୭୦ ହଜାର ଟଙ୍କା ନେଉଥିଲେ, ଡାକ୍ତରୀ ଡିଗ୍ରୀ ଦେଉଥିଲେ
ନୂଆଦିଲ୍ଲୀ: ଡାକ୍ତରୀ ଡିଗ୍ରୀ ପାଇଁ ୭୦ ହଜାର ଟଙ୍କା। ଆଜିର ଦୁନିଆରେ ସବୁ କିଛି ସମ୍ଭବ। ବିନା ପାଠ ପଢାରେ ବି ହୋଇପାରିବେ ଡାକ୍ତର। ଅଷ୍ଟମ ଶ୍ରେଣୀ ପାସ୍ କରିଥିବା ଲୋକେ ମଧ୍ୟ ଏହି ସାର୍ଟିଫିକେଟ କିଣି ପାଲଟି ଥିଲେ ଡାକ୍ତର । କିନ୍ତୁ ଏଥିପାଇଁ ଦେବାକୁ ପଡୁଥିଲା ଟଙ୍କା। ୭୦ ହଜାର ଟଙ୍କା…