ତାଜମହଲକୁ ବୋମାରେ ଉଡାଇଦେବାକୁ ଧମକ
ନୂଆଦିଲ୍ଲୀ: ତାଜମହଲକୁ ବୋମାରେ ଉଡାଇଦେବାକୁ ଧମକ। ଆଗ୍ରାରେ ଥିବା ଐତିହାସିକ ତାଜମହଲକୁ ମଙ୍ଗଳବାର ଇମେଲ୍ ମାଧ୍ୟମରେ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି । ସ୍କୁଲ, ଏୟାରପୋର୍ଟ ପରେ ଏବେ ବିଶ୍ବ ଐତିହ୍ୟସ୍ଥଳକୁ ଉଡାଇବା ଧମକ ଆସିଛି। ଧମକ ପରେ ଏହା ଏକ ପ୍ରକାର ଚାଞ୍ଚଲ୍ୟ ସୃଷ୍ଟି…