Latest Odisha News

BREAKING NEWS

Yearly Archives

2024

ବାର୍ଡ ଫ୍ଲୁ ଭୂତାଣୁର ଆଉ ଏକ ନୂଆ ରୂପ, ଏହା କେତେ ବିପଜ୍ଜନକ?

ନୂଆଦିଲ୍ଲୀ: ବାର୍ଡ ଫ୍ଲୁ ତଥା ପକ୍ଷୀ ଦ୍ୱାରା ସୃଷ୍ଟି ହେଉଥିବା ବିପଜ୍ଜନକ ରୋଗର ଆଉ ଏକ ନୂଆ ରୂପ ଦେଖିବାକୁ ମିଳିଛି। କିନ୍ତୁ ବର୍ତ୍ତମାନ ଏହି ଭୂତାଣୁ କେବଳ ପକ୍ଷୀ ନୁହଁନ୍ତି ମଣିଷ ଏବଂ ପଶୁମାନଙ୍କୁ ମଧ୍ୟ ସଂକ୍ରମିତ କରୁଛନ୍ତି। ଏହି କାରଣରୁ, ସାରା ବିଶ୍ୱରେ ବାର୍ଡ ଫ୍ଲୁ ହେବାର ଆଶଙ୍କା…

କେବଳ ୯ଟି ଦେଶ ପାଖରେ ଅଛି ପରମାଣୁ ବୋମା, କାହିଁକି ତିଆରି କରୁନି ବାକି ଦେଶ?

ବିଶ୍ୱର ୯ଟି ଦେଶରେ ପରମାଣୁ ଅସ୍ତ୍ର ଅଛି। ଏହି ଦେଶଗୁଡ଼ିକ ହେଉଛି ଆମେରିକା, ଋଷ, ଇଂଲଣ୍ଡ, ଫ୍ରାନ୍ସ, ଚୀନ୍, ଭାରତ, ପାକିସ୍ଥାନ, ଉତ୍ତର କୋରିଆ ଏବଂ ଇସ୍ରାଏଲ୍। ଏଥିରେ ଋଷ ସର୍ବାଧିକ ପରମାଣୁ ଅସ୍ତ୍ର ତିଆରି କରିଛି। ଏହି ଦେଶରେ ୫୫୮୦ ପରମାଣୁ ଅସ୍ତ୍ରର ଭଣ୍ଡାର ଅଛି। ଏହା ପରେ ଆମେରିକା…

ପ୍ରଧାନମନ୍ତ୍ରୀଙ୍କ ମୁହଁରେ କଳାହାଣ୍ଡି ଚାଷୀ, କହିଲେ ଶିଖିବା ଉଚିତ୍

ନୂଆଦିଲ୍ଲୀ: ଆଜି ବର୍ଷର ଶେଷ ମନ କି ବାତରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମନ କି ବାତର ୧୧୭ ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦି ଆଜି କଳାହାଣ୍ଠି ଚାଷୀଙ୍କ ଉଦାହରଣ ଦେଇଛନ୍ତି । କିପରି ଆଜି କଳାହାଣ୍ଡି ଚାଷୀ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି,…

ଡାକ୍ତରୀ ଛାତ୍ରଙ୍କୁ ମାଡ଼ ଘଟଣାରେ ଏମକେସିଜି ଆସିଷ୍ଟାଣ୍ଟ୍ ପ୍ରଫେସରଙ୍କ ସମେତ ୪ ବହିଷ୍କୃତ

ବ୍ରହ୍ମପୁର: ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜର ପିଜି ଡାକ୍ତରୀ ଛାତ୍ରଙ୍କୁ ମାଡ଼ ଘଟଣାରେ ଆସିଷ୍ଟାଣ୍ଟ୍ ପ୍ରଫେସର ଏବଂ ୩ ଜଣ ବରିଷ୍ଠ ଡାକ୍ତରଙ୍କୁ ବହିଷ୍କାର କରାଯାଇଛି। ଏମକେସିଜି ମେଡିକାଲ କଲେଜ ଡିନ୍ ଓ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶ ଜାରି ହୋଇଛି। ଏହି…

ଶୀତଦିନେ ଯାତ୍ରା କରିବା ସମୟରେ ଏହି ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ, ହେବେନି ଅସୁସ୍ଥ

ଶୀତ ଋତୁ ଅତ୍ୟନ୍ତ ମନୋରମ ଅଟେ। ଅଧିକାଂଶ ଲୋକ ଏହି ଋତୁକୁ ପସନ୍ଦ କରନ୍ତି। ବିଶେଷ କରି ଯାତ୍ରା ପାଇଁ ପ୍ରାୟତଃ ଲୋକମାନେ ଏହି ଋତୁକୁ ପସନ୍ଦ କରନ୍ତି। ଏହି ଋତୁରେ କୌଣସି ସ୍ଥାନକୁ ଯାତ୍ରା କରିବାକୁ ଯୋଜନା କରନ୍ତି। ତୁଷାରପାତର ଦୃଶ୍ୟ ଦେଖିବାକୁ ଅନେକ ଲୋକ ପାହାଡିଆ ସ୍ଥାନ ପରିଦର୍ଶନ…

ଓସିଏ ସଭାପତି ପଦ ଛାଡିଲେ ବବି ଦାସ

ଭୁବନେଶ୍ବର: ଓସିଏ ସଭାପତି ପଦ ଛାଡିଲେ ବବି ଦାସ । ଓଡିଶା କ୍ରିକେଟ ଆସୋସିଏସନ୍(ଓସିଏ) ପଦବୀରୁ ଇସ୍ତଫା ଦେଇଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦେସ ଓରଫ ବବି ଦାସ । ନିଜର ବ୍ୟକ୍ତିଗତ କାରଣ ଦର୍ଶଇ ବବି ପଦ ଛାଡିଛନ୍ତି । ବବି ତାଙ୍କ ପଦରୁ ଇସ୍ତଫା ଦେବା ନେଇ ସୂଚନା ଦେଇଛନ୍ତି ଓସିଏ…

ଘରେ ବସି କିପରି ପୋଷ୍ଟଅଫିସ୍ ଆରଡି ଆକାଉଣ୍ଟରେ ଟଙ୍କା ଜମା କରିପାରିବେ ?

ଭୁବନେଶ୍ବର: ଯଦି ଆପଣଙ୍କର ଆରଡି ଆକାଉଣ୍ଟ ପୋଷ୍ଟ ଅଫିସରେ ଅଛି, ଆପଣଙ୍କୁ ଟଙ୍କା ଜମା କରିବାକୁ ପୋଷ୍ଟ ଅଫିସ୍ ଯିବାକୁ ପଡୁଥିବ । କିନ୍ତୁ ଆପଣ ଜାଣିଛନ୍ତି କି ଆପଣ ଘରେ ବସି ଆରଡି ଆକାଉଣ୍ଟରେ ଟଙ୍କା ଜମା କରିପାରିବେ । ହଁ , ଆଜ୍ଞା ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) ଆପ୍…

ତୃତୀୟ ଥର ମଧ୍ଯ ଝିଅ ଜନ୍ମ ହେବାରୁ ପତ୍ନୀଙ୍କୁ ପେଟ୍ରୋଲ ପକାଇ ଜାଳିଦେଲେ

ମୁମ୍ବାଇ: ପତ୍ନୀ ତୃତୀୟ ଥର ମଧ୍ଯ ଝିଅ ଜନ୍ମ କରିବାରୁ ପେଟ୍ରୋଲ ପକାଇ ଜାଳିଦେଲା ସ୍ବାମୀ। ମହାରାଷ୍ଟ୍ରର ପରଭଣୀରେ ଗଙ୍ଗାଖେଡ ନାକା ଅଞ୍ଚଳରେ ୨୬ ଡିସେମ୍ବର ରାତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଏହି ଦୃଶ୍ୟ ସିସିଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇଛି। ମୃତକଙ୍କ ନାମ ମୈନା କାଲେ…

ମଦ ବୋତଲ ପିଛା ବଢିବ ୧୦ ଟଙ୍କା!

ଭୁବନେଶ୍ବର: ବଢିବ ମଦ ଦର । ମଦ ଦର ବୋତଲ ବୃଦ୍ଧି ହେବା ନେଇ ସୂଚନା ଦେଇଚନ୍ତି ଅବକାରୀ ମନ୍ତ୍ରୀ । ବିୟର ବୋତଲ ଓ କେନ୍ ପିଛା ୧୦ ଟଙ୍କା ବଢିବ । ନୂଆବର୍ଷରୁ ଏହି ରେଟ ବଢିବ । ମଦରୁ କିଛି ଅଧିକା ଟଙ୍କା ପାଇବାକୁ ସରକାର ଲକ୍ଷ୍ୟ ରଖିଥିବା ବେଳେ କିଛି ଏମିତିକି ପଦକ୍ଷେପ ନେବାକୁ ଯାଉଛନ୍ତି…

ବିନା ଚାର୍ଜରରେ ଆପଣଙ୍କ ଫୋନକୁ କିପରି କରିବେ ଚାର୍ଜ, ଆପଣାନ୍ତୁ କିଛି ସ୍ମାର୍ଟ ଟିପ୍ସ

ବାରମ୍ବାର ଫୋନ୍ ଚାର୍ଜ କରିବାକୁ ଏଡ଼ାଇବା ପାଇଁ ଅନେକ କମ୍ପାନୀ ବର୍ତ୍ତମାନ ସ୍ମାର୍ଟଫୋନରେ ବଡ ବ୍ୟାଟେରୀ ଯୋଗାଇବା ଆରମ୍ଭ କରିଛନ୍ତି, ଯେଉଁଥିପାଇଁ ଲୋକମାନେ ଆଉ ଫୋନ୍ ଚାର୍ଜର ବହନ କରନ୍ତି ନାହିଁ। କିନ୍ତୁ ଅନେକ ଥର ଏହା ଘଟେ ଯେ ଦିନସାରା ଫୋନ୍ ବ୍ୟବହାର କରିବା ସମୟରେ ଫୋନର ବ୍ୟାଟେରୀ…