Latest Odisha News
Yearly Archives

2024

ଅଗ୍ନିଶମ ବିଭାଗରେ ସାମିଲ ହେବେ ମହିଳା

ଭୁବନେଶ୍ବର: ଅଗ୍ନିଶମ ବିଭାଗରେ ସାମିଲ ହେବେ ମହିଳା। ସେମାନଙ୍କ ପଦବୀକୁ ଫାୟାର ଫାଇଟର ବା ଅଗ୍ନିଯୋଦ୍ଧା ଭାବେ ନାମିତ କରାଯିବ। ଆଗାମୀ ଦିନରେ ଫାୟାର ମ୍ୟାନ ପଦବୀରେ ମହିଳାଙ୍କ ନିଯୁକ୍ତି ବିଷୟକୁ ବିଚାରକୁ ନିଆଯିବ। ଏଥିପାଇଁ ଆବଶ୍ୟକୀୟ ସଂଶୋଧନ ଜରିଆରେ ପଦବୀକୁ ଫାୟାର ଫାଇଟର ବା…

ଭୁବନେଶ୍ଵର ଆସୁଛନ୍ତି ପ୍ରଧାନମନ୍ତ୍ରୀ: କାର୍ଯ୍ୟକ୍ରମ ସ୍ଥାନ ହେବ ‘ନୋ ଫ୍ଲାଇଙ୍ଗ୍‌ ଜୋନ୍‌’

ଭୁବନେଶ୍ଵର:୫୯ତମ ସର୍ବଭାରତୀୟ ଡିଜିପି ସମ୍ମିଳନୀ ପାଇଁ ତିନି ଦିନିଆ ଗସ୍ତରେ ଭୁବନେଶ୍ଵର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ୍ ଶାହ। ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି।  ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା…

ଲଳିତ ମୋଦିଙ୍କ ଚାଂଚଲ୍ୟକର ବୟାନ: ଆଇପିଏଲରେ ଅମ୍ପାୟର ଫିକ୍ସ ହେଉଥିଲେ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ପ୍ରତିଷ୍ଠାତା ଲଳିତ ମୋଦି ଏକ ପୋଡକାଷ୍ଟରେ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଆଇପିଏଲରେ ଅମ୍ପାୟର ମ୍ୟାଚ ଫିକ୍ସ କରୁଥିଲେ । ଚେନ୍ନାଇ ସୁପର କିଙ୍ଗସର ମାଲିକ ଏନ.ଶ୍ରୀନିବାସନ ମ୍ୟାଚ ବେଳେ ଚେନ୍ନାଇର ଅମ୍ପାୟରଙ୍କୁ ନିୟୋଜିତ କରୁଥିଲେ ।…

୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଓଡ଼ିଶା ମଣ୍ଡପକୁ ରୌପ୍ୟ ପୁରସ୍କାର

ନୂଆଦିଲ୍ଲୀ: ନୂଆଦିଲ୍ଲୀ ପ୍ରଗତି ମଇଦାନର ଭାରତ ମଣ୍ଡପମରେ ବୁଧବାର ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଉଦଯାପନୀ ଦିବସ ଅନୁଷ୍ଠିତ ହୋଇଛି। ମେଳାରେ ଭାରତର ବିଭିନ୍ନ ରାଜ୍ୟର କଳା ସଂସ୍କୃତି ଏବଂ ବାଣିଜ୍ୟକୁ ପ୍ରଦର୍ଶିତ କରାଯାଇଥିବାବେଳେ, ଏଥିରେ ସ୍ଥାନ ପାଇଛି ଓଡ଼ିଶା ପାଭିଲିୟନ। ଆଉ…

ଓପିଜିସି ଦ୍ଵାରା ଚାଲିଥିବା ପ୍ରକଳ୍ପର ସମୀକ୍ଷା: ଫ୍ଲାଏ ଆଶ ପରିଚାଳନା ପାଇଁ ଆସିବ ଏସଓପି

ଭୁବନେଶ୍ଵର: ବ୍ୟବହାର ଯୋଗ୍ୟ ହେବ ଫ୍ଲାଏ ଆଶ। ଫ୍ଲାଏ ଆଶ ପରିଚାଳନା ପାଇଁ  ରାଜ୍ୟ ସରକାର ଆଣିବେ ଏସଓପି। ଏହାକୁ ନେଇ  ଆଜି ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା  ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଓପିଜିସି ଦ୍ଵାରା ଚାଲିଥିବା ପ୍ରକଳ୍ପର ସମୀକ୍ଷା ବୈଠକ ଅନୁଷ୍ଠିତ…

ଆଇପିଏଲ ନିଲାମରେ ରେକର୍ଡ କଲେ ଜୟଦେବ ଉନାଡକଟ

ଜେଦାହ:ଜୟଦେବ ଉନାଡକଟ ଆଇପିଏଲ ନିଲାମରେ ନୂତନ ରେକର୍ଡ ସ୍ଥାପନ କରିଛନ୍ତି । ସେ ପ୍ରଥମ ଖେଳାଳି ଭାବେ ୧୩ ଥର ନିଲାମ ପ୍ରକ୍ରିୟାରେ ସାମିଲ ହେବା ସହ ବିକ୍ରି ମଧ୍ୟ ହୋଇଛନ୍ତି । ତାଙ୍କ ପୂର୍ବରୁ ଅନ୍ୟ କୌଣସି ଖେଳାଳି ଏତେ ଥର ବିକ୍ରି ହୋଇ ନାହାନ୍ତି । ଜୟଦେବ ୨୦୧୦ରେ ଆଇପିଏଲ ପଦାର୍ପଣ…

ଧାନମଣ୍ଡିରେ ଅବ୍ୟବସ୍ଥା ରୋକିବ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ , ଜାରି ହେଲା ଟୋଲ୍ ଫ୍ରି ନମ୍ବର

ଧାନ ସଂଗ୍ରହ ସମୟରେ ରହିବ ତୀକ୍ଷ୍ଣ ନଜର ଟୋଲଫ୍ରି ନଂ ୧୯୬୭ ମାଧ୍ୟମରେ କରିହେବ ଅଭିଯୋଗ ଭୁବନେଶ୍ୱର: ଆଉ ଧାନମଣ୍ଡିରେ ହେବନି ଅବ୍ୟବସ୍ଥା। ଧାନମଣ୍ଡିରେ ଅବ୍ୟବସ୍ଥା ରୋକିବାକୁ ଆରମ୍ଭ ହେଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ଆଜି ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ପରିସରରେ ଏହି କଣ୍ଟ୍ରୋଲ…

ମୁଫାସାର ସଂଘର୍ଷ ଭଳି ମୋ କାହାଣୀ: ଶାହରୁଖ

ମୁମ୍ବାଇ: ବଲିଉଡକୁ ଅନେକ ତାରକା ଆସନ୍ତି ଏବଂ ଯାଆନ୍ତି କିନ୍ତୁ ଶାହାରୁଖ ଖାନ ବନାଇଥିବା ସ୍ଥାନ ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ। ଶାହାରୁଖଙ୍କ ଷ୍ଟାରଡମ୍ ଆଜି ମଧ୍ୟ ଲୋକଙ୍କ ପାଇଁ ଏକ ପ୍ରେରଣା। ତାଙ୍କର ସଫଳତା ପଛରେ ତାଙ୍କର କଠିନ ପରିଶ୍ରମ, ନିଷ୍ଠା ସ୍ପଷ୍ଟ ବାରି ହୁଏ। ଶାହାରୁଖ ଖାନ…

ଆଇପିଏଲ ନିଲାମ: ବାଂଲାଦେଶ ଖେଳାଳିଙ୍କୁ କେହି କିଣିଲେ ନାହିଁ

ଜେଦାହ: ଆଇପିଏଲ ମେଗା ନିଲାମରେ ଏଥର କୌଣସି ବାଂଲାଦେଶୀ ଖେଳାଳିଙ୍କୁ ଫ୍ରାଂଚାଇଜରମାନେ ଦଳରେ ନେଇ ନାହାନ୍ତି । ପାକିସ୍ତାନ ପରେ ବାଂଲାଦେଶ ଖେଳାଳିଙ୍କୁ ସାଇଡଲାଇନ କରାଯାଇଥିବା ନେଇ ଆଲୋଚନା ଜୋର ଧରିଛି । ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଏବଂ ଶାସନ ପରିବର୍ତନ ପରେ ହିନ୍ଦୁଙ୍କ ଉପରେ…

ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ୫ ବର୍ଷରେ ଦେଢ଼ ଲକ୍ଷ ନିଯୁକ୍ତି

ଭୁବନେଶ୍ବର: ୫ ବର୍ଷରେ ପୂରଣ ହେବ ଦେଢ଼ ଲକ୍ଷ ପଦବୀ। ଯାହା ସବୁ ପଦବି ଖାଲି ରହିଛି ଏବଂ ଆବଶ୍ୟକ ଥିବା ପଦବି ଦରକାର ଅଛି ସେଥିପାଇଁ ବ୍ୟବସ୍ଥା କରାଯାଉଛି। ୧୦,୦୦୦ ପଦବି ଶୀଘ୍ର ପୂରା କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଭୁବନେଶ୍ବରରେ ଆୟୋଜିତ ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହରେ…