Latest Odisha News
Yearly Archives

2024

ଓଟିଟି ପ୍ଲାଟଫର୍ମରେ ଦେଖିବାକୁ ମିଳିବ ହ୍ରିତିକ ରୋଶନଙ୍କ ପରିବାରର କାହାଣୀ

ମୁମ୍ବାଇ: ହ୍ରିତିକ ରୋଶନଙ୍କ ସମେତ ପୂରା ରୋଶନ ପରିବାରର କାହାଣୀକୁ ବର୍ତ୍ତମାନ ଫ୍ୟାନ୍ସ ମାନେ ଓଟିଟି ପ୍ଲାଟଫର୍ମରେ ଦେଖିପାରିବେ। ରୋଶନ ପରିବାର ଉପରେ ଆଧାରିତ ଏକ ଡକ୍ୟୁମେଣ୍ଟାରୀ ସିରିଜ୍ ଡିସେମ୍ବର ୪ରୁ ନେଟଫ୍ଲିକ୍ସରେ ଦେଖିପାରିବେ। ରୋଶନ ପରିବାର ହେଉଛି ଏଭଳି ଏକ ଚଳଚ୍ଚିତ୍ର…

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ: ସ୍ପିନରଙ୍କୁ ସୁହାଇବ ଆଡିଲେଡ ପିଚ

ଆଡିଲେଡ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଆଡିଲେଡରେ ଡିସେମ୍ବର ୬ରୁ ଆରମ୍ଭ ହେବ । ଏହି ଦିବାରାତ୍ର ଟେଷ୍ଟର ପ୍ରଥମ ଦିବସରେ ବର୍ଷା ହେବା ସମ୍ଭାବନା ରହିଛି । ଆଡିଲେଡ ପିଚ କି ଭଳି ରହିବ ସେ ନେଇ ବୁଧବାର ପିଚ କ୍ୟୁରେଟର ଡେମିୟନ ହାଫ ଖୁଲାସା…

ସ୍ବପ୍ନ ଶାସ୍ତ୍ର: ସ୍ବପ୍ନରେ ଦେବଦେବୀଙ୍କୁ ଦେଖିଲେ କେଉଁସବୁ ଶୁଭ ସୂଚନା ମିଳେ!

ଭୁବନେଶ୍ବର:ଶୋଇବାବେଳେ ଆମେ କେବେକେବେ ଦେବାଦେବୀଙ୍କ ସ୍ବପ୍ନ ଦେଖିଥାଉ । ଦେଖିବାକୁ ଗଲେ ସ୍ବପ୍ନରେ ଠାକୁରଙ୍କୁ ଦେଖିବା ଶୁଭ ସଙ୍କେତ ଅଟେ । ତେବେ ସ୍ଵପ୍ନ ଶାସ୍ତ୍ର ଅନୁସାରେ କେଉଁ ଦେବାଦେବୀଙ୍କୁ ସ୍ବପ୍ନରେ ଦେଖିଲେ କେଉଁ ଶୁଭଫଳ ମିଳିଥାଏ ଆସନ୍ତୁ ଜାଣିବା: -ସ୍ବପ୍ନରେ ଶ୍ରୀରାମଙ୍କ…

କାରରେ ପତ୍ନୀଙ୍କ ସହ ଅନ୍ୟ ବ୍ୟକ୍ତିଙ୍କୁ ଦେଖି ନିଆଁ ଲଗାଇଦେଲେ ସ୍ବାମୀ

ଥିରୁଅନନ୍ତପୁରମ: କେରଳରେ ଘଟିଯାଇଛି ଏକ ହୃଦୟ ବିଦାରକ ଘଟଣା। ଏଠାରେ ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ଅନ୍ୟଜଣେ ବ୍ୟକ୍ତିଙ୍କ ସହିତ କାରରେ ଦେଖିବା ପରେ ରାଗିଯାଇ କାରରେ ନିଆଁ ଲଗାଇ ଦେଇଥିଲେ। ପତ୍ନୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସାଙ୍ଗକୁ ଡାକ୍ତରଖାନାରେ ଭର୍ତ୍ତି…

ନାବାଳିକାଙ୍କୁ ଗଣ ଦୁଷ୍କର୍ମ ମାମଲା: ୪ ଅଭିଯୁକ୍ତ ଗିରଫ

ସମ୍ୱଲପୁର: ସମ୍ୱଲପୁର ଜିଲ୍ଲାରେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ମାମଲା । ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତଙ୍କ ଭିତରେ ଦୁଇ ଜଣ ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ଥାନା ନୂଆପାଲି ଗାଁର ଅନୀଲ ମିଞ୍ଜ ଓ କୁତ୍ରା ଥାନା କର୍ମାବାହାଲ ଗ୍ରାମ ସରୋଜ ଏକ୍କା ଏବଂ ଅନ୍ୟ ଦୁଇ…

ରାଜଧାନୀରେ ଦୁଇ ଯୁବତୀଙ୍କୁ ପିଟିଲେ ଘର ମାଲିକ ଓ ତାଙ୍କ ପୁଅ

ଭୁବନେଶ୍ୱର: ଭୁବନେଶ୍ୱରର ଖାରବେଳ ନଗର ଅଞ୍ଚଳରେ ବୁଧବାର ଦିନ ଦୁଇ ଯୁବତୀଙ୍କୁ ଘର ମାଲିକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ଉକ୍ତ ଯୁବତୀ ତାଙ୍କ ହଷ୍ଟେଲରେ ଭଡାରେ ରହୁଥିବା ଜଣାପଡିଛି। ସୂଚନା ଅନୁଯାୟୀ, ହଷ୍ଟେଲରେ କୌଣସି ବିବାଦକୁ ନେଇ ମାଲିକ ଏବଂ ତାଙ୍କ ପୁଅ ଦୁଇଜଣ ଯୁବତୀଙ୍କୁ…

ଏମିତି ଏକ ଫିଲ୍ମ, ସୁପରଷ୍ଟାର ଗୋବିନ୍ଦାଙ୍କ ଠାରୁ ବି ମାଙ୍କଡକୁ ମିଳୁଥିଲା ଅଧିକ ଦରମା

ମୁମ୍ବାଇ:ଆପଣ ଜାଣନ୍ତି କି ୧୯୯୩ରେ ଏକ ଫିଲ୍ମ ମଧ୍ୟ ମୁକ୍ତିଲାଭ କରିଥିଲା ଯେଉଁଥିରେ ହିରୋ ଅପେକ୍ଷା ମାଙ୍କଡ଼କୁ ଅଧିକ ଟଙ୍କା ଦିଆଯାଇଥିଲା। ଆସନ୍ତୁ ଜାଣିବା ମଜାଳିଆ କାହାଣୀ ବିଷୟରେ । ୧୯୯୩ ମସିହାରେ, ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ଯେଉଁଥିରେ ଦୁଇଜଣ ମୁଖ୍ୟ ହିରୋଙ୍କ ସହିତ ଏକ…

୧୯ ବର୍ଷରୁ କମ ଏସିଆ କପ କ୍ରିିକେଟ: ବୈଭବଙ୍କ ୬ ଛକା

ନୂଆଦିଲ୍ଲୀ: ଚଳିତ ୧୯ ବର୍ଷରୁ କମ ଏସିଆ କପ କ୍ରିକେଟରେ ଭାରତ ବୁଧବାର ୟୁଏଇକୁ ୧୦ ୱିକେଟରେ ପରାସ୍ତ କରିଛି । ୟୁଏଇ ପ୍ରଥମେ ବ୍ୟାଟିଂ କରି ୧୩୭ ରନ କରିଥିଲା । ଜବାବରେ ଭାରତ କୌଣସି ୱିକେଟ ନ ହରାଇ ୧୬.୧ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ବୈଭବ ସୂର୍ଯ୍ୟବଂଶୀ ୪୬ ବଲରେ ୭୬ ଓ ଆୟୂଷ…

ଏମ୍ସ ଭୁବନେଶ୍ୱରରେ ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ଫୋର୍‌ଡି ସ୍ପାଇନ୍‌ ଓ ଗେଟ୍‌ ଆନାଲିସିସ୍ ଲ୍ୟାବ୍ ଉଦଘାଟିତ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ପୂର୍ବ ଭାରତରେ ପ୍ରଥମ ତଥା ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ଫୋର୍‌ଡି ସ୍ପାଇନ୍‌ ଓ ଗେଟ୍‌ ଆନାଲିସିସ୍ ଲ୍ୟାବ୍ ଉଦଘାଟିତ ହୋଇଯାଇଛି । ଶାରୀରିକ ଚିକିତ୍ସା ଏବଂ ପୁନର୍ବାସ ବିଭାଗ (ପିଏମଆର) ପକ୍ଷରୁ ଅର୍ନ୍ତଜାତୀୟ ଦିବ୍ୟାଙ୍ଗ ଦିବସ ଅବସରରେ…

ଚୀନରେ ମିଳିଲା ବଡ଼ ମୁଣ୍ଡ ବିଶିଷ୍ଟ ରହସ୍ୟମୟ ପ୍ରାଚୀନ ମଣିଷ ପ୍ରଜାତି

ନୂଆଦିଲ୍ଲୀ: ଚୀନରେ ମିଳିଲା ମାନବଙ୍କ ନୂଆ ପ୍ରଜାତି । ସେମାନେ ୩ଲକ୍ଷରୁ ୫ହଜାର ବର୍ଷ ପୂର୍ବେ ଏହି ପୃଥିବୀରେ ବସବାସ କରୁଥିଲେ । ସେମାନଙ୍କ ମୁଣ୍ଡ ବହୁତ ବଡ ଥିଲା । ଏହି ମାନବ ପ୍ରଜାପତିଙ୍କ ନାଁ ହେଲା 'ହୋମୋ ଜୁଲୁଏନସିସି' , ଏହାର ଅର୍ଥ ବଡ ମୁଣ୍ଡ । ଆମେମାନେ ହୋମୋ ସାପିଅନ୍ ପ୍ରଜାତି…