Latest Odisha News

BREAKING NEWS

Yearly Archives

2024

୩ ବର୍ଷରେ ବଜ୍ରପାତରେ ଗଲାଣି ୧୦୭୫ ଜୀବନ

ଭୁବନେଶ୍ୱର: ରାଜ୍ୟରେ ୩ ବର୍ଷରେ ବଜ୍ରପାତରେ ଗଲାଣି ୧୦୭୫ ଜୀବନ । ଗୃହରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି। ୨୦୨୨ରୁ ୨୦୨୪ ମଧ୍ୟରେ ବଜ୍ରପାତ ହେତୁ ସର୍ବାଧିକ ୮୧ ଜଣଙ୍କର ମୃତ୍ୟୁ ହୋଇଛି। ଯାହା…

ଓଡିଶାର ଏହି ସବୁ ଜିଲ୍ଲାରେ ଅଛି ସୁନା ଖଣି….

ଭୁବନେଶ୍ବର: ଓଡ଼ିଶା ମାଟିରେ ଗଚ୍ଛିତ ଅଛି ସୁନା ଖଣି । ଓଡ଼ିଶାର ଦୁଇଟି ଜିଲ୍ଲାରୁ ସୁନା ଖଣିର ସନ୍ଧାନ ମିଳିଥିବା ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଦେବଗଡ଼ ଜିଲ୍ଲାର ଆଡ଼ାସ-ରମାପଲ୍ଲୀ ଏବଂ କେନ୍ଦୁଝର ଜିଲ୍ଲାର ଗୋପୁର-ଗଜିପୁର ଅଞ୍ଚଳରେ ସୁନା ଖଣିର…

ମୁକ୍ତିଲାଭର କିଛି ଘଣ୍ଟାରେ ଅନଲାଇନ୍ ଲିକ୍ ହେଲା ‘ପୁଷ୍ପା ୨’

ମୁମ୍ବାଇ: ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ସିନେମା ହଲରେ ପଡୁ ପଡୁ ପୂରା ବାୟା କରିଛି ପୁଷ୍ପା ଦି ରାଇଜର ସିକ୍ବେନ୍ସ ପୁଷ୍ପା ୨ ଦ ରୁଲ । ସିନେମା ହଲରେ ପଡୁ ପଡୁ ଆଜି ଫାନ୍ସଙ୍କୁ ପାଗଳ କରିଛି ପୁଷ୍ପା-୨ । ରାତି ୩ ଟାରୁ ଲାଗିଛି ଅସମ୍ଭାଳ ଭିଡ । ସୁକୁମାରଙ୍କ ଦ୍ଵାରା ନିର୍ଦ୍ଦେଶିତ ଏହି…

ପାନ୍ ୨.୦: ନୂଆ ପାନ୍ କାର୍ଡ କିପରି ଆପ୍ଲାଏ କରିବେ? ଜାଣନ୍ତୁ ନୂଆ ନକଲେ କେଉଁ ସମସ୍ୟା ହେବ..

ନୂଆଦିଲ୍ଲୀ: ଆୟକର ବିଭାଗ ପ୍ୟାନ କାର୍ଡର ନୂତନ ୨.୦ ସଂସ୍କରଣ ଲଞ୍ଚ କରିଛି । ୧୯୭୨ ମସିହା ପରଠାରୁ କାର୍ଯ୍ୟକ୍ଷମ ଥିବା ପାନ୍ କାର୍ଡର ଏହା ଏକ ନୂତନ ସଂସ୍କରଣ ଏବଂ ଏହାକୁ କରିବା ବାଧ୍ୟତାମୂଳକ ଅଟେ । ନୂତନ ପାନ୍ କାର୍ଡ ୨.୦ ରେ, କ୍ୟୁଆର୍ କୋଡ୍ ସହିତ ଅଧିକ ସୁରକ୍ଷିତ ଟେକ୍ନୋଲୋଜି ସହିତ…

୩ ବର୍ଷରେ ସଡକ ଦୁର୍ଘଟଣାରେ ଗଲାଣି ୧୬୨୮୭ ଜୀବନ

ଭୁବନେଶ୍ୱର: ରାଜ୍ୟରେ ୩ ବର୍ଷରେ ସଡକ ଦୁର୍ଘଟଣାରେ ଗଲାଣି ୧୬୨୮୭ ଜୀବନ । ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଗୃହରେ ଏହି ସୂଚନା ପ୍ରଦାନ କରିଛନ୍ତି। ଗୃହରେ ବିଜେଡି ବିଧାୟକ ଚକ୍ରମଣି କଅଁରଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ। ଗତ…

ଫ୍ଲାଓ୍ବର ନୁହେଁ, ଫାୟର ‘ପୁଷ୍ପା-୨’

ମୁମ୍ବାଇ: ସିନେମା ହଲରେ ପଡୁ ପଡୁ ଆଜି ଫାନ୍ସଙ୍କୁ ପାଗଳ କରିଛି ପୁଷ୍ପା-୨ । ରାତି ୩ ଟାରୁ ଲାଗିଛି ଅସମ୍ଭାଳ ଭିଡ । ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ସିନେମା ହଲରେ ପଡୁ ପଡୁ ପୂରା ବାୟା କରିଛି ପୁଷ୍ପା ଦି ରାଇଜର ସିକ୍ବେନ୍ସ ପୁଷ୍ପା ୨ ଦ ରୁଲ । ରିଲିଜ୍ ପୂର୍ବରୁ ଏହା ଫ୍ୟାନ୍ସଙ୍କ…

ଭଉଣୀକୁ ଅଧିକ ଭଲ ପାଉଥିଲେ ମା’ ଓ ବାପା, ରାଗରେ ପୁଅ ପୁରା ପରିବାରକୁ…

ନୂଆଦିଲ୍ଲୀ: ସାଉଥ ଦିଲ୍ଲୀର ଟ୍ରିପଲ ମର୍ଡର ମାମଲାରେ ଅଭିଯୁକ୍ତ  ପୁଅକୁ ପୋଲିସ ଗିରଫ କରିଛି। ବୁଧବାର ସକାଳେ ରାଜେଶ କୁମାର (୫୧), ତାଙ୍କ ପତ୍ନୀ କୋମଲ (୪୬) ଏବଂ ଝିଅ କବିତାଙ୍କ ମୃତଦେହ ସେମାନଙ୍କ ଦେୱଲି ଗାଁରେ ଥିବା ତାଙ୍କ ନିଜ ଘରୁ ମିଳିଥିଲା। ଛୁରୀରେ  ବେକ କାଟି  ସେମାନଙ୍କୁ…

ଜୀବନ ନେଲା ଅନ୍‌ଲାଇନ୍ ଗେମ୍, ଋଣଭାରରେ ବୁଡି ଯୁବକଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ଜୀବନ ନେଲା ଅନ୍‌ଲାଇନ୍ ଗେମ୍ l ଅନ୍‌ଲାଇନ୍ ଗେମ୍ ଖେଳି ଋଣଭାରରେ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ l ଲିଙ୍ଗରାଜ ଥାନା ତିନିମୁଣ୍ଡିଆ ଛକ ଅଞ୍ଚଳରେ ଜୀବନ ହାରିଲେ ୨୨ ବର୍ଷୀୟ ଯୁବକ l ଘରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଯୁବକ l ସୂଚନା ଅନୁସାରେ, ଯୁବକଙ୍କ ନାମ ଶଶାଙ୍କ ଶେଖ…

ଗମ୍ଭୀର ରୋଗରେ ପୀଡିତ ଅଭିନେତା ସତୀଶ ଶାହା…

ମୁମ୍ବାଇ:ପ୍ରସିଦ୍ଧ ଅଭିନେତା ତଥା ହାସ୍ୟ ଅଭିନେତା ସତୀଶ ଶାହାଙ୍କ ସ୍ଵାସ୍ଥ୍ୟ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସୁଛି । ଯେଉଁଥିପାଇଁ ତାଙ୍କ ପ୍ରଶଂସକମାନେ ସେମାନଙ୍କ ପ୍ରିୟ ଅଭିନେତାଙ୍କ ସ୍ଵାସ୍ଥ୍ୟ ବିଷୟରେ ଚିନ୍ତିତ ହୋଇପଡିଛନ୍ତି | ସେ ଏକ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି। ସତୀଶ ଶାହାଙ୍କ…

ଏଣିକି ବ୍ୟାଙ୍କ ଠକେଇର ହେବ ମିଳିତ ତଦନ୍ତ, ସିବିଆଇ ଓ ଆରବିଆଇ କରିବେ ଯାଞ୍ଚ

ନୂଆଦିଲ୍ଲୀ: ଆଜିକାଲି ଅନଲାଇନ ମାଧ୍ୟମରେ ଅନେକ ଠକେଇ ଆରମ୍ଭ ହୋଇଛି। ଲୋକଙ୍କ ଟଙ୍କା ତ ଦୂରର କଥା ବ୍ୟାଙ୍କରେ ମଧ୍ୟ ସାଇବର ଅପରାଧୀମାନେ ଠକାମି କରି ଟଙ୍କା ଲୁଟ କରୁଛନ୍ତି। ହେଲେ ଟେର ପାଉନି କୌଣସି ବିଭାଗ। ପରେ ଅପରାଧୀ ବି ଧରାପଡୁନି। ଏଥିପ୍ରତି ସଜାଗ ହେଲେ ସରକାର। ତେଣୁ ଏବେଠାରୁ…