Latest Odisha News

BREAKING NEWS

Yearly Archives

2024

ମଣିପୁରରେ ଏଏଫଏସପିଏ ବିବାଦ

ଇମ୍ଫାଲ: ମଣିପୁରରେ ପୁଣି ଥରେ ବଢିଯାଇଛି ଦୁଇ ଜାତି ମଧ୍ୟରେ ବିବାଦ। ମଣିପୁର ବିଧାନସଭାର ୧୦ ଜଣ ବିଧାୟକ ସମଗ୍ର ରାଜ୍ୟରେ ଏଏଫଏସପିଏ (AFSPA) କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି। ମଣିପୁରର ଅନେକ ଅଞ୍ଚଳ ଏହି ନିୟମକୁ ବିରୋଧ କରି ନିଆଁରେ ଜଳୁଛି। ସୋମବାର ହଜାର ହଜାର ମହିଳା ଏହି…

ଏ ଆର ରହମାନ ମୋ ବାପା ଭଳି, ଅପପ୍ରଚାର କରନ୍ତୁନି: ମୋହିନି

ନୂଆଦିଲ୍ଲୀ: ବିବାହର ୨୯ ବର୍ଷ ପରେ ଏ.ଆର୍ ରହମାନ ଏବଂ ସାଇରା ବାନୁଙ୍କ ଛାଡପତ୍ର ପ୍ରଶଂସକଙ୍କୁ ଚକିତ କରିଥିଲା। ଏହାରି ମଧ୍ୟରେ ଏ. ଆର୍ ରହମାନଙ୍କ ସହ କାମ କରୁଥିବା ମୋହିନୀ ଦେ ମଧ୍ୟ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବା ନେଇ ଘୋଷଣା କରିଥିଲେ। ଯାହା ପରେ ରହମାନ ଓ ମୋହିନିଙ୍କ ସମ୍ପର୍କକୁ…

ବିଜେପିର ବିଭୀଷଣ ପଲିଟିକ୍ସ ଫେଲ୍ !

ନୂଆଦିଲ୍ଲୀ: ଝାଡଖଣ୍ଡରେ ଚମ୍ପାଇ ସୋରେନଙ୍କ କାନ୍ଧରେ ବନ୍ଧୁକ ରଖି କ୍ଷମତାର ଅଙ୍କ କଷିଥିଲା ବିଜେପି । ହେଲେ ବିଜେପି ବନ୍ଧୁକରୁ ହୋଇଗଲା ମିସଫାୟାର । କେବଳ ଝାଡ଼ଖଣ୍ଡ ନୁହେଁ, ବିହାରରୁ ପଶ୍ଚିମବଙ୍ଗ ଯାଏଁ ଫେଲ୍ ମାରିଛି ବିଜେପିର ବିଭୀଷଣ ପଲିଟିକ୍ସ । ମହାରାଷ୍ଟ୍ରରେ ଏକନାଥ ସିନ୍ଦେଙ୍କୁ…

ସୋଫା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ୩ ଶ୍ରମିକ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ଏକ ସୋଫା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଜଳିଗଲେ ତିନି ଜଣ ଶ୍ରମିକ । ଏଭଳି ଘଟଣା ଘଟିଛି ଦିଲ୍ଲୀର ଗ୍ରେଟର ନୋଏଡାରେ । ମୃତକ ଶ୍ରମିକମାନେ ହେଲେ ମଥୁରାର ଗୁଲଫାମ (୨୩), ବିହାରର ମଜହର ଆଲାମ (୨୯) ଏବଂ ବିହାରର ଆରାରିଆ ଦିଲଶାଦ (୨୪) । ଶ୍ରମିକମାନେ ଶୋଇଥିବା ବେଳେ…

ଆସିଲା ତାରିଖ, ୨୦ରେ ରାଜ୍ୟସଭା ଉପନିର୍ବାଚନ

ନୂଆଦିଲ୍ଲୀ: ଆସିଲା ରାଜ୍ୟସଭା ନିର୍ବାଚନ ତାରିଖ l ଆସନ୍ତା ମାସରେ ପଡିବ ଭୋଟ l ଡିସେମ୍ବର ୨୦ରେ ରାଜ୍ୟସଭା ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ l ୪ଟି ରାଜ୍ୟର ୬ଟି ଆସନ ପାଇଁ ହେବ ଉପନିର୍ବାଚନ l ଏନେଇ ସୂଚନା ଦେଇଛନ୍ତି ନିର୍ବାଚନ କମିଶନର l ଡିସେମ୍ବର ୨୦ରେ ରାଜ୍ୟସଭା ଉପନିର୍ବାଚନ…

ଆରମ୍ଭରୁ ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର: ଆରମ୍ଭ ହୋଇଛି ସପ୍ତଦଶ ବିଧାନସଭାର ଶୀତ କାଳୀନ ଅଧିବେଶନ। ଅଧିବେଶନର ଆରମ୍ଭରୁ ହିଁ ବିଧାନସଭାରେ ଅଚଳାବସ୍ଥା l ଶୂନ୍ୟକାଳରେ ଗୃହରେ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ବିଧାନସଭା ପରିସରରେ ଥିବା ସମ୍ବିଧାନ ମୁଖବନ୍ଧରୁ ଧର୍ମ ନିରପେକ୍ଷ ଓ ସମାଜବାଦୀ…

ଆଇପିଏଲ ମେଗା ନିଲାମ ପରେ କେଉଁ ଟିମ ହେଲା ମଜଭୁତ

ଆଇପିଏଲ ୨୦୨୫ ମେଗା ନିଲାମ ପରେ ସମ୍ପୂର୍ଣ୍ଣ ଟିମ ନୂଆ ରୂପରେ ପ୍ରସ୍ତୁତ ଅଛି । ଫ୍ରାଂଚାଇଜରମାନେ ଦଳକୁ ମଜଭୁତ କରିବା ପାଇଁ ସମସ୍ତ କୌଶଳ ଆପଣାଇଛନ୍ତି । ନିଲାମରେ ୫୭୭ ଖେଳାଳି ସାମିଲ ହୋଇଥିଲେ । ୬୨ ବିଦେଶୀ ସହ ଓଭରାଲ ୧୮୨ ଖେଳାଳି ବିକ୍ରି ହୋଇଛନ୍ତି । ଆସନ୍ତୁ ନଜର ପକାଇବା ଏବେ କେଉଁ…

ସମ୍ବିଧାନ ଦିବସ: ହସ୍ପିଟାଲ ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦେଶ ପାଳୁଛି 75ତମ ସମ୍ବିଧାନ ଦିବସ । ଏହି ଅବସରରେ ଭୁବନେଶ୍ୱର ସ୍ଥିତ ଏଜି ଛକ ଠାରେ ଆୟୋଜିତ ହୋଇଥିଲା ଏକ କାର୍ଯ୍ୟକ୍ରମ l କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ବିଭାଗର ପ୍ରମୁଖ ସଚିବ ଶ୍ରୀ ଭାସ୍କର ଜ୍ୟୋତି…

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଅସୁସ୍ଥ

ଚେନ୍ନାଇ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ହସ୍ପିଟାଲରେ ଭର୍ତ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଚେନ୍ନାଇର ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଅଛି। ତେବେ ଏନେଇ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଚିନ୍ତାର କୌଣସି ଆବଶ୍ୟକତା…

ଭୁଶୁଡିଲା ୧୫୦ ବର୍ଷ ପୁରୁଣା ବ୍ରିଟିଶ ଯୁଗର ସେତୁ

କାନପୁର: ଗଙ୍ଗା ନଦୀ ଦେଇ କାନପୁରରୁ ଉନ୍ନାଓ ଜିଲ୍ଲାକୁ ସଂଯୋଗ କରୁଥିବା ଏକ ବ୍ରିଟିଶ ଯୁଗର ସେତୁ ଭୁଶୁଡି ପଡିଛି । ଯାତାୟାତକୁ ସହଜ କରିବା ପାଇଁ ଏହି ସେତୁ ବ୍ରିଟିଶମାନଙ୍କ ଦ୍ୱାରା ପ୍ରାୟ 150 ବର୍ଷ ପୂର୍ବେ ନିର୍ମାଣ କରାଯାଇଥିଲା l ବ୍ରିଟିଶ ଯୁଗରେ ଏହି ସେତୁ ଦୁଇ ଜିଲ୍ଲା ମଧ୍ୟରେ…