ଡାକ୍ତରୀ ପାଠ ପଢିପାରିବେନି ଝିଅ: ବ୍ୟାନ କଲେ ସରକାର
ନୂଆଦିଲ୍ଲୀ: ଏଣିକି ଆଉ ଡାକ୍ତରୀ ପାଠ ପଢିପାରିବେନି ଦେଶର ଝିଅମାନେ । ଡାକ୍ତରୀ ପାଠ ଝିଅମାନଙ୍କ ପାଇଁ ବ୍ୟାନ କରିଛନ୍ତି ସରକାର । ଏପରି କିଛି ହଟକେ ନିୟକ ଆଣି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ତାଲିବାନ୍ ସରକାର । ଯେଉଁଥିରେ ଝିଅମାନେ କିମ୍ବା ମହିଳାମାନେ ଡାକ୍ତରୀପାଠ ପଢିପାରିବେ ନାହିଁ…