Latest Odisha News

BREAKING NEWS

Yearly Archives

2024

ସୁଧୁରିଛି ଦିଲ୍ଲୀ, ହେଲେ ବିଗୁଡିଛି ଓଡିଶା ସହର

ଭୁବନେଶ୍ବର: ଜାତୀୟ ରାଜଧାନୀ ଠାରୁ ବି ବଳି ଗଲାଣି ଓଡିଶାର ସହର । ତା ମଧ୍ୟରେ ଅନୁଗୁଳ ସବୁଠୁ ପ୍ରଦୂଷିତ ଜିଲ୍ଲା ଭାବରେ ମୁଣ୍ଡ ଟେକିଛି । ଯାହାର ଏକ୍ୟୁଆଇ ୩୨୨ ଛୁଇଁଛି । ଏଥିସହିତ ଦେଶର ପ୍ରମୁଖ ୨୦ ପ୍ରଦୂଷିତ ସହର ଭିତରେ ରାଜ୍ୟର ୪ ସହର ଯଥା ଭୁବନେଶ୍ବର, କଟକ, ବାଲେଶ୍ବର ଏବଂ ଅନୁଗୁଳ…

ମୋଗଲ କାଳରେ ହରମରେ ରହୁଥିବା ମହିଳାଙ୍କ ନାମ ବଦଳାଇବାର ପଛର ରହସ୍ୟ କଣ…

ନୂଆଦିଲ୍ଲୀ: ଭାରତରେ ମୋଗଲମାନେ ପ୍ରାୟ ଦେଢ଼ଶହ ବର୍ଷ ଧରି ଶାସନ କରିଥିଲେ। 1526 ମସିହାରେ ମୋଗଲ ସାମ୍ରାଜ୍ୟର ମୂଳଦୁଆ ପକାଯାଇଥିଲା l ଏବଂ 1857 ମସିହାରେ ଭାରତରେ ମୋଗଲ ସାମ୍ରାଜ୍ୟର ପତନ ଘଟିଥିଲା l ଦେଖିବାକୁ ଗଲେ ଭାରତରେ ମୋଗଲମାନଙ୍କର ଏକ ସୁବର୍ଣ୍ଣ ଇତିହାସ ରହିଛି l କିନ୍ତୁ ମୋଗଲ…

ବିଦେଶରେ ଭାରତୀୟ ରାଷ୍ଟ୍ରଦୂତଙ୍କୁ କିଏ ଦିଅନ୍ତି ଦରମା? କିପରି ସ୍ଥିର ହୁଏ ବେତନ..

ଆପଣ ନିଶ୍ଚୟ ଶୁଣିଥିବେ ଯେ ଭାରତୀୟ ରାଷ୍ଟ୍ରଦୂତମାନେ ବିଭିନ୍ନ ଦେଶରେ ରୁହନ୍ତି। ଏହା ବ୍ୟତୀତ ବିଭିନ୍ନ ଦେଶର ରାଷ୍ଟ୍ରଦୂତମାନେ ଭାରତରେ ମଧ୍ୟ ରୁହନ୍ତି। କିନ୍ତୁ ଆପଣ ଭାବିଛନ୍ତି କି ଭାରତୀୟ ରାଷ୍ଟ୍ରଦୂତମାନଙ୍କ ଦରମା କିଏ ପ୍ରଦାନ କରେ? ଏହା ବ୍ୟତୀତ ଭାରତୀୟ ରାଷ୍ଟ୍ରଦୂତମାନଙ୍କ ଦରମା…

ଧୋକା ଦେଉଛି କି ଗୁଗୁଲ୍ ମ୍ୟାପ୍? ବ୍ୟବହାର କରିପାରିବେ ଏହି ଭାରତୀୟ ନାଭିଗେସନ୍ ଆପ୍

ନୂଆଦିଲ୍ଲୀ: ନିକଟରେ ଏକ ଦୁଃଖଦ ଘଟଣା ଗୁଗୁଲ୍ ମ୍ୟାପ୍ସର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛି। ଗୁରୁଗ୍ରାମରୁ ବରେଲି ଅଭିମୁଖେ ଯାଉଥିବା ଏକ କାର ଗୁଗୁଲ ମ୍ୟାପ ଦେଇ ରାସ୍ତା ଅନୁସରଣ କରି ଏକ ଅର୍ଦ୍ଧ ନିର୍ମିତ ବ୍ରିଜ ଉପରେ ଚଢିଗଲେ। ଯେଉଁ କାରଣରୁ କାରଟି ରାମଗଙ୍ଗା ନଦୀରେ ଖସିପଡିଥିଲା…

ଯାତ୍ରାରେ ମନା ଅଶ୍ଳୀଳ ନୃତ୍ୟ!

ଭୁବନେଶ୍ବର: ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଉପରେ ଲାଗିବ ରୋକ୍ । ଅଶ୍ଳୀଳ ନୃତ୍ୟ ସମାଜ ଉପରେ କୁପ୍ରଭାବ ପକାଉଛି । ନୃତ୍ୟ ଭଳି କଳାକୁ ଅସମ୍ମାନ କରୁଛି । ଏହା ଦ୍ବାରା ଯୁବବର୍ଗ ବି ପଥଭ୍ରଷ୍ଟ ହେଉଛନ୍ତି । ତେଣୁ ଯାତ୍ରାରେ ଏଣିକି ଆଉ ଅଷ୍ଳୀଳ ନୃତ୍ୟ ଚାଲିବ ନାହିଁ । ଏନେଇ ସରକାର ଖୁବଶୀଘ୍ର…

ପିଲାଙ୍କ ମନରୁ ଅସଫଳତା ଡର କିପରି କରିବେ ଦୂର, ଆସନ୍ତୁ ଜାଣିବା..

ଭୁବନେଶ୍ବର: ଜୀବନରେ ସମସ୍ତେ ଚାହାଁନ୍ତି ସଫଳ ହେବା ପାଇଁ, କିନ୍ତୁ ଜରୁରୀ ନୁହେଁ ସମସ୍ତଙ୍କୁ ପ୍ରଥମ ପ୍ରୟାସରେ ହିଁ ସଫଳତା ମିଳିଯିବ । ଏପରି ସ୍ଥିତିରେ ଏମିତି ବହୁତ ପିଲା ଅଛନ୍ତି ସେମାନଙ୍କ ମନରେ ଅସଫଳତାର ଡର ଘର ବନେଇ ଦେଇଥାଏ । ଯାହାଦ୍ବାରା ସେମାନଙ୍କର ମାନସିକ ସ୍ବାସ୍ଥ୍ୟ ଉପରେ…

ରାଜ୍ୟସଭାରୁ ମିଳିଲା ନୋଟ୍ ବଣ୍ଡଲ, ତାହା ପୁଣି ସାଂସଦଙ୍କ ସିଟ୍ ତଳୁ

ନୂଆଦିଲ୍ଲୀ: ରାଜ୍ୟସଭାରେ ସାଂସଦଙ୍କ ସିଟ୍ ତଳୁ ମିଳିଲା ନୋଟ୍ ବଣ୍ଡଲ । ସୁରକ୍ଷା କର୍ମୀଙ୍କ ଯାଞ୍ଚ ବେଳେ ସିଟ୍ ତଳୁ ନୋଟ ବଣ୍ଡଲ ମିଳିଥିବା ନେଇ ଗୃହରେ ଅବଗତ କରାଇଲେ ରାଜ୍ୟସଭା ସଭାପତି ଜଗଦୀପ ଧନକଡ । ତେବେ ଏହି ନୋଟ୍ ବିଡାଟି କଂଗ୍ରେସ ସାଂସଦଙ୍କ ସିଟ୍ ତଳୁ ମିଳିଥିବାରୁ ଏହାକୁ ନେଇ…

ଜୈସୱାଲଙ୍କୁ ପ୍ରଥମ ବଲରେ ଆଉଟ କରି ମଧୂର ପ୍ରତିଶୋଧ ନେଲେ ଷ୍ଟାର୍କ

ଆଡିଲେଡ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଆଡିଲେଡରେ ଆରମ୍ଭ ହୋଇଛି । ଏହି ଦିବାରାତ୍ର ମୁକାବିଲାରେ ଭାରତ ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ପର୍ଥ ଟେଷ୍ଟରେ ଚମତ୍କାର ଶତକ ହାସଲ କରିଥିବା ଯଶସ୍ୱୀ ଜୈସୱାଲ ଏହି ମ୍ୟାଚରେ ଖାତା…

କୌଣସି ଖାଦ୍ୟ ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇ ପାରିବେ କି ସରାକର? ଜାଣନ୍ତୁ ଆପଣଙ୍କ ଅଧିକାର

ଆସାମ ସରକାର ରାଜ୍ୟରେ ଗୋମାଂସକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିଛନ୍ତି। ବର୍ତ୍ତମାନ ହୋଟେଲ, ରେଷ୍ଟୁରାଣ୍ଟ କିମ୍ବା ରାଜ୍ୟର କୌଣସି ସର୍ବସାଧାରଣ ସ୍ଥାନରେ ଗୋମାଂସ ଦିଆଯିବ ନାହିଁ। ଏହା ବ୍ୟତୀତ ଲୋକମାନେ ସର୍ବସାଧାରଣ ସ୍ଥାନରେ ଗୋମାଂସ ଖାଇ ପାରିବେ ନାହିଁ। ସୋସିଆଲ ମିଡିଆ ସାଇଟରେ ଗୋମାଂସ…

ପାଠ କେବଳ ଚାକିରି ପାଇଁ ନୁହେଁ, ଶିକ୍ଷିତ ହେବା ପାଇଁ ଆବଶ୍ୟକ: ରାଷ୍ଟ୍ରପତି

ବାରିପଦା: ଜନ୍ମମାଟି ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l ଗସ୍ତ ସମୟରେ ରାଇରଙ୍ଗପୁର ଉପରବେଡ଼ା ଉପ୍ରା ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଅଭିଭାଷଣରେ ପିଲାଙ୍କୁ ମନ ଦେଇ ପାଠ ପଢ଼ିବାକୁ…