କାର୍ଯ୍ୟରେ ଯୋଗ ଦେଲେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା
ଭୁବନେଶ୍ବର: ଶେଷରେ କାର୍ଯ୍ୟରେ ଯୋଗ ଦେଲେ ଆଇଏଏସ୍ ସୁଜାତା କାର୍ତ୍ତିକେୟନ ରାଉତ । ୬ ମାସରୁ ଛୁଟିରେ ଫେରିବା ପରେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି । ଗତକାଲି ସୁଜାତାଙ୍କ ସାନି ଛୁଟି ଖାରଜ ହେବା ପରେ ଆଜି କାର୍ଯ୍ୟରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ।
ତେବେ ବିଜେଡିର ନିର୍ବାଚନୀ…