Latest Odisha News

BREAKING NEWS

Yearly Archives

2024

ହରଭଜନ କହିଲେ ଧୋନୀ ମୋ ବନ୍ଧୁ ନୁହନ୍ତି

ମୁମ୍ବାଇ: ମହେନ୍ଦ୍ର ସିଂ ଧୋନୀଙ୍କ ସମ୍ପର୍କରେ ସାଥୀ ଖେଳାଳିଙ୍କ ବୟାନ ଏବେ ଦିନକୁ ଦିନ ଚର୍ଚ୍ଚାର କାରଣ ସାଜୁଛି । ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗଙ୍କ ପରେ ଏବେ ହରଭଜନ ସିଂ ମଧ୍ୟ ତାଙ୍କ ସମ୍ପର୍କରେ ବୟାନ ଦେଇଛନ୍ତି । ଧୋନୀଙ୍କ ସହ ସମ୍ପର୍କକୁ ନେଇ ଭାରତୀୟ କ୍ରିକେଟ ଦଳର…

ଗୁଗୁଲ୍ ଷ୍ଟୋରେଜ୍ ବୃଦ୍ଧି କରିବାର ସହଜ ଉପାୟ, ହେବନି ଟଙ୍କା ଖର୍ଚ୍ଚ

ଅନେକ ଲୋକ ନିଜ ଫୋନରେ ଷ୍ଟୋରେଜ୍ ସମସ୍ୟାର ସମ୍ମୁଖୀନ ହେବା ମାତ୍ରେ ଫୋନ୍ ବଦଳାଇବାକୁ କିମ୍ବା ଷ୍ଟୋରେଜ୍ କିଣିବାକୁ ସ୍ଥିର କରନ୍ତି। କିନ୍ତୁ ଷ୍ଟୋରେଜ୍ ହେତୁ ଫୋନ୍ ପରିବର୍ତ୍ତନ କରିବାର ନିଷ୍ପତ୍ତି ଭୁଲ ଅଟେ। ଷ୍ଟୋରେଜ୍ କିଣିବା ପୂର୍ବରୁ ଆପଣ ନିଜ ଫୋନରେ କିଛି ସେଟିଂ କରିବା ଉଚିତ୍। ଏହା…

କାହିଁକି ଚର୍ଚ୍ଚାରେ ଅଛନ୍ତି ନର୍ଗିସ ଫଖରୀଙ୍କ ଭଉଣୀ ଆଲିଆ ଫଖରୀ?

ମୁମ୍ବାଇ: ଆଜିକାଲି ବେଶ୍ ଚର୍ଚ୍ଚାରେ ଅଛନ୍ତି 'ରକଷ୍ଟାର୍' ଫେମ୍‌ ନର୍ଗିସ୍ ଫଖରୀ ଏବଂ ତାଙ୍କ ଭଉଣୀ। ଆଲିଆ ଫଖରୀ ତାଙ୍କ ପୂର୍ବତନ ପ୍ରେମିକ ଏଡୱାର୍ଡ ଏବଂ ତାଙ୍କ ମହିଳା ବନ୍ଧୁ ଆନାସ୍ତାସିଆଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ଦିନ ଅଭିନେତ୍ରୀଙ୍କ ଭଉଣୀ ବିଷୟରେ ଏକ…

ହଠାତ୍ ବିଲ ମଝିରେ ନୌସେନା ହେଲିକପ୍ଟରର ଜରୁରୀ ଅବତରଣ

ମୟୂରଭଞ୍ଜ: ମୟୂରଭଞ୍ଜ ରାସଗୋବିନ୍ଦପୁର ଥାନା ଗାଁ ଅମର୍ଦ୍ଦା ନିକଟରେ ଅବତରଣ କଲା ନୌସେନା ହେଲିକପ୍ଟରର। ପାଖାପାଖି ୧୫ରୁ ୨୦ ମିନିଟ୍ ରହିବା ପରେ ହେଲିକପ୍ଟରଟି ପୁଣି ଉଡାଣ ଭରିଥିଲା। ହେଲିକପ୍ଟରଟି ଅବତରଣ କରିବା ପରେ ଆଖପାଖ ଲୋକେ ଦେଖିବା ପାଇଁ ଭିଡ଼ ଜମାଇଥିଲେ। ତେବେ ବିମାନଟି କାହିଁକି…

୨ ବର୍ଷରେ ୫ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ କାମୁଡ଼ିଲେଣି ବୁଲା କୁକୁର: ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଅହେତୁକ ଭାବେ ବୃଦ୍ଧି ପାଉଛି ବୁଲା କୁକୁରଙ୍କ ଦୌରାତ୍ମ । ଗତ ଦୁଇ ବର୍ଷରେ ୫ ଲକ୍ଷରୁ ଅଧିକ ଲୋକଙ୍କୁ କାମୁଡ଼ିଲେଣି ବୁଲା କୁକୁର । ଆଜି ବିଧାନସଭାରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ବିଧାୟକ କାଡ୍ରାକା…

ସଡକରୁ ସଂସଦ…ସମ୍ଭଲ ତାତି

ନୂଆଦିଲ୍ଲୀ: ଥମୁନି ସମ୍ଭଲ ହିଂସା ତାତି । ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶ ସମ୍ଭଲ ଯିବା ପାଇଁ ବାହାରିଥିଲେ । ତେବେ ସେମାନଙ୍କୁ ୟୁପି ଗାଜିପୁର ସୀମାରେ ହିଁ ରୋକାଯାଇଥିଲା । ପୋଲିସ ପ୍ରଶାସନ ସେମାନଙ୍କୁ ସମ୍ବଲ ଯିବାକୁ ଅନୁମତି ଦେଇନଥିଲା । ଫଳରେ ରାହୁଲ, ପ୍ରିୟଙ୍କା,…

କାହିଁକି ଫଡନାବିସଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ବାଛିଲା ବିଜେପି?

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରିଲା ସିଏମ୍ ସସପେନ୍ସ । ଆସନ୍ତାକାଲି ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନାବିସ। ବିଜେପି ବିଧାୟକ ଦଳ ବୈଠକରେ ଫଡନାବିସଙ୍କ ନାଁରେ ମୋହର ଲାଗିଛି । ଶିବସେନା ମୁଖ୍ୟ ଏକନାଥ ସିନ୍ଦେ ଓ ଏନସିପିର ଅଜିତ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ପଦ…

୩ଟି କୁତବମିନାର ବୁଡ଼ି ଯିବାର କ୍ଷମତା ରଖିଛି ଏହି ନଦୀ, ଗଭୀରତା ଜାଣି ହେବେ ଆଶ୍ଚର୍ଯ୍ୟ

ଆପଣ କେବେ ଭାବିଛନ୍ତି କି ନଦୀ କେତେ ଗଭୀର? ବୋଧହୁଏ ଏତେ ଅଧିକ ଯେ ଜଣେ ବ୍ୟକ୍ତି ବୁଡ଼ି ଯାଇପାରେ? କିନ୍ତୁ ଆପଣ ସେହି ନଦୀ ବିଷୟରେ ଜାଣନ୍ତି କି ଯେଉଁଥିରେ ତିନୋଟି କୁତବମିନାର ବୁଡ଼ି ଯିବାର କ୍ଷମତା ରଖିଛି। ଏହି ନଦୀ ଆଫ୍ରିକୀୟ ମହାଦେଶର ସବୁଠାରୁ ଲମ୍ବା ଏବଂ ଗଭୀର ନଦୀ କଙ୍ଗୋ ନଦୀ ।…

ନୂଆ ବର୍ଷ ପାଳନ ପାଇଁ ଏହି ୪ ସ୍ଥାନ ସର୍ବୋତ୍ତମ, ଆଜି ହିଁ ଟିକେଟ୍ ବୁକ୍ କରନ୍ତୁ

ନୂଆଦିଲ୍ଲୀ: ଚାଲିଛି ଡିସେମ୍ବର ମାସ ଏହା ସହିତ ଲୋକମାନେ ନୂଆ ବର୍ଷ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଛନ୍ତି । ନୂଆ ବର୍ଷ ଲୋକଙ୍କ ଜୀବନରେ ଏକ ନୂଆ କ୍ୟାଲେଣ୍ଡର ପରି । ଏହା ଜୀବନରେ ନୂତନ ଆଶା ଏବଂ ଉତ୍ସାହର ପ୍ରତୀକ ଅଟେ । ଏଭଳି ପରିସ୍ଥିତିରେ, ନୂଆ ବର୍ଷର ଏହି ବିଶେଷ ମୁହୂର୍ତ୍ତକୁ ପାଳନ…

ଚୋରା ଚାଲାଣ ବେଳେ ଦୁଇଟି ଗୋରୁ ବୋଝେଇ ଟ୍ରକ ଜବତ, ଡ୍ରାଇଭର ଅଟକ

ସୁବର୍ଣ୍ଣପୁର: ଚୋରାଚାଲାଣ ବେଳେ ଦୁଇଟି ଗୋରୁ ବୋଝେଇ ଟ୍ରକ୍ କୁ ଅଟକାଇଲା ସୁବର୍ଣ୍ଣପୁର ଜିଲ୍ଲା ବିନିକା ପୋଲିସ । ମହାନଦୀ ପୋଲ ନିକଟ କଲେଜ ଛକ ଠାରେ ପାଟ୍ରୋଲିଂ କରୁଥିବା ସମୟରେ ରାମପୁର ପଟରୁ ଦୃତ ଗତିରେ ଆସୁଥିବା ଦୁଇଟି ଟ୍ରକକୁ ଅଟକେଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଟ୍ରକ ଦ୍ବୟ ଦ୍ରୁତ…