Latest Odisha News

BREAKING NEWS

Yearly Archives

2024

ଓଡ଼ିଶାରେ ଖୋଲିବ ୮ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ହେବ ଉନ୍ନତି। ରାଜ୍ୟରେ ସ୍ଥାପନ ହେବ ୮ କେନ୍ଦ୍ରୀୟ ବିଦ୍ୟାଳୟ। ଏନେଇ ବଡ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ…

ପୂର୍ବ ସରକାରଙ୍କ ସମୟରେ ୨୫ରୁ ୩୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା ଏଏସଓ ଚାକିରି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ ୨୦୨୪କୁ ବିଚାରକୁ ନେବା ଉଦ୍ଦେଶ୍ୟରେ ଗୃହରେ ଆଗତ କରି ପୂର୍ବ ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟର ଭବିଷ୍ୟତଙ୍କ ସହ ପୂର୍ବ ସରକାର ଛଳନା ଓ ପ୍ରତାରଣା କରୁଥିଲେ। ପୂର୍ବ ସରକାରର ଲିଗାସିକୁ ଭାଙ୍ଗିବାକୁ ପଡ଼ିବ।…

ବଡଗଡ଼ରେ ଯୁବକଙ୍କ ଗଳା କାଟି ନିର୍ମମ ହତ୍ୟା ମାମଲାର ଆସିଲା ରାୟ

ଗଞ୍ଜାମ: ଧରାକୋଟ ବଡଗଡ଼ ଥାନା ଅନ୍ତର୍ଗତ ଓଳମ୍ବା ଗ୍ରାମରେ ଅତି ନିର୍ମମ ଭାବେ ଯୁବକଙ୍କ ଗଳା କାଟି ହତ୍ୟା ମାମଲାର ଆଜି ରାୟ ପ୍ରକାଶ ପାଇଛି । ଏହି ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ଅଙ୍ଗଦ ରାଉତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଆସିକା ଅତିରିକ୍ତ ଜିଲ୍ଲା ଓ ଦୌରା…

‘ଜୟନ୍ତୀ ରୋହି’ ଚାଷ କରି ପାଆନ୍ତୁ ଲାଭ

ଭୁବନେଶ୍ବର: ମାଛ ଚାଷ ସଠିକ୍ ଭାବରେ ପରିଚାଳନା କଲେ ଭଲ ଲାଭ ମିଳିଥାଏ । ସେଥିମଧ୍ୟରୁ ‘ଜୟନ୍ତୀ ରୋହି’କିସମର ମାଛକୁ ଚାଷ କଲେ କମ୍ ଦିନରେ ଅଧିକ ଉତ୍ପାଦନ ମିଳିଥାଏ । ଯାହା ଲାଭଦାୟକ । 'ଜୟନ୍ତୀ ରୋହି' ହେଉଛି ଅଧିକ ବଢିପାରୁଥିବା ଅନୁବାଂଶିକ ବିକଶିତ ରୋହି ମାଛ । ଏହା ସାଧାରଣ ରୋହି…

ସତ୍ତାକୁ ଫେରିଲେ କ’ଣ କରିବେ କେଜ୍ରିଓ୍ବାଲ? ଦେଲେ ଏପରି ଉତ୍ତର…

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ ବିଜୟ ଦାବି କରି କହିଛନ୍ତି ଯେ ଆମର କାର୍ଯ୍ୟ ଆଧାରରେ ଆମେ ଲୋକଙ୍କ ପାଖକୁ ଯାଉଛୁ । ଏକ ଜାତୀୟ ଗଣମାଧ୍ୟମ ସହ କଥାହେବା ସମୟରେ ଏହା କହିଥିଲେ । ଯେତେବେଳେ ତାଙ୍କୁ…

ବିଶ୍ବର ଶ୍ରେଷ୍ଠ ୧୦୦ ଆକର୍ଷଣୀୟ ସହର ତାଲିକାରେ ଭାରତର କେବଳ ଏହି ସହର ଶାମିଲ..

ନୂଆଦିଲ୍ଲୀ: ବିଶ୍ବର ଶ୍ରେଷ୍ଠ ୧୦୦ଆକର୍ଷଣୀୟ ସହର ତାଲିକାରେ ଭାରତର କେବଳ ଗୋଟିଏ ସହର ସ୍ଥାନ ପାଇଛି । ଲଗାତାର ଚତୁର୍ଥ ବର୍ଷ ପାଇଁ ପ୍ୟାରିସ ଦୁନିଆର ସବୁଠାରୁ ଆକର୍ଷଣୀୟ ସହର ଭାବରେ ଏହି ଆଖ୍ୟା ବଜାୟ ରଖିଛି | ଏକ ଡାଟା ଆନାଲିଟିକ୍ସ କମ୍ପାନୀ ୟୁରୋମୋନିଟର ଇଣ୍ଟରନ୍ୟାସନାଲ୍ରର ସଦ୍ୟତମ…

ନବୀନ ସରକାରରେ ୧୩ ଶିଳ୍ପ କମ୍ପାନୀ ଏମଓୟୁ ସ୍ୱାକ୍ଷର କରି ଓହରି ଯାଇଛନ୍ତି: ଶିଳ୍ପମନ୍ତ୍ରୀ

ଭୁବନେଶ୍ବର: ପୂର୍ବ ସରକାରରେ ଓଡ଼ିଶାରେ ପ୍ରକଳ୍ପ ନକରି ଓହରି ଯାଇଛନ୍ତି ୧୩ଟି ପ୍ରମୁଖ ଶିଳ୍ପ କମ୍ପାନୀ । ଏହି କମ୍ପାନୀଗୁଡ଼ିକ ପ୍ରକଳ୍ପ ସ୍ଥାପନ ପାଇଁ ଏମଓୟୁ ସ୍ୱାକ୍ଷର କରିଥିଲେ ମଧ୍ୟ ବିଭିନ୍ନ କାରଣରୁ ଓହରି ଯାଇଥିଲେ । ଆଜି ବିଧାନସଭାରେ ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଏକ ପ୍ରଶ୍ନର…

ବିଜୁ ଶ୍ରମିକ ସାମ୍ମୁଖ୍ୟର ସଭାପତି ହେଲେ ପ୍ରଫୁଲ୍ଲ ସାମଲ

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ପ୍ରଫୁଲ ସାମଲଙ୍କୁ ନୂଆ ଦାୟିତ୍ୱ। ଶ୍ରୀ ସମଲଙ୍କୁ ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନାଯୋଗ୍ୟ, ପ୍ରଫୁଲ୍ଲ ସାମଲ ୬ ଥର ବିଧାନସଭାକୁ ନିର୍ବାଚିତ…

ବଜାରର ମହଙ୍ଗା ସିରମକୁ କରନ୍ତୁ ବାଏ! ନିଜେ ଘରେ ବନାନ୍ତୁ ହେୟାର ସିରମ୍

ଭୁବନେଶ୍ବର: ନିଜ କେଶର ଯତ୍ନ ନେବା ନିହାତି ଦରକାର । ଆଜିକାଲି କେଶ ଝଡିବା, କେଶର ଚମକ କମିଯିବା ଆଉ ମଧ୍ୟ ଅସମୟରେ କେଶ ଧଳା ହେବା ସମସ୍ୟା ଦେଖିବାକୁ ମିଳୁଛି । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କେଶରେ ହେୟାର ସିରମ୍ ଲଗାଇବା ଜରୁରୀ । କିନ୍ତୁ ବଜାରରେ ଏତେ ମହଙ୍ଗା ସିରମ୍ ବ୍ୟବହାର…

ବାଇକରେ ବସିକି ଯାଉଛି ଓଟ, ସାମ୍ନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ: ଆପଣ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହେଉଥିବା ଦେଖୁଥିବେ । ଏହି ଭିଡିଓ ଗୁଡିକରେ, ବିଭିନ୍ନ ପ୍ରକାରର ଲୋକ ବିଭିନ୍ନ କାର୍ଯ୍ୟକଳାପ କରୁଥିବା ଦେଖିବାକୁ ମିଳୁଛି । କିଛି ଲୋକ ଏପରି କାର୍ଯ୍ୟ କରୁଛନ୍ତି ଆପଣ ଦେଖିଲେ ଭାବପ୍ରବଣ ହୋଇଯାଉଥିବାବେଳେ, ଆଉ କିଛି…