ଅନଲାଇନ ପ୍ରେମରୁ ବିବାହ ମଣ୍ଡପ, ୧୫୦ ବରଯାତ୍ରୀଙ୍କୁ ଧରି ହଟହଟା ଏନଆରଆଇ ବର
ଚଣ୍ଡିଗଡ: ବେଳେ ଫେସବୁକ୍, ଇନଷ୍ଟାଗ୍ରାମ, ହ୍ବାଟ୍ସ୍ ଆପରେ ଅଜଣା ଝିଅଙ୍କ ସହିତ ବନ୍ଧୁତା ହୁଏ। ତା’ପରେ ଯଦି ବନ୍ଧୁତା ପ୍ରେମରେ ପରିଣତ ହୁଏ ଏବଂ ବିବାହ ସ୍ଥିର ହୋଇଯାଏ ତେବେ ତୁମର ଜୀବନରେ ପ୍ରେମ ସଫଳ ହେଲା ବୋଲି ଭ୍ରମରେ ରୁହନାହିଁ। କାରଣ ଧୋକା ମଧ୍ଯ ମିଳିପାରେ।
ପଞ୍ଜାବର ଜଲନ୍ଧର…