Latest Odisha News

BREAKING NEWS

Yearly Archives

2024

ମାଡ଼ି ଆସୁଛି ଜାଡ, ଶୀତରେ ଥରିବ ରାଜଧାନୀ

ନୂଆଦିଲ୍ଲୀ: ଏବେ ରାଜଧାନୀ ଦିଲ୍ଲୀର ସ୍ଥିତି ଆଶାତୀତ ଭାବେ ଭଲ ରହିଛି। ଧିରେ ଧିରେ ପ୍ରଦୂଷଣର ମାତ୍ର କମିଥିବା ବେଳେ ଏବେ ତାପମାତ୍ରା କମିବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ଆଇଏମଡି। ତାପମାତ୍ରା ପାରଦ ୩ ରୁ ୪ ଡିଗ୍ରୀକୁ ଖସିବା ସହ ପ୍ରବଳ ଶୀତ ଅନୁଭୂତ ହେବ। ଆସନ୍ତା ୧୦…

୫ ନକଲି ମାଓବାଦୀ ଗିରଫ, ବନ୍ଧୁକ ଜବତ

ଚିତ୍ରକୋଣ୍ଡା: ନକ୍ସଲ ନାଁ ରେ ଧମକ ଦେଇ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରୁ ୩ ଜଣ ଓ ମାଲକାନଗିରି ପଦ୍ମଗିରି ଅଞ୍ଚଳର ୨ ଯୁବକ ଗିରଫ ହୋଇଛନ୍ତି। ଗିରଫ ଯୁବକମାନେ ହେଲେ ମନ ପାଙ୍ଗୀ, ଏମ ନାରାୟଣ, ଜଗୁ ହ୍ୱନ୍ତାଳ, ବିନୋଦ ଜେନା ଓ ଉମାକାନ୍ତ ମାଧଭି।…

ବିଟରୁଟ୍ ଫେସ୍ ପ୍ୟାକ୍: ଚେହେରାରେ ଆସିବ ଗୋଲାପୀ ଚମକ

ଭୁବନେଶ୍ବର: ମହିଳାମାନେ ସୁନ୍ଦର ଏବଂ ଉଜ୍ଜ୍ଵଳ ତ୍ବଚା ପାଇଁ ବିୟୁଟିପାର୍ଲର ଯାଆନ୍ତି, କିନ୍ତୁ ଏହା ଲାଭ ଅପେକ୍ଷା ଅଧିକ କ୍ଷତି କରିଥାଏ । କାରଣ ଏଥିରେ ଅନେକ ଉତ୍ପାଦ ଅଛି ଯାହା ରାସାୟନିକ ପଦାର୍ଥରୁ ତିଆରି, ଯାହା କିଛି ସମୟ ପାଇଁ ଚେହେରାରେ ଚମକ ଆଣିଥାଏ ସତ କିନ୍ତୁ ପରେ ଏହାର ଫଳାଫଳ…

ଆସିଲା ୱାସିଂ ମେସିନ୍: ମଣିଷକୁ ଧୋଇ ଶୁଖେଇବ ୧୫ ମିନିଟରେ

ନୂଆଦିଲ୍ଲୀ: ଏଣିକି ଗାଧୋଇବାକୁ ଲୋକଙ୍କୁ ଆଉ ପରିଶ୍ରମ କରିବାକୁ ପଡ଼ିବ ନାହିଁ। ପାଣି ମାର, ସାବୁନ ଦ୍ବାରା ଶରୀରକୁ ସଫା କର ଇତ୍ୟାଦି ଇତ୍ୟାଦି ପ୍ରୋସେସରୁ ଏବେ ମୁକ୍ତି ମିଳିବ। ସିଧା ମେସିନ୍ ଭିତରକୁ ପଶିବ ଆଉ ବାହାରିବ, ଗାଧୁଆ ଶେଷ। ଏମିତି କିଛି ନୂଆ ମେସିନର ଆବିଷ୍କାର କରିଛନ୍ତି…

ଜାତୀୟ ଜୁନିୟର ଆଥଲେଟିକ୍ସ: ଓଡିଶାର ଦଣ୍ଡପତି ଜୟରାମଙ୍କୁ ସ୍ୱର୍ଣ୍ଣ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡିଶାର ଦଣ୍ଡପତି ଜୟରାମ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ୨୦ ବର୍ଷରୁ କମ ୧୦୦ ମିଟରରେ ସେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୧୦.୫ ସେକେଣ୍ଡ ସମୟ…

ଗଣଦୁଷ୍କର୍ମ ପରେ ବୃଦ୍ଧାଙ୍କୁ ହତ୍ୟା, ୨ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ମାଲକାନଗିରି: ମରିଯାଇଛି ମାନବିକତା। ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ହତ୍ୟା ପରେ ସମସ୍ତ ପ୍ରମାଣକୁ ନିଆଁ ଲଗାଇ ପୋଡି ଦେଇଥିଲେ ଦୁଷ୍କର୍ମକାରୀ। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପାଉଁଶ ଭିତରୁ ପ୍ରମାଣ ବାହାର କରି ହତ୍ୟାକାରୀକୁ କାବୁ କରିଛି…

ବରୁଣ ଧୱନଙ୍କ ‘ବେବି ଜନ୍’ ଟ୍ରେଲର ରିଲିଜ ସସପେନ୍ସରୁ ଉଠିଲା ପରଦା…

ମୁମ୍ବାଇ: ୨୦୨୪ ଶେଷ ହେବାକୁ ଯାଉଛି ଏବଂ ଡିସେମ୍ବର ମାସରେ ଗୋଟିଏ ପରେ ଗୋଟିଏ ଫିଲ୍ମ ଦର୍ଶକଙ୍କୁ ମନୋରଞ୍ଜନ କରୁଛି । ଅଲୁ ଅର୍ଜୁନଙ୍କ 'ପୁଷ୍ପା-୨' ବକ୍ସ ଅଫିସରେ ହଇଚଇ ସୃଷ୍ଟି କରୁଛି । ଏହି ସମୟରେ, ବରୁଣ ଧୱନଙ୍କ 'ବେବି ଜନ୍' ମଧ୍ୟ ଡିସେମ୍ବର ୨୫ ରେ ପ୍ରେକ୍ଷାଳୟକୁ ଆସିବାକୁ ପ୍ରସ୍ତୁତ…

ସେଫ୍ ଜୋନ୍ ଯୋଜନାର ପ୍ରଭାବ; ସାବରୀମାଳା ରାସ୍ତାରେ କମିଛି ଦୁର୍ଘଟଣା

ଥିରୁଅନନ୍ତପୁରମ୍: କେରଳର ସାବରିମାଳା ପ୍ରଭୁ ଅୟପ୍ପା ମନ୍ଦିରରେ ଚାଲିଥିବା ମଣ୍ଡଳ-ମକରବିଲକ୍କୁ ତୀର୍ଥଯାତ୍ରା ଋତୁରେ ଚଳିତ ବର୍ଷ ସଡ଼କ ଦୁର୍ଘଟଣାରେ ଯଥେଷ୍ଟ ହ୍ରାସ ଘଟିଛି । ଏହା ହେଉଛି କେରଳ ମୋଟର ଯାନ ବିଭାଗ (ଏମଭିଡି) ର ‘ନିରାପଦ ଜୋନ୍ ପ୍ରୋଜେକ୍ଟ’ର ସଫଳତାର ପରିଣାମ ।…

ଚଳିତ ବର୍ଷର ସବୁ ଫିଲ୍ମକୁ ପଛରେ ପକାଇଲା ‘ପୁଷ୍ପା ୨’

ମୁମ୍ବାଇ: ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି ପୁଷ୍ପା ୨। ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା-୨’ର କ୍ରେଜ ଏବେ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ବକ୍ସ ଅଫିସର ତୃତୀୟ ଦିନରେ ହିଁ ‘ପୁଷ୍ପା’ର ଲାଇଫଟାଇମ ବିଜନେସକୁ ପଛରେ ପକାଇଛି। ବର୍ତ୍ତମାନ ‘ପୁଷ୍ପା୨:ଦ ରୁଲ ସାରା…

ରାଷ୍ଟ୍ରପତି ଭବନ ଉପରେ ବିଦ୍ରୋହୀଙ୍କ କବଜା; ଯାହା ପାଇଲେ ଟେକିନେଲେ

ନୂଆଦିଲ୍ଲୀ: ଦୀର୍ଘ ଦିନର ଗୃହ ଯୁଦ୍ଧ ପରେ ସିରିଆରେ ଶାସନ ବଦଳିଛି। ଜାତୀୟ ପତାକା ମଧ୍ଯ ବଦଳିଛି। ଏଥିସହିତ ରାଜଧାନୀ ଦାମସକର ଭାବମୂର୍ତ୍ତି ମଧ୍ୟ ବଦଳିଛି। ବିଦ୍ରୋହୀମାନଙ୍କ ଦ୍ୱାରା ସମଗ୍ର ଦାମସକ କମ୍ପିତ ହୋଇଛି। ବିଦ୍ରୋହୀମାନେ ଅସଦ ପରିବାରର ୫୪ ବର୍ଷର ଶାସନକୁ ଶେଷ କରିଥିବାରୁ ସିରିଆର…