ ବାନ୍ଧିଲା ପୋଲିସ

କଟକ : ଚାକିରି ନାଁରେ ଠକେଇ। କଟକରେ ଚାକିରି ପ୍ରଲୋଭନ ଦେଖାଇ ଠକେଇ ହୋଇଛି। ସ୍ବାସ୍ଥ୍ୟ ବିଭାଗରେ ଚାକିରି ଦେବା ନାଁରେ ଠକାମି ହୋଇଛି। ଏହି ମାମଲାରେ ଆଜି କଟକରୁ ୨ ଜଣଙ୍କୁ ଗିରଫ କରିଛି ପୋଲିସ। ସ୍ୱାସ୍ଥ୍ୟ ବିଭାଗରେ ଚାକିରି ଯୋଗାଇବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଠକେଇ ଅଭିଯୋଗରେ ଦୁଇ…

ଜାତୀୟ ପଞ୍ଚାୟତ ପୁରସ୍କାର: ଛତ୍ରପୁରକୁ ନାନାଜି ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର

ଭୁବନେଶ୍ବର: ଘୋଷଣା ହୋଇଛି ଜାତୀୟ ପଞ୍ଚାୟତ ପୁରସ୍କାର। ସେଥିମଧ୍ୟରୁ ଓଡ଼ିଶାକୁ ମିଳିବ ୭ ପୁରସ୍କାର। ଆସନ୍ତା ଡିସେମ୍ବର ୧୧ ତାରିଖରେ ଏହି ପୁରସ୍କାର ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ୨୦୨୨-୨୦୨୩ ପାଇଁ ସମ୍ମାନଜନକ ଜାତୀୟ ପଞ୍ଚାୟତ ପୁରସ୍କାରର…

ଚୂନ ପାଉଡର ଟ୍ରକ୍‌ ଟାଙ୍କି ଭିତରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର

ରାଇରଙ୍ଗପୁର: ଚୂନ ପାଉଡର ଟ୍ରକ୍‌ ଟାଙ୍କି ଭିତରୁ ଏକ ମୃତଦେହ ଠାବ ହୋଇଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ରାଞ୍ଚି-ବିଜୟୱାଡା ୨୨୦ ନମ୍ବର ଜାତୀୟ ରାଜପଥର ଭାଲୁବସା ପେଟ୍ରୋଲ ଟାଙ୍କି ସମ୍ମୁଖ ନୋ ଏଣ୍ଟ୍ରି ଜୋନରେ ଏଭଳି ଘଟଣା ଘଟିଛି। ସୂଚନା ଅନୁଯାୟୀ, ବିଆର-୨୪…

ସିବିଆଇ ରେଡ୍ ଘଟଣାରେ ଗିରଫ ୩ ଜଣ ରିମାଣ୍ଡରେ ଗଲେ

ଭୁବନେଶ୍ୱର: ଶନିବାର ଭୁବନେଶ୍ୱରରେ ଏକ ବିଳାସପୂର୍ଣ୍ଣ ଗାଡିରୁ ନଗଦ ଟଙ୍କା ଜବତ ଘଟଣାରେ ସିବିଆଇ ଆଜି ୩  ଜଣଙ୍କୁ ଗିରଫ କରିଛି। ଓଡି-୦୫-ବିଭି-୯୯୯୯ ନମ୍ବର ବିଶିଷ୍ଟ ଏକ ମର୍ସିଡିଜ୍ ଗାଡିରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଜବତ କରିଥିଲେ ସିବିଆଇ ଅଧିକାରୀ। ଟଙ୍କା ଜବତ ପରେ ପଚରାଉଚରା ପାଇଁ କାରରେ…

ୱାର୍ଲ୍ଡ ଚେସ ଚାମ୍ପିୟନଶିପ: ଡିଙ୍ଗ ଲିରେନଙ୍କୁ ହରାଇଲେ ଗୁକେଶ

ନୂଆଦିଲ୍ଲୀ: ଭାରତର ଉଦୀୟମାନ ଚେସ ତାରକା ଗ୍ରାଣ୍ଡମାଷ୍ଟର ଡି ଗୁକେଶ ଚଳିତ ସିଙ୍ଗାପୁରରେ ଚାଲିଥିବା ୱାର୍ଲ୍ଡ ଚେସ ଚାମ୍ପିୟନଶିପରେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ୧୧ତମ ଗେମରେ ସେ ଚାମ୍ପିୟନ ଡିଙ୍ଗ ଲିରେନଙ୍କୁ ମାତ ଦେଇଛନ୍ତି । ୨୯ତମ ମୁଭରେ ଗୁକେଶ ତାଙ୍କୁ ପରାଜିତ କରିଥିଲେ ।…

ସଚିନଙ୍କୁ ମିଳିଲା ସିନ୍ଧୁଙ୍କ ବିବାହ ନିମନ୍ତ୍ରଣ ପତ୍ର, ଦେଖନ୍ତୁ କାର୍ଡର ଫାଷ୍ଟ ଲୁକ୍

ନୂଆଦିଲ୍ଲୀ:ଲୋକପ୍ରିୟ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ସିନ୍ଧୁ ଡିସେମ୍ବର ୨୨ରେ ରାଜସ୍ଥାନର ଉଦୟପୁରରେ ହାଇଦ୍ରାବାଦର ଆଇଟି ପ୍ରଫେସନାଲ୍ ଭେଙ୍କଟ ଦତ୍ତା ସାଇଙ୍କ ସହ ବିବାହ କରିବେ । ତେବେ ସିନ୍ଧୁ ନିଜ ବାହାଘରକୁ ନିମନ୍ତ୍ରଣ କରିବାକୁ…