ନୂଆବର୍ଷରୁ ଥରାଇବ ଜାଡ, ୪ ଡିଗ୍ରୀ ଯାଏ ହ୍ରାସ ପାଇବ ତାପମାତ୍ରା
ଭୁବନେଶ୍ଵର: ନୂଆବର୍ଷରୁ ରାଜ୍ୟରେ ଥରାଇବ ଜାଡ। ଏବେ ଶୀତ କମିଥିବା ବେଳେ ଆସନ୍ତା ୨ ଦିନ ପରେ ରାତି ତାପମାତ୍ରା ୪ ଡିଗ୍ରୀ ଯାଏ ହ୍ରାସ ପାଇପାରେ। ପ୍ରବଳ ଜାଡ ସହ ଅସ୍ତବ୍ୟସ୍ତ କରିବ ଘନ କୁହୁଡି । ସେପଟେ ପଶ୍ଚିମା ଝଡ଼ ପ୍ରଭାବରେ ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡିରେ…