ଚୀନ୍ ଓ ପାକିସ୍ତାନର ଉଡିବ ନିଦ; ଭାରତୀୟ ସେନାରେ ସାମିଲ ହେବ ୪୮୦ଟି ‘ବିଧ୍ବଂସକ ଡ୍ରୋନ୍’
ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନ । ସେନାରେ ୪୮୦ଟି ନୂତନ ଡ୍ରୋନ୍ ଯୋଡିବାକୁ ଯାଉଛି । ସେନାର ଏହି ସମ୍ପୂର୍ଣ୍ଣ ପ୍ରୋଜେକ୍ଟର ନାମ ହେଉଛି ‘ନାଗାସ୍ତ୍ର-୧’ । ଏହି ଡ୍ରୋନ୍ ୨ ମିଟର ପର୍ଯ୍ୟନ୍ତ ଜିପିଏସ୍ ସାହାଯ୍ୟରେ ଯେକୌଣସି ବିପଦକୁ ଜାଣିପାରିବ । ଏହି ଡ୍ରୋନ୍ ଗୁଡିକ ୩୦…