Latest Odisha News
Yearly Archives

2024

ଯଶସ୍ୱୀଙ୍କ ବିଶ୍ୱରେକର୍ଡ ଭାଙ୍ଗିଲେ ଆୟୂଷ

ଅହମ୍ମଦାବାଦ: ବିଜୟ ହଜାରେ ଟ୍ରଫିରେ ମୁମ୍ବାଇର ଆୟୂଷ ମାହାତ୍ରେ ନାଗାଲାଣ୍ଡ ବିପକ୍ଷ ମ୍ୟାଚରେ ବିଶ୍ୱରେକର୍ଡ କରିଛନ୍ତି । ଆୟୂଷ ଲିଷ୍ଟ ଏ କ୍ରିକେଟରେ କମ ବୟସର ଖେଳାଳି ଭାବେ ୧୫୦ରୁ ଊର୍ଦ୍ଧ୍ୱ ରନ କରିଛନ୍ତି । ସେ ୧୧୭ ବଲରେ ୧୧ ଛକା ଓ ୧୫ ଚୌକା ସହାୟତାରେ ୧୮୧ ରନ କରିଥିଲେ । ଆୟୂଷ ୧୭…

ନୂଆବର୍ଷ ପାଳିବେନି ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାତି ପାହିଲେ ୨୦୨୪କୁ ବିଦାୟ ଦେଇ ପାଦ ଥାପିବ ୨୦୨୫ । ନୂଆବର୍ଷକୁ ସ୍ୱାଗତ କରିବାକୁ ସମସ୍ତଙ୍କ ମନରେ ପ୍ରବଳ ଉତ୍ସାହ ରହିଛି । ହେଲେ ଏଥର ନୂଆ ବର୍ଷ ପାଳିବେନି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ମନମୋହନ…

ମିକା ଓ କପିଲଙ୍କୁ ଚାପୁଡ଼ା ମାରିଥିଲେ ମୋ ଗାର୍ଡ: କେଆରକେ

ନୂଆଦିଲ୍ଲୀ: ନିକଟରେ ବଲିଉଡ ଗାୟକ ମିକା ସିଂ ଏକ ଚାଞ୍ଚଲ୍ୟକର ମନ୍ତବ୍ଯ ଦେଇ କହିଥିଲେ ଯେ କପିଲ ଶର୍ମା, କମଲ ଆର ଖାନ (କେଆରକେ)ଙ୍କ ଘରେ ବହୁତ ହଙ୍ଗାମା କରିଥିଲେ। ଯାହାପରେ ଘଟଣାରେ ମୁହଁ ଖୋଲିଛନ୍ତି କେଆରକେ। କେଆରକେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଭିଡିଓ ସେୟାର କରି କହିଛନ୍ତି ଯେ…

୨୪ର ଚର୍ଚ୍ଚିତ ରାୟ: ଜାଣନ୍ତୁ କ’ଣ ଥିଲା ନିଷ୍ପତ୍ତି

ନୂଆଦିଲ୍ଲୀ: ବିଦାୟୀ ବର୍ଷରେ ସୁପ୍ରିମକୋର୍ଟ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଥିଲେ। ସମ୍ବିଧାନ ପ୍ରସ୍ତାବନାରୁ ଧର୍ମନିରପେକ୍ଷ ଓ ସମାଜବାଦ ଶବ୍ଦ ହଟାଇବା, ନିର୍ବାଚନୀ ବଣ୍ଡକୁ ରଦ୍ଦ କରିବା, କୋଟା ପ୍ରସଙ୍ଗ ଓ ଧର୍ମପୀଠ ସର୍ଭେକୁ ନେଇ ସୃଷ୍ଟି ବିବାଦ ଭଳି ଅନେକ…

ଜୟପୁରରେ ୨୯ ଟନ୍ ଅମ୍ଳଜାନ ଟ୍ୟାଙ୍କରରୁ ଅକ୍ସିଜେନ୍ ଲିକ୍, ତାପରେ…

ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରେ ପୁଣି ଅଘଟଣ । ମଙ୍ଗଳବାର ସନ୍ଧ୍ୟାରେ ବିକେଆଇ ରୋଡ୍ ନମ୍ବର ୧୮ରେ ଅବସ୍ଥିତ ଅଜମେରା ଅମ୍ଳଜାନ ଗ୍ୟାସ୍ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ଘଟଣା ସାମ୍ନାକୁ ଆସିଛି । ପ୍ଲାଣ୍ଟର ୨୯ ଟନ୍ ଅମ୍ଳଜାନ ଟ୍ୟାଙ୍କରର ବଲ୍ବ ଭାଙ୍ଗି ଯିବାଫଳରେ ୨୦୦-୩୦୦ ମିଟର ପର୍ଯ୍ୟନ୍ତ…

ବଲିଉଡ ଛାଡିବେ ଅନୁରାଗ କଶ୍ୟପ! 

ମୁମ୍ବାଇ: ଗ୍ୟାଙ୍ଗସ୍ ଅଫ୍ ୱାସିପୁର ପରି ଚଳଚ୍ଚିତ୍ର ନିର୍ମାଣ କରିଥିବା ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ବଲିଉଡ ଛାଡିବାକୁ ଚାହୁଁଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ ମୁମ୍ବାଇ ଛାଡିବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି। ସେ ଆହୁରି ମଧ୍ଯ କହିଛନ୍ତି ଯେ ଆଜିକା ସମୟରେ ହିନ୍ଦୀ…

ରୁଷିଆ-ୟୁକ୍ରେନ ଯୁଦ୍ଧ ଭିତରେ ଆସିଲା ଖୁସି ଖବର, ଜାଣନ୍ତୁ କ’ଣ ହେଲା

ନୂଆଦିଲ୍ଲୀ : ରୁଷିଆ-ୟୁକ୍ରେନ ଭୟଙ୍କର ଯୁଦ୍ଧ ଭିତରେ ଆଶାର ଆଲୋକ ସଂଞ୍ଚାର ହୋଇଛି । ୨୦୨୪ର ଶେଷ ଦିନରେ ଆସିଛି ଖୁସିର ଖବର । ଦୀର୍ଘ ଦିନ ଧରି ଯୁଦ୍ଧ ବନ୍ଦୀ ଥିବା ୩୦୦ରୁ ଅଧିକ ନାଗରିକ ହୋଇଛନ୍ତି ମୁକ୍ତ । ଏହି ଯୁଦ୍ଧ ବନ୍ଦୀମାନଙ୍କୁ ମୁକୁଳାଇବାରେ ୟୁଏଇ ସାଜିଥିଲା ମଧ୍ୟସ୍ଥି । ରୁଷିଆ…

ରାଜ୍ୟର ୮ ଜଣ ଆଇପିଏସ୍ ଅଫିସରଙ୍କୁ ମିଳିଲା ପଦୋନ୍ନତି

ଭୁବନେଶ୍ୱର: ଓଡିଶାର ୮ ଜଣ ଆଇପିଏସ୍ ଅଫିସରଙ୍କୁ ମିଳିଲା ପଦୋନ୍ନତି । ଏହା ସହ ୩ ଜଣ ଆଇପିଏସ ଅଫିସରଙ୍କୁ ମିଳିଲା ଡିଆଇଜି ପାହ୍ୟା । ୨୦୦୦ ବ୍ୟାଚ୍‌ ଆଇପିଏସ୍ ଅଫିସର ଯତୀନ୍ଦ୍ର କୋୟଲଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଥିବା ୨୦୦୦ ବ୍ୟାଚ୍‌…

ବାଘୁଣୀ ଜିନ୍ନତକୁ ଶିମିଳିପାଳ ଫେରାଇବାକୁ ଏନଟିସିଏର ନିର୍ଦ୍ଦେଶ

ଭୁବନେଶ୍ବର: ଶିମିଳିପାଳ ସୀମା ଡେଇଁ ଝାଡଖଣ୍ଡ ପରେ ପଶ୍ଚିମବଙ୍ଗ ଚାଲିଯାଇଥିଲା ମରାଠା ବାଘୁଣୀ ଜିନ୍ନତ । ହେଲେ ଏବେ ତାକୁ ଟ୍ରାଙ୍କୁଲାଇଜ୍ କରି ଆଲିପୁର ଚିଡ଼ିଆଖାନାରେ ରଖାଯାଇଛି । ଅନ୍ୟପଟେ, ଜିନ୍ନତକୁ ଶିମିଳିପାଳ ଫେରାଇବାକୁ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି ଏନଟିସିଏ ।…

ଇଂଲଣ୍ଡ ବିପକ୍ଷ ସିରିଜରେ ବୁମରାହଙ୍କୁ ଦିଆଯାଇପାରେ ବିଶ୍ରାମ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦିନିକିଆ ଓ ଟି୨୦ ସିରିଜ ପାଇଁ ଭାରତର ଷ୍ଟାର ପେସର ଯଶପ୍ରୀତ ବୁମରାହଙ୍କୁ ବିଶ୍ରାମ ଦିଆଯାଇପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଇଂଲଣ୍ଡ ଟିମ ଭାରତ ଗସ୍ତରେ ଆସିବ । ଏଠାରେ ଭ୍ରମଣକାରୀ ଦଳ ୫ଟି ଟି୨୦ ଓ ୩ଟି ଦିନିକିଆ ମ୍ୟାଚ…