Latest Odisha News
Yearly Archives

2024

କଟକ ରେଳ ଷ୍ଟେସନର ୨ୟ ପ୍ରବେଶ ଦ୍ୱାର ଉଦଘାଟିତ କଲେ ଅଶ୍ୱିନୀ ବୈଷ୍ଣବ 

କଟକ: ରେଳବାଇ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି କଟକ ରେଳ ଷ୍ଟେସନର ୨ୟ ପ୍ରବେଶ ଦ୍ୱାରକୁ ଉଦଘାଟିତ କରିଛନ୍ତି। ଏଥିସହିତ ଅମୃତ ଷ୍ଟେସନ୍ ଯୋଜନା ଅନ୍ତର୍ଗତ ଷ୍ଟେସନର ପୁନର୍ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ…

ହିମାଚଳରେ ଆତ୍ମରକ୍ଷା ପ୍ରଶିକ୍ଷଣ ନେଲେ ସୋଆ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ

ଭୁବନେଶ୍ୱର: ସୋଆ ଡିମ୍ଡ ବିଶ୍ୱବିଦ୍ୟାଳୟର ୨ ଜଣ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ଓ ଜଣେ ଏନ୍ଏସ୍ଏସ୍ ପ୍ରୋଗ୍ରାମ୍ ଅଫିସର ନେଇଛନ୍ତି ଆତ୍ମରକ୍ଷା ପ୍ରଶିକ୍ଷଣ।  ହିମାଚଳ ପ୍ରଦେଶରେ ଆୟୋଜିତ ଏକ ୧୦ ଦିନିଆ ପ୍ରଶିକ୍ଷଣ ଶିବିରରେ ସେମାନେ ତାଲିମ ନେଇଛନ୍ତି।  ରକ୍ କ୍ଲାଇମ୍ବିଂ ସହିତ ପ୍ରତିକୂଳ…

ସୋଆ କ୍ରିଏଟିଭୋ ପକ୍ଷରୁ ‘ମାର୍ଗଶିରର ମହକ’: ଓଡ଼ିଆ ସଂସ୍କୃତି, ପରମ୍ପରାକୁ ମନେପକାଇଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ୍‌ ସାଇନ୍‌ସେସ୍‌ (ଆଇଏଏସ୍‌)ର ସାମାଜିକ ଓ ସାଂସ୍କୃତିକ ଶାଖା ‘କ୍ରିଏଟିଭୋ’ ପକ୍ଷରୁ 'ମାର୍ଗଶିରର ମହକ'ର ଦ୍ୱିତୀୟ ଭାଗ ଆରମ୍ଭ ହୋଇଛି। ଏକ ସପ୍ତାହ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ…

ମହିଳା ପ୍ରିମିୟର ଲିଗ: ୧୨୦ ଖେଳାଳିଙ୍କ ଉପରେ ଲାଗିବ ବାଜି

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ମାଧ୍ୟମରେ ଭାରତ ସାରା ବିଶ୍ୱରେ ଟି୨୦ କ୍ରିକେଟକୁ ଲୋକପ୍ରିୟ କରାଇବାରେ ମୂଖ୍ୟ ଭୂମିକା ଗ୍ରହଣ କରିଛି । ପରେ ଏବେ ଓମେନ୍ସ ପ୍ରିମିୟର ଲିଗର ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ଶନିବାର ଏଥିପାଇଁ ଖେଳାଳିଙ୍କ ଶର୍ଟଲିଷ୍ଟ କରାଯାଇଛି । ଡିସେମ୍ବର ୧୫ରେ…

୩ ବର୍ଷରେ ଜଗନ୍ନାଥ ମନ୍ଦିରକୁ ମିଳିଛି ୧୧୩ କୋଟି

ଭୁବନେଶ୍ବର: ବିଧାନସଭା ଶୀତକାଳନୀ ଅଧିବେଶନରେ ଶନିବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହୁଣ୍ଡିରୁ ଆୟ ସମ୍ପର୍କରେ ମିଳିଛି ସୂଚନା। ବିଧାୟକ ସନାତନ ମହାକୁଡଙ୍କ ପ୍ରଶ୍ନରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଲିଖିତ ଉତ୍ତର ରଖିଛନ୍ତି। ଗତ ୩ ବର୍ଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦାନ ଭାବରେ…

ଜାନୁଆରୀ ୮ରେ ପ୍ରବାସୀ ଭାରତୀୟ ଦିବସ: ସୁରକ୍ଷା ବ୍ୟବସ୍ଥାକୁ ନେଇ ଡିଜିପିଙ୍କ ସମୀକ୍ଷା

ଭୁବନେଶ୍ଵର : ଜାନୁଆରୀ ୮ଆରମ୍ଭ ହେବ ପ୍ରବାସୀ ଭାରତୀୟ ଦିବସ। ଅତିଥିଙ୍କ ରହଣି ଠାରୁ ଆରମ୍ଭ କରି ଆବଶ୍ୟକୀୟ ସୁରକ୍ଷା ପାଇଁ ସଜାଗ ରହିଛି ରାଜ୍ୟ ପୋଲିସ ବିଭାଗ। ଆସନ୍ତା ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ। ଏହି ଦିବସକୁ…

ମାଣ୍ଡିଆ ସୁପ୍ : ଦେହକୁ ହିତ, ପାଟିକୁ ସୁଆଦ

ଭୁବନେଶ୍ବର: ପୋଷକ ତତ୍ତ୍ବରେ ଭରପୁର ମାଣ୍ଡିଆ । ମାଣ୍ଡିଆରେ ଅଧିକ ଫାଇବର,ମିନରାଲ, ଆଣ୍ଟିଅକ୍ସିଡାଣ୍ଟ ଓ ଏକାଧିକ ଭିଟାମିନ୍, କ୍ୟାଲସିୟମ ସହ ଏହା ଔଷଧୀୟଗୁଣ ରହିଛି । ତେବେ ଆପଣ ଶୀତଦିନରେ ଏହି ମାଣ୍ଡିଆକୁ ନେଇ ଏପରି ଏକ ସୁପ୍ ପ୍ରସ୍ତୁତ କରିପାରିବେ ,ଯାହାକୁ ପିଇବା ପରେ ଶୀତକୁ ଭୁଲିଯିବେ…

ସବୁଠାରୁ ବୟସ୍କ ପକ୍ଷୀ ହେବ ମାଆ

ନୂଆଦିଲ୍ଲୀ: ବିଶ୍ୱରେ ଏ ଭଳି କିଛି ଘଟଣା ଘଟିଯାଏ ଯାହାକୁ ସହଜରେ ବିଶ୍ୱାସ କରି ହୁଏ ନାହିଁ । ଆମେରିକା ବନ୍ୟଜୀବ ଅଧିକାରୀଙ୍କ କହିବା ଅନୁସାରେ ବିଶ୍ୱର ସବୁଠାରୁ ବୟସ୍କ ପକ୍ଷୀ ମାଆ ହେବାକୁ ଯାଉଛନ୍ତି । ୭୪ ବର୍ଷ ବୟସରେ ୱିଜଡମ ଲେସନ ଆଲବାଟ୍ରସ ପ୍ରଜାତିର ଏହି ପକ୍ଷୀ ୬୦ତମ ଅଣ୍ଡା ଦେଇଛି ।…

ବଲାଙ୍ଗିରରେ ମଧ୍ୟାହ୍ନ ଭୋଜନ ଖାଇ ୩୦ ଛାତ୍ରଛାତ୍ରୀ ଅସୁସ୍ଥ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ମୁରିବାହାଲ ଅଞ୍ଚଳରେ ଶନିବାର ଦିନ ମଧ୍ୟାହ୍ନ ଭୋଜନ ଖାଇ ଏକ ସରକାରୀ ବିଦ୍ୟାଳୟର ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ଜିଲ୍ଲାର ମୁରିବାହାଲ ବ୍ଲକ ଅନ୍ତର୍ଗତ ଡେଙ୍ଗାପଦର ସରକାରୀ ପ୍ରୋଜେକ୍ଟ ୟୁପି ସ୍କୁଲର ୩୦ରୁ…

ରାଜ୍ୟରେ ବଢୁଛି ଅବକାରୀ ରାଜସ୍ଵ, ବରଗଡ଼ ଜିଲାରୁ ହୋଇଛି ସର୍ବାଧିକ ଆଦାୟ: ଅବକାରୀ ମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟରେ ବଢୁଛି ଅବକାରୀ ରାଜସ୍ବ। ସର୍ବାଧିକ ରାଜସ୍ବ ବରଗଡ଼ ଜିଲାରୁ ଆଦାୟ ହେଉଥିବା ବେଳେ ଦ୍ଵିତୀୟ ସ୍ଥାନରେ ରହିଛି ଗଞ୍ଜାମ। ଏନେଇ ଶନିବାର ବିଧାନସଭାରେ ଏକ ପ୍ରଶ୍ନରେ ଉତ୍ତର ଦେଇଛନ୍ତି  ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ବିଧାୟିକା ସୋଫିଆ ଫିର୍ଦୋସଙ୍କ ପ୍ରଶ୍ନରେ…