Latest Odisha News

BREAKING NEWS

Yearly Archives

2024

ଟେଣ୍ଡର ଫିକ୍ସିଂ ମାମଲାରେ ୩ ଜଣକୁ ଗିରଫ କଲା ସିବିଆଇ

ଭୁବନେଶ୍ୱର: ଟେଣ୍ଡର ଫିକ୍ସିଂ ମାମଲାରେ ରାଜଧାନୀରୁ ଦାମୀ ମୂଲ୍ଯବାନ ଗାଡ଼ି ଜବତ ହେବାର ଗୋଟିଏ ଦିନ ପରେ ୩ ଜଣ ଗିରଫ ହୋଇଛନ୍ତି। ୩ ଜଣକ ମଧ୍ୟରେ ବ୍ରିଜ ଆଣ୍ଡ୍ ରୁଫ୍ କମ୍ପାନୀର ଓଡ଼ିଶା, ପଶ୍ଚିମବଂଗ ମୁଖ୍ୟ ଚଞ୍ଚଲ ମୁଖାର୍ଜୀ ଗିରଫ। ବରିଷ୍ଠ ଅଧିକାରୀ ପ୍ରଦୀପ ମହନ୍ତ ଓ କଣ୍ଟ୍ରାକ୍ଟର…

‘ଦାର୍ଜିଲିଂ’: କିପରି ଯିବେ, ଖର୍ଚ୍ଚ ସହିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଜିନିଷ ଜାଣନ୍ତୁ

ନୂଆଦିଲ୍ଲୀ: ଦାର୍ଜିଲିଂ ଏକ ବହୁତ ସୁନ୍ଦର ସ୍ଥାନ । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଚା ବଗିଚା ପାଇଁ ଜଣାଶୁଣା | ଏହା ବ୍ୟତୀତ ଏହି ସହରର ନିଜସ୍ୱ ସ୍ୱତନ୍ତ୍ର ସ୍ଥାପତ୍ୟ ଏବଂ ସାଂସ୍କୃତିକ ଐତିହ୍ୟ ରହିଛି |ଏଠାରେ ଆପଣ ବର୍ଷା, ଖରା , ଶୀତ ଏବଂ ସୁନ୍ଦର ପର୍ବତର ମଳୟ ପବନର ଉପଭୋଗ କରି…

ଚାଷୀଙ୍କ ଖାତାକୁ ଗଲା ୮୦୦ ଟଙ୍କା ଇନପୁଟ୍ ସହାୟତା

ବରଗଡ଼: ଚାଷୀଙ୍କ ଖାତାକୁ ଗଲା ଇନପୁଟ୍ ସହାୟତା । ୮୦୦ ଟଙ୍କାର ଇନ୍‌ପୁଟ ସହାୟତା ଦେଲେ ରାଜ୍ୟ ସରକାର । ବରଗଡ ସୋହେଲାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦ୍ର ସରକାରଙ୍କ ୨୩୦୦ ଏମଏସପି ସହ ୮୦୦ଟଙ୍କାର ଇନପୁଟ୍‌ ସହାୟତା…

ଓଏଏସ ଅଫିସରଙ୍କୁ ସରକାରଙ୍କ ବଡ଼ା ଚେତାବନୀ

ଭୁବନେଶ୍ୱର: ଓଏଏସ ଅଧିକାରୀଙ୍କୁ ପାଇଁ ଶକ୍ତ ହେଲେ ରାଜ୍ୟ ସରକାର । ଯେଉଁ ଓଏଏସ ଅଧିକାରୀଙ୍କୁ ବଦଳି କରାଯାଉଛି ସେମାନେ ନୂଆ ସ୍ଥାନରେ ଯୋଗ ଦେଉ ନ ଥିବାରୁ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଆସନ୍ତା ୧୦ ତାରିଖ ମଧ୍ୟରେ ଯଦି ବଦଳିହୋଇଥିବା ତଥା ନୂଆ ଦାୟିତ୍ବ ମିଳିଥିବା…

ଥାନା ପରିସରରେ ପୋଲିସ-ପବ୍ଲିକ ଧସ୍ତାଧସ୍ତି

ବଲାଙ୍ଗିର: ବଲାଙ୍ଗିର ତୁଷୁରା ଥାନାରେ ପୋଲିସ-ପବ୍ଲିକ ଧସ୍ତାଧସ୍ତି । ପୋଲିସକୁ କିଛି ଲୋକ ଆକ୍ରମଣ କରିଥିବା ନେଇ ସୂଚନା ମିଳିଛି । ସେପଟେ ପୋଲିସ ବି ଲୋକମାନଙ୍କୁ ଗୋଡ଼ାଇ ଗୋଡାଇ ପିଟିଥିବା ଜଣାପଡିଛି । ପୂର୍ବରୁ ଗୋଦାମପଡ଼ା-ପତିତପାବନପଡ଼ା ମଧ୍ୟରେ ସଂଘର୍ଷ ହୋଇଥିଲା । କାର୍ଯ୍ୟାନୁଷ୍ଠାନ…

୧୬ରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ, ପ୍ରଥମେ ବାହାର ପରେ ଭିତର କାମ ହେବ

ପୁରୀ: ଆସନ୍ତା ୧୬ରୁ ରତ୍ନଭଣ୍ଡାର ମରାମତି ପାଇଁ ଦିନ ଧାର୍ଯ୍ୟ । ଦିନ ଧାର୍ଯ୍ୟ ନେଇ ଏଏସଆଇ ଅଧୀକ୍ଷକଙ୍କ ପକ୍ଷରୁ ସୂଚନା । ଏନେଇ ନୀତି ସବ୍‌ କମିଟି ବୈଠକରେ ଅଧିକ ନିଷ୍ପତ୍ତି ନିଆଯିବ । ୧୬ରୁ କାମ ଆରମ୍ଭ କରିବା ନେଇ ଦିନ ଧାର୍ଯ୍ୟ କରାଯାଇଛି । ମରାମତି ପାଇଁ ଦୈନିକ ୫ରୁ ୬ ଘଣ୍ଟା ସମୟ…

ମାଲକାନଗିରିରେ ଦୁର୍ଘଟଣାରେ ମୃତ୍ୟୁ ଘଟଣା; ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା

ଭୁବନେଶ୍ୱର: ମାଲକାନଗିରିରେ ଏକ ସରକାରୀ ବସ୍ ଏବଂ ବାଇକ ଧକ୍କାରେ ୩ ଜଣ ପ୍ରାଣ ହରାଇବା ଘଟଣାରେ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପ୍ରାଣ ହରାଇଥିବା ତିନି ଜଣଙ୍କ ପରିବାରକୁ ସହାୟତା ପ୍ରଦାନ କରିବା ସହ ଗଭୀର ସମବେଦନା ଜଣାଇଛନ୍ତି…

ଚେର ଖୋଜୁଛି ସିବିଆଇ, ବ୍ରିଜ୍ ଆଣ୍ଡ ରୁଫ କମ୍ପାନୀ ଲିମିଟେଡ୍ ଉପରେ ରେଡ୍

ଭୁବନେଶ୍ଵର: ସିବିଆଇ ହାତରେ ଲାଗିଲା ଆଉ ଏକ ଧଳା ରଙ୍ଗର କାର୍ । ମେଗା ରେଡ୍‌ ବେଳେ ଜଣେ ସରକାରୀ ଅଧିକାରୀଙ୍କୁ ଧରିଲା ସିବିଆଇ । ବାଟରେ ୩ଟି ଗାଡ଼ି ବଦଳାଇ ମେ' ଫେୟାର୍ ନିକଟରେ ପହଞ୍ଚିଥିଲେ ସରକାରୀ ଅଧିକାରୀ । ସେଠାରେ ଡିଲ୍‌ ଚାଲିଥିବା ବେଳେ ସରକାରୀ ଅଧିକାରୀଙ୍କୁ ଧରିଲା ସିବିଆଇ ଟିମ୍…

ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ଦୌଡରୁ ବାଦ ପଡିଲା ନ୍ୟୁଜିଲାଣ୍ଡ

ୱେଲିଂଟନ: ଦ୍ୱିତୀୟ ଟେଷ୍ଟରେ ନ୍ୟୁଜିଲାଣ୍ଡକୁ ୩୨୩ ରନରେ ପରାସ୍ତ କରି ଇଂଲଣ୍ଡ ୨-୦ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତିନେଇଛି । ବିଜୟ ପାଇଁ ନ୍ୟୁଜିଲାଣ୍ଡକୁ ୫୮୩ ରନର ଟାର୍ଗଟ ମିଳିଥିଲା । ୨୫୯ ରନରେ କିୱି ଟିମ ଅଲଆଉଟ ହୋଇ ଯାଇଥିଲା । ଡିସେମ୍ବର ୧୪ରୁ ହାମିଲଟନରେ ତୃତୀୟ ତଥା ଅନ୍ତିମ ଟେଷ୍ଟ…

ଫୋନ୍ ଟାପିଂ ସମ୍ପର୍କରେ କ’ଣ ରହିଛି ସରକାରଙ୍କର ନୂଆ ନିୟମ?

ନୂଆଦିଲ୍ଲୀ: ଫୋନ୍ ଇଣ୍ଟରସେସ୍ପନ ପାଇଁ ସରକାର ନୂତନ ନିୟମ ଜାରି କରିଛନ୍ତି । ନୂତନ ନିୟମ ଅନୁଯାୟୀ, ଦେଶର ସମସ୍ତ ରାଜ୍ୟ ସ୍ତରରେ ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ (ଆଇଜି) ଏବଂ ଉଚ୍ଚ ପଦବୀର ଅଧିକାରୀମାନେ ଜରୁରୀକାଳୀନ ପରିସ୍ଥିତିରେ ଫୋନ୍ ଟାପିଂ ସମ୍ପର୍କରେ ନିର୍ଦ୍ଦେଶ ଜାରି କରିପାରିବେ ।…