ଗୋରୁ ଚାଲାଣ ସମୟରେ ପୋଲିସ ଚଢ଼ାଉ
ଭଦ୍ରକ: ଏବେ ବି ରାଜ୍ୟରେ ବେଧଡକ ଚାଲିଛି ଗୋରୁ ଚାଲାଣ। ଭଦ୍ରକ ଡାହାଣୀ ଗଢ଼ିଆ ଠାରେ ଗୋରୁ ବୋଝେଇ ଗାଡ଼ି ଉପରେ ଚଢାଉ କଲା ପୋଲିସ। ଫଳରେ ଗୋରୁ ବୋଝେଇ ଗାଡ଼ି ଜବତ କଲା ପୋଲିସ। ଘଟଣାସ୍ଥଳରୁ ଡ୍ରାଇଭର ଫେରାର।
ସୂଚନା ଅନୁସାରେ ତିହିଡିରୁ ଗୋରୁ ବୋଝେଇ କରି ଏକ ଗାଡ଼ି ରାତିରେ ଆସୁଥିବା ନେଇ…