ଯୁବକଙ୍କ ଚମତ୍କାର କଳାକୃତି; ୩୪୦୨ଟି ଦିଆସିଲି କାଠିରେ ତିଆରି କଲେ ନୌସେନା ବୁଡା ଜାହାଜ
ପୁରୀ: ଦିଆସିଲି କାଠିରେ ଅଦ୍ଭୁତ କଳାକୃତି । ପୁରୀର ୨୧ ବର୍ଷୀୟ ପ୍ରତିଭାବାନ କଳାକାର ଶାଶ୍ୱତ ରଞ୍ଜନ ସାହୁ ୩ ହଜାର ୪୦୨ଟି ଦିଆସିଲି କାଠି ବ୍ୟବହାର କରି ଆଇଏନ୍ଏସ୍ ଭେଲା (ଏସ୍୨୪)ର ଏକ ଜଟିଳ ମଡେଲ ତିଆରି କରିଛନ୍ତି । ଏହି ଉଲ୍ଲେଖନୀୟ କଳାକୃତିର ଲମ୍ବ ୨୨ ଇଞ୍ଚ ରହିଛି । ଏହାକୁ ନିର୍ମାଣ…