ପ୍ରତ୍ୟେକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି ସମ୍ବିଧାନ: ମୋଦୀ
ନୂଆଦିଲ୍ଲୀ: ଚଳିତ ବର୍ଷର ଶେଷ ମନ୍ କୀ ବାତ୍ରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ମନ୍ କୀ ବାତ୍ ର ୧୧୭ତମ ଅଧ୍ୟାୟରେ ସମ୍ବିଧାନ ସମ୍ବନ୍ଧରେ ଅନେକ ଗୁରୁତ୍ଵପୁର୍ଣ୍ଣ ତଥ୍ୟା ଉପସ୍ଥାପନା କରିଛନ୍ତି ମୋଦୀ । ଏଥିସହ ମହାକୁମ୍ବ ଏବଂ ପ୍ରୟାଗରାଜ ବିଷୟରେ ମଧ୍ୟ ଉଲ୍ଲେଖ…