ଆଜି ଉତକ୍ଷେପଣ ହେବ ପ୍ରୋବା-୩, ଏହି କାରଣରୁ ଘୁଞ୍ଚିଥିଲା ଲଞ୍ଚ ତାରିଖ
ନୂଆଦିଲ୍ଲୀ: ଆଜି ଲଞ୍ଚ ହେବ ପ୍ରୋବା-୩ ମିଶନ । ଅପରାହ୍ନ ୪ଟା ୧୨ ମିନିଟ୍ରେ ଇସ୍ରୋ ପିଏସଏଲଭି -ସି ୫୯ ରକେଟ୍ରୁ ଏହା ଲଞ୍ଚ ହେବ। ତେବେ ଗତକାଲି ଅପରାହ୍ନ ୪ଟା ୦୬ ମିନିଟ୍ରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଭବନ ସ୍ପେଶ୍ ସେଣ୍ଟରରୁ ଏହି ସାଟେଲାଇଟ୍କୁ ଲଞ୍ଚ ହେବାର ଥିଲା।…