Latest Odisha News

BREAKING NEWS

Yearly Archives

2024

ରାଜ୍ୟରେ ଖସିବ ରାତ୍ରୀର ତାପମାତ୍ରା

ଭୁବନେଶ୍ୱର: ଆଗାମୀ ଦୁଇ ଦିନ ଧରି ଓଡିଶାରେ କୁହୁଡି ଓ ବର୍ଷା ହେବାର ସମ୍ଭାବନା ଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ଡିସେମ୍ବର ୪ରେ କୋରାପୁଟ, ରାୟଗଡା ଏବଂ ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନ…

‘ବ୍ରେନ୍ ରୋଟ’ ୨୦୨୪ର ୱାର୍ଡ ଅଫ୍ ଦ ଇୟର, ଜାଣନ୍ତୁ ଏହାର ଅର୍ଥ

ନୂଆଦିଲ୍ଲୀ: ଅକ୍ସଫୋର୍ଡ ୨୦୨୪ ବର୍ଷର ଶବ୍ଦ ଘୋଷଣା କରିଛି। ଅକ୍ସଫୋର୍ଡ ବ୍ରେନ୍ ରୋଟ୍‌କୁ ଚଳିତ ବର୍ଷ ଅର୍ଥାତ୍ ୨୦୨୪ର ୱାର୍ଡ ଅଫ୍ ଦ ଇୟର ଭାବେ ଘୋଷଣା କରିଛି। କିନ୍ତୁ ଏହି ଶବ୍ଦର ଅର୍ଥ କ’ଣ ଆପଣ ଜାଣନ୍ତି କି? ବାସ୍ତବରେ, କେବଳ ଚିନ୍ତା ନକରି ସୋସିଆଲ ମିଡିଆରେ ସ୍କ୍ରୋଲିଂର ନିରନ୍ତରତା…

ଡାକ୍ତରଙ୍କ ବଡ ଅବହେଳା! ମସ୍ତିଷ୍କ ଟ୍ୟୁମରକୁ କହିଦେଲେ ମାଇଗ୍ରେନ୍, ଆଉ ତାପରେ…

ମସ୍ତିଷ୍କ ଟ୍ୟୁମର ପରି ଏକ ଗୁରୁତର ରୋଗକୁ ମାଇଗ୍ରେନ ମୁଣ୍ଡବିନ୍ଧା କହିଦେଲେ ଡାକ୍ତର। ଆଉ ଡାକ୍ତରଙ୍କ ଏହି ଅବହେଳା ଜଣେ ୨୫ ବର୍ଷ ବୟସ୍କା ମହିଳାଙ୍କ ଜୀବନ ବଦଳାଇ ଦେଲା। ଯେତେବେଳେ ଇଂଲଣ୍ଡର ବାସିନ୍ଦା ଟିଆ ବ୍ରାଡବିରୀ ପାଞ୍ଚ ମାସର ଗର୍ଭବତୀ ଥିଲେ, ସେତେବେଳେ ସେ ଲଗାତାର ମୁଣ୍ଡବିନ୍ଧା…

ରାଜସ୍ଥାନ ବୁଲି ଗଲେ ସାଥୀରେ ଆଣନ୍ତୁ ଏସବୁ ଖାସ୍ ଜିନିଷ , ମିଳେ ଶସ୍ତାରେ

ନୂଆଦିଲ୍ଲୀ: ଶୀତ ଦିନ ଆସିଗଲାଣି । ବୁଲାବୁଲି ପାଇଁ ତ ଆପଣ ପ୍ଲାନ୍ କରୁଥିବେ । ତେବେ ଆପଣଙ୍କ ପ୍ଲାନରେ ସାମିଲ କରନ୍ତୁ ରାଜସ୍ଥାନକୁ । ଏବେ ସବୁଠାରୁ ଭଲ ସମୟ ରାଜସ୍ଥାନ ବୁଲି ଯିବା ପାଇଁ । ରାଜସ୍ଥାନର ଜୈସଲମେର, ଅଲୱାର, ଉଦୟପୁର, ଭରତପୁର, ନିମରାନା, ଜୟପୁର, ମାଉଣ୍ଟଆବୁ ହେଉଛି…

‘ଯେଉଁ ସଦସ୍ୟଙ୍କୁ କହିବାର ଅନୁମତି ମିଳିନାହିଁ, ସେମାନଙ୍କ କଥାରେ ଉତ୍ତର ଦେବା ଅଭ୍ୟାସ ଛାଡନ୍ତୁ’

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ୍ ବିର୍ଲା ବୁଧବାର ଗୃହରେ କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନଙ୍କୁ କହିଛନ୍ତି ଯେ, ସେହି ସଦସ୍ୟଙ୍କ କଥାର ଉତ୍ତର ଦେବାର ଅଭ୍ୟାସ ଛାଡିଦିଅନ୍ତୁ ଯେଉଁମାନେ ନିଜ ଆସନରୁ କହିବାର ଅନୁମତି ପାଇନାହାନ୍ତି । ଲୋକସଭାରେ ପ୍ରଶ୍ନକାଳ ସମୟରେ ନୂତନ ଏବଂ ନବୀକରଣଯୋଗ୍ୟ…

ଘରକୁ ଫେରିଲେ କମେଡିଆନ ସୁନିଲ ପାଲ, ଅପହରଣ ଅଭିଯୋଗ କରିଥିଲେ ପତ୍ନୀ

ମୁମ୍ବାଇ: ଘରକୁ ଫେରିଲେ କମେଡିଆନ ସୁନିଲ ପାଲ। ହାସ୍ୟ ଅଭିନେତା ସୁନୀଲ ପାଲ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ପତ୍ନୀ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ଯାହାପରେ ଅଭିନେତା କେଉଁଠାରେ ଅଛନ୍ତି ଏବଂ ତାଙ୍କ ସହିତ ପ୍ରକୃତରେ କ’ଣ ଘଟିଛି, ସେଭଳି କିଛି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି…

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ

ଜୟପୁର: ଗିରଫ ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ। ଭିଜିଲାନ୍ସ ଅଧିକାରୀମାନେ ଆଜି ବିଶ୍ୱନାଥ ପାତ୍ରଙ୍କୁ ଗିରଫ କରିଛନ୍ତି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଜୟପୁରରେ…

ମଝି ସମୁଦ୍ରରେ ଫସିଲା ଷ୍ଟାରଲିଙ୍କ, ଯାଞ୍ଚ କରିବ ଭାରତ

ନୂଆଦିଲ୍ଲୀ: ଏଲନ ମସ୍କଙ୍କ ଷ୍ଟାରଲିଙ୍କ ସାଟେଲାଇଟ୍ ଇଣ୍ଟରନେଟ ଏପର୍ଯ୍ୟନ୍ତ ଭାରତରେ ଲଞ୍ଚ କରିନାହିଁ। କିନ୍ତୁ ଏହା ଭାରତୀୟ ସାମୁଦ୍ରିକ ସୀମାରେ ଅଟକି ରହିଛି, ଯାହାର ତଦନ୍ତ ଦାୟିତ୍ୱ ନେଇଛି ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ପୋଲିସ। ସୂଚନା ଅନୁଯାୟୀ, ପୋଲିସ କିଛି ଚୋରା…

୫ ବର୍ଷରେ ପ୍ରଥମ, ୟୁପିଆଇ ପାଇଁ କମିଲା ଏଟିଏମ ସଂଖ୍ଯା

ନୂଆଦିଲ୍ଲୀ: ପାଞ୍ଚ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ ଏଟିଏମ ସଂଖ୍ୟା ହ୍ରାସ ପାଇଛି। ଏନେଇ ସୋମବାର ଦିନ ସଂସଦରେ ସରକାର ସୂଚନା ଦେଇଛନ୍ତି। ଖାସକଥା ହେଉଛି ଯେ ମେଟ୍ରୋ, ସହର ଏବଂ ମହାନଗର ତଥା ଗ୍ରାମାଞ୍ଚଳରେ ଏଟିଏମ୍ ସଂଖ୍ୟାରେ ହ୍ରାସ ଘଟିଛି। ସେପ୍ଟେମ୍ବର ୨୦୨୪ ଶେଷରେ ଦେଶରେ…

ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାବିସ୍

ମୁମ୍ବାଇ: ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାବିସ୍ l ବିଜେପି କୋର୍‌ କମିଟି ବୈଠକରେ ଫଡନାବାସ୍‌ଙ୍କ ନାଁରେ ମୋହର ବାଜିବା ନେଇ ସୂଚନା ମିଳିଛି l ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନାବିସ୍ l ବା ନେଇ ସୂଚନା ଦେବେନ୍ଦ୍ର ଫଡନାବିସ୍…