Latest Odisha News

BREAKING NEWS

Yearly Archives

2024

ପାଙ୍ଗୋଙ୍ଗ ହ୍ରଦରେ ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି; ସାହସିକତା…

ଲଦାଖ: ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦ କୂଳରେ ମରାଠା ଯୋଦ୍ଧା ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତିକୁ ସ୍ଥାପିତ କରିଛି ଭାରତୀୟ ସେନା।୧୪,୩୦୦ ଫୁଟ ଉଚ୍ଚରେ ପ୍ରତିମୂର୍ତ୍ତି ସହିତ ମରାଠା ସାମ୍ରାଜ୍ୟର ପତାକା ମଧ୍ୟ ରଖାଯାଇଛି। ଏହି କ୍ଷେତ୍ର ପୂର୍ବ ଲଦାଖ ସେକ୍ଟରରେ ଚୀନ୍ ସହିତ ଲାଇନ୍…

ସ୍ମାର୍ଟଫୋନ୍ ଠାରୁ ଆରମ୍ଭ କରି ଘର ବଗିଚା, ୨୦୨୫ରେ ବିଶ୍ୱକୁ ବଦଳାଇବ ଏଆଇ

୨୦୨୫ ରେ ଏଆଇ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରେ। ଏହା କେବଳ ସ୍ମାର୍ଟଫୋନ୍, ଲାପଟପ୍ ଏବଂ କମ୍ପ୍ୟୁଟର ପରି ଆମର ବୈଷୟିକ ଗ୍ୟାଜେଟରେ ନୁହେଁ, ବରଂ ଘର, ବିଦ୍ୟାଳୟ, ଡାକ୍ତରଖାନା ଏବଂ କାର୍ଯ୍ୟାଳୟରେ ମଧ୍ୟ ବ୍ୟବହୃତ ହେବ। ଏଆଇ କେବଳ ଏକ ନୂତନ ପ୍ରଯୁକ୍ତିବିଦ୍ୟା ହେବ ନାହିଁ, ବରଂ…

ନାକେଦମ୍ କଲାଣି ଜିନ୍ନତ୍, ନୟାନ୍ତ ହେଲେଣି ୩ ରାଜ୍ୟର ବନକର୍ମଚାରୀ

ଭୁବନେଶ୍ବର: ୩ ରାଜ୍ୟର ବନକର୍ମଚାରୀଙ୍କୁ ନାକରେ କନ୍ଦାଇଲାଣି ମରାଠୀ ବାଘୁଣୀ ଜିନ୍ନତ୍ । ଓଡିଶା ଛାଡି ଏବେ ଝାଡଖଣ୍ଡ ଜଙ୍ଗଲରେ ବୁଲୁଥିବା ବାଘୁଣୀ ଜିନ୍ନତକୁ ଧରିବା ପାଇଁ ନକେଦମ୍ ହେଲାଣି ବନବିଭାଗ । ନା ସାମ୍ନାକୁ ଆସୁଛି, ନା ଧରାଦେଉଛି । ଚୁପ୍ କରି ବନକର୍ମଚାରୀଙ୍କ ଦ୍ବାରା ରଖାଯାଇଥିବା…

ଗେମିଙ୍ଗ ଲାପଟପର ସ୍ପିଡ ସ୍ଲୋ ହୋଇଗଲାଣି କି ? ଏହି ଟିପ୍ସ ଆପଣାନ୍ତୁ…

ଭୁବନେଶ୍ବର: ସମୟ ସହିତ ଗେମିଙ୍ଗ ଲାପଟପର କାର୍ଯ୍ୟଦକ୍ଷତା ଧୀର ହୋଇପାରେ, ଯାହା ଦ୍ବାରା ଖେଳର ଅନୁଭବରେ ମଜା ଆସିନଥାଏ | ଯଦି ନିଜର ଗେମିଙ୍ଗ ଲାପଟପର ସ୍ପିଡ ବଢାଇବାକୁ ଚାହୁଁଛନ୍ତି ଓ ଗେମିଙ୍ଗର ମଜା ବଢିଆ ଭାବରେ ନେବାକୁ ଚାହୁଁଛନ୍ତି , ତେବେ ଏହି ଟିପ୍ସକ ଫଲୋ କରନ୍ତୁ.. - ଯଦି…

ସାରା ଓଡିଶାରେ ସିଧା ପ୍ରସାରଣ ହେବ ଧନୁଯାତ୍ରା

ଭୁବନେଶ୍ବର: ସାରା ଓଡିଶାରେ ସିଧା ପ୍ରସାରଣ ହେବ ବରଗଡ ପ୍ରସିଦ୍ଧ ଧନୁଯାତ୍ରା । ସବୁ ଜିଲ୍ଲାରେ ଏଲଇଡି ମାଧ୍ୟମରେ ଦେଖିବେ ରାଜ୍ୟବାସୀ । ଧନୁଯାତ୍ରାର ବହୁଳ ପ୍ରଚାର ପ୍ରସାର ତଥା ଜାତୀୟ ଏବଂ ଆନ୍ତର୍ଜାତୀୟ ମାନ୍ୟତା ପାଇଁ  ସରକାର ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଉଥିବା କହି କିଛି…

କାନାଡାରେ ବିମାନ ଦୁର୍ଘଟଣା, ଲ୍ୟାଣ୍ଡିଂ ବେଳେ ୱିଙ୍ଗରେ ଲାଗିଲା ନିଆଁ

ଓଟାୱା: ଦକ୍ଷିଣ କୋରିଆ ପରେ କାନାଡାରେ ମଧ୍ୟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। କାନାଡାର ହଲିଫ୍ୟାକ୍ସ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ସମୟରେ ଏକ ବିମାନର ୱିଙ୍ଗ ରନୱେରେ ଘଷି ହେବା ଫଳରେ ନିଆଁ ଲାଗିଯାଇଥିଲା। ତେବେ ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା…

୩୧ରୁ ଜିଲ୍ଲା ବୁଲିବେ ନବୀନ: ପଚାରି ବୁଝିବେ ଉଜୁଡା କ୍ଷେତର ହାଲ୍

ଭୁବନେଶ୍ବର: ଅଦିନିଆ ବର୍ଷା କ୍ଷୟକ୍ଷତି ଆକଳନ ପାଇଁ ନବୀନ ବୁଲିବେ ଜିଲ୍ଲା । ଏହାକୁ ନେଇ ଆସନ୍ତା ୩୧ ତାରିଖରୁ ଜିଲ୍ଲା ବୁଲିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆସନ୍ତା ୩୧ରେ ନବୀନ ୪ ଜିଲ୍ଲା ଗସ୍ତ କରିବେ । ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଗସ୍ତ କରି କ୍ଷତିଗ୍ରସ୍ତ ଚାଷ…

ନୂଆ ବର୍ଷରେ କରନ୍ତୁ ଏହି ଉପାୟ, ବର୍ଷ ସାରା ଘରେ ରହିବ ସୁଖ ଓ ସମୃଦ୍ଧି

ଭୁବନେଶ୍ଵର: ଆଉ ମାତ୍ର ଦିନ କେଇଟାର ଅପେକ୍ଷା । ଅପସରିଯିବ ୨୦୨୪ ବର୍ଷ । ପୁଣି ନୂଆ ଆଶା, ନୂଆ ଉଦ୍ଧୀପନା ନେଇ ଆରମ୍ଭ ହେବ ଆଉ ଏକ ନୂଆ ବର୍ଷ । ୨୦୨୫ ବର୍ଷକୁ ନେଇ ସମସ୍ତେ ଉତ୍ସାହିତ ରହିଛନ୍ତି। ନୂଆବର୍ଷ ସମସ୍ତଙ୍କୁ ପାଇଁ ଖୁସି ଓ ସୌହାର୍ଦ୍ଧ୍ୟର ବର୍ଷ ହେଉ ବୋଲି କାମନା। ତେବେ…

୨୪ରେ ଚାଲିଯାଇଛନ୍ତି ଏହି ଚର୍ଚ୍ଚିତ ଚେହେରା: ଅଫେରା ରାଇଜରେ କରିଛନ୍ତି ଘର..

ଭୁବନେଶ୍ବର: ଦେଖୁ ଦେଖୁ ହାତରୁ ଖସିଯାଉଛି ୨୦୨୪ । ଆଉ ଦିନ କେଇଟା ପରେ ୨୪କୁ ସବୁଦିନ ପାଇଁ ଅଲବିଦା କହି ଆରମ୍ଭ ହେବାକୁ ଯାଉଛି ବର୍ଷ ୨୫ । ଏ ବର୍ଷ ସତରେ କେତେବେଳେ ଆସିଲା ଆଉ କେତେବଳେ ଚାଲିଗଲା ତାହା ଜଣାପଡିଲା ନାହିଁ । କିନ୍ତୁ ସାଙ୍ଗରେ ନେଇଯାଇଛି ସେ ଆମର ଆତ୍ମାଙ୍କୁ, ଯାହାଙ୍କୁ ଆଜି…

ଅଷ୍ଟ୍ରେଲିଆ ୩୩୩ ରନରେ ଅଗ୍ରଣୀ

ମେଲବୋର୍ଣ୍ଣ: ଭାରତ ବିପକ୍ଷ ୪ର୍ଥ କ୍ରିକେଟ ଟେଷ୍ଟରେ ୪ର୍ଥ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୩୩୩ ରନର ଅଗ୍ରଣୀ ହାସଲ କରିନେଇଛି । ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୪୭୪ ରନ ଜବାବରେ ଭାରତ ୩୬୯ ରନ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ଷ୍ଟମ୍ପସ ଅପସାରଣ ବେଳକୁ ୯ ୱିକେଟ…