କମୁଛି ବେକାରୀ ହାର, ରୋଜଗାରକ୍ଷମ ହେଉଛନ୍ତି ମହିଳା
ନୂଆଦିଲ୍ଲୀ: ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ବାର୍ଷିକ ଶ୍ରମ ଶକ୍ତି ସର୍ବେକ୍ଷଣ (PLFS) ରିପୋର୍ଟରେ ଗତ ସାତ ବର୍ଷ ମଧ୍ୟରେ ଆନୁମାନିକ ଶ୍ରମିକ ଜନସଂଖ୍ୟା ଅନୁପାତ (WPR)ରେ ବୃଦ୍ଧି ଘଟିଛି। ଏହି ରିପୋର୍ଟ ଅନୁଯାୟୀ, 2017-18 ବର୍ଷ ତୁଳନାରେ 2023-24ରେ ଆନୁମାନିକ…