ଡ୍ରାଭିଡ-ଶ୍ରୀନାଥଙ୍କ ରେକର୍ଡ ଭାଙ୍ଗି ପାରିଲେନି ନୀତିଶ-ସୁନ୍ଦର
ମେଲବୋର୍ଣ୍ଣ: ନୀତିଶ କୁମାର ରେଡ୍ଡୀଙ୍କ ଆକର୍ଷଣୀୟ ଶତକ ବଳରେ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭାରତ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୯ ୱିକେଟ ବିିନିମୟରେ ୩୫୮ ରନ ସଂଗ୍ରହ କରିଛି । ନୀତିଶ ୧୦୫ ରନ କରି ଅପରାଜିତ ରହିଛନ୍ତି । ଏହି ଶତକ ସହ ନୀତିଶ ନିଜ ନାମରେ ଅନେକଗୁଡିଏ ରେକର୍ଡ…