ବାଂଲାଦେଶରେ ବ୍ୟାନ ହେବ ଇସ୍କନ୍! ହାଇକୋର୍ଟରେ ଆବେଦନ କଲେ ଆର୍ଟର୍ଣ୍ଣି ଜେନେରାଲ
ଢାକା: ଇସ୍କନ ନେତା ତଥା ହିନ୍ଦୁ ସନ୍ଥ ଚିନ୍ମୟ କୃଷ୍ଣ ଦାସଙ୍କୁ ବାଂଲାଦେଶରେ ଗିରଫ କରିବା ଘଟଣା ଏବେ ଜୋର ଧରିଛି। ଇସ୍କନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ବାଂଲାଦେଶର ଓକିଲ ହାଇକୋର୍ଟରେ ପିଟିସନ୍ ଦାଖଲ କରିଛନ୍ତି। ଇସ୍କନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଜଷ୍ଟିସ ଫରାହ ମେହବୁବଙ୍କୁ ନେଇ…