Latest Odisha News

BREAKING NEWS

Yearly Archives

2024

ଶିମିଳିପାଳରେ ୩ ଶିକାରୀଙ୍କୁ ଧରିଲା ଏଆଇ କ୍ୟାମେରାର

କରଞ୍ଜିଆ: ଶିମିଳିପାଳରେ ଶିକାରୀଙ୍କୁ ପୁଣି ଧରିଲା ଏଆଇ କ୍ୟାମେରା। ଶିମିଳିପାଳର କୋର ଏରିଆରେ ଶିକାର ପାଇଁ ବନ୍ଧୁକ ଧରି ବୁଲୁଥିଲେ। ୩ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ। ୩ ଜଣ ଅଭିଯୁକ୍ତ ବାଙ୍ଗିରିପୋଷି ଥାନା ଅଞ୍ଚଳର କରନ୍ ମାରାଣ୍ଡି, କାରୁ ହାଁସଦା ଓ ବୁଧୁରାୟ ସୋରେନ୍ ବୋଲି ଜଣାପଡିଛି…

ଲରେନ୍ସକୁ ଡାକିବି କି ? ସଲମାନଙ୍କ ସୁଟିଂ ସେଟ୍‌ରେ ପୁଣି ମିଳିଲା ଧମକ

ମୁମ୍ଵାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ ନୂଆ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିସହିତ ସେ ଲଗାତାର ହତ୍ୟା ଧମକ ମଧ୍ୟ ପାଇ ଚାଲିଛନ୍ତି। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଟାର୍ଗେଟରେ ଅଛନ୍ତି ସଲମାନ। ବାବା ସିଦ୍ଦିକିଙ୍କ ହତ୍ୟା ମାମଲା ପରେ ଲଗାତାର ସେ ଧମକ ପାଉଛନ୍ତି। କିନ୍ତୁ…

ହତାଶ ହୋଇପଡୁଛନ୍ତି କି ଯବାନ୍? ୫ ବର୍ଷରେ ୭ଶହରୁ ଅଧିକ ଆତ୍ମହତ୍ୟା କଲେଣି…

ନୂଆଦିଲ୍ଲୀ: କାହିଁକି ଆତ୍ମହତ୍ୟା କରୁଛନ୍ତି ଯବାନ୍ ? ୨୪/୭ ଘଣ୍ଟା ଆମକୁ ସୁରକ୍ଷା ପ୍ରଦାନ କରୁଥିବା ବ୍ୟକ୍ତିଟି କ’ଣ ହତାଶ ହୋଇ ନିଜ ଜୀବନ ହାରି ଦେଉଛନ୍ତି? ତେବେ ଦୀର୍ଘ ସମୟ ଧରି ଡ୍ୟୁଟି କରିବା, ନିଦ୍ରାରୁ ବଞ୍ଚିତ ରହିବା ଏବଂ ପରିଶେଷରେ ନିଜ ପରିବାର ଠାରୁ ଦୂରରେ ରହିବା ଯୋଗୁଁ ଏବେ…

୬ରୁ ପୁଣି ଖସିବ ତାପମାତ୍ରା, ବଢ଼ିବ ଶୀତ

ଭୁବନେଶ୍ବର: ବାତ୍ୟା ଫେଙ୍ଗାଲ ପ୍ରଭାବରେ ବଙ୍ଗୋପସାଗରରୁ ପବନ ଉପକୂଳ ମୁହାଁଇଥିବା ବେଳେ ଏବେ ଏହାର ପ୍ରଭାବରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ରାଜ୍ୟରେ ପରବର୍ତ୍ତୀ ୩ ଦିନରେ ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ସମ୍ଭାବନା…

ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେବେନ୍ଦ୍ର ଫଡ୍‌ନବିସ୍‌ଙ୍କ ଶପଥ ଉତ୍ସବରେ ହେବେ ସାମିଲ

ଭୁବନେଶ୍ୱର: ଆଜି ମୁମ୍ବାଇ ଗସ୍ତରେ ବାହାରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦିନ ୧୦.୨୦ ରେ ଭୁବନେଶ୍ୱର ବିମାନବନ୍ଦରରୁ ମହାରାଷ୍ଟ୍ର ଗସ୍ତ କରିବେ। ଆଜି ମହାରାଷ୍ଟ୍ରରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡ୍‌ନବିସ୍‌। ମୁମ୍ବାଇର ଆଜାଦ ମଇଦାନରେ ହେବ ଏହି ଶପଥ ଗ୍ରହଣ ସମାରୋହ।…

‘ପୁଷ୍ପା ୨’ ପ୍ରିମିୟର ଶୋ ବେଳେ ଦଳାଚକଟା, ମହିଳା ମୃତ

ହାଇଦ୍ରାବାଦ: ରିଲିଜ ହୋଇଛି ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ‘ପୁଷ୍ପା ୨’ । ପୁଷ୍ପା-୨ ଦେଖିବାକୁ ଫ୍ୟାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି କ୍ରେଜ୍। ବାଣ ଫୁଟାଇ ବାଜା ବଜାଇ ଫାଷ୍ଟ ଡେ ଫାଷ୍ଟ ଶୋ ଦେଖିବାକୁ ହଲ ଆଗରେ ଲାଗିଛି ଫ୍ୟାନ୍ସ ମାନଙ୍କର ଖଚାଖଚ ଭିଡ଼ । ସେପଟେ ହାଇଦ୍ରାବାଦରେ…

ବିବାହ ବନ୍ଧନରେ ବାନ୍ଧି ହେଲେ ନାଗା-ଶୋଭିତା

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲା । ପରିବାର ଲୋକ ଏବଂ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ତେଲୁଗୁ ବ୍ରାହ୍ମଣ ରୀତିନୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁହେଁ । ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡ଼ିଓରେ ବିବାହ ସଂପନ୍ନ ହୋଇଛି। ସୋସିଆଲ…

ଯଦି ପୁରୁଷ ମାନଙ୍କ ଋତୁସ୍ରାବ ହୁଅନ୍ତା, ତେବେ ସେମାନେ ଜାଣିପାରିବେ…

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶ ହାଇକୋର୍ଟଙ୍କ ଏକ ଶୁଣାଣୀକୁ ନିନ୍ଦା କରିଛନ୍ତି ସୁପ୍ରିମ କୋର୍ଟ। ବୁଧବାର ସୁପ୍ରିମକୋର୍ଟ ମଧ୍ୟପ୍ରଦେଶ ହାଇକୋର୍ଟର ଜଣେ ମହିଳା ବିଚାରପତିଙ୍କୁ ବହିଷ୍କାର କରିବା ପ୍ରସଙ୍ଗରେ କହିଛନ୍ତି। ଗର୍ଭପାତ କାରଣରୁ ତାଙ୍କ ଅବସ୍ଥାକୁ ବିଚାରକୁ ନିଆଯାଇନଥିଲା। ଏହି କାରଣରୁ…

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି: ଏହି ରାଜ୍ୟରେ ଗୋମାଂସ ବ୍ୟାନ

ଗୌହାଟୀ: ଆସାମ ସରକାରଙ୍କ ବଡ଼ ନିଷ୍ପତ୍ତି। ରାଜ୍ୟରେ ଗୋ ମାଂସ ଉପରେ ଲାଗିଲା ରୋକ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ଏନେଇ ଘୋଷଣା କରିଛନ୍ତି। ସେ କହିଛନ୍ତି, କୌଣସି ବି ରେଷ୍ଟୁରାଣ୍ଟ କିମ୍ବା ହୋଟେଲ୍‌ରେ ଗୋ ମାଂସ ବିକ୍ରି କରାଯାଇ ପାରିବ ନାହିଁ। ଏହାସହ କୌଣସି ସାର୍ବଜନୀନ…

ଶପଥ ନେବେ ଦେବେନ୍ଦ୍ର ଫଡ୍‌ନାବିସ୍‌, ଉତ୍ସବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ମୁମ୍ବାଇ: ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡ୍‌ନାବିସ୍‌ । ମୁମ୍ବାଇର ଆଜାଦ ମୈଦାନରେ ହେବ ଶପଥ ଗ୍ରହଣ ସମାରୋହ । ମହାରାଷ୍ଟ୍ରରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ନେବା ନେଇ ସୂଚନା ମିଳିଛି । ଦେବେନ୍ଦ୍ର ଫଡ୍‌ନାବିସ୍‌ଙ୍କ ଶପଥ ଉତ୍ସବରେ ଯୋଗ ଦେବେ…