ସ୍ଵାଧିନତା ପରେ ଗଢିଉଠିଥିଲା ଭାରତର ଏହି ୧୦ ସହର….
ଭୁବନେଶ୍ଵର: ସ୍ୱାଧୀନତା ପରେ ଭାରତରେ ଅନେକ ନୂତନ ସହର ଗୁଡିକ ପ୍ରତିଷ୍ଠା ହୋଇଥିଲା । ଯାହା ଆଜି ବି ତା’ର ଅଖଣ୍ଡତା ବଜାୟ ରଖିଛି । ଅର୍ଥନୈତିକ, ଶିଳ୍ପ, ପ୍ରଶାସନିକ ଏବଂ ସାଂସ୍କୃତିକ ବିକାଶ ପାଇଁ ଏହି ସହରଗୁଡିକ ପ୍ରତିଷ୍ଠା କରାଯାଇଥିଲା । ତେବେ ଆସନ୍ତୁ ଜାଣିବା ସେହି ସହର ବିଷୟରେ……