ଗୃହରେ ଗନ୍ଧମାର୍ଦ୍ଦନ ଝଡ: ମନ୍ତ୍ରୀ କହିଲେ, ପୂର୍ବ ସରକାର ଦେଇଥିଲେ, ଆମେ ଇଞ୍ଚିଏ ଦେବୁନି…
ଭୁବନେଶ୍ବର: ଗନ୍ଧମାର୍ଦ୍ଦନ ପର୍ବତରେ ଖଣି ଉତ୍ତୋଳନ ପାଇଁ ଆଦାନୀକୁ ଅନୁମତି ଦେବା ପ୍ରସଙ୍ଗକୁ ନେଇ ଆଜି ଗୃହରେ ମୁହାଁମୁହିଁ ହୋଇଛନ୍ତି ଶାସକ ବିରୋଧୀ । ଏହାକୁ ନେଇ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଗୃହରେ ଉଦବେଗ ପ୍ରକାଶ କରିଥିବା ବେଳେ କଡା ମନ୍ତବ୍ୟ ରଖିଛନ୍ତି…