Latest Odisha News

BREAKING NEWS

Yearly Archives

2024

ସୈନ୍ୟବାହିନୀରୁ ଟ୍ରାନ୍ସଜେଣ୍ଡରଙ୍କୁ ହଟାଇପାରନ୍ତି ଟ୍ରମ୍ପ

ୱାଶିଂଟନ: ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାରେ ରହୁଥିବା LGBTQIA + ସମ୍ପ୍ରଦାୟ ପାଇଁ ସମସ୍ୟା ସୃଷ୍ଟି କରିବାକୁ ଯାଉଛନ୍ତି। ଏକ ରିପୋର୍ଟରେ କୁହାଯାଇଛି ଯେ ଟ୍ରମ୍ପ ଆମେରିକାର ସେନାରେ କାର୍ଯ୍ୟରତ ସମସ୍ତ ଟ୍ରାନ୍ସଜେଣ୍ଡରଙ୍କୁ ବାହାର କରିବାକୁ ଚିନ୍ତା କରୁଛନ୍ତି।…

ଆଇପିଏଲ ମେଗା ନିଲାମ: ଚର୍ଚ୍ଚାରେ ଅଂଶୁଲ କମ୍ବୋଜ

ଜେଦାହ: ଆଇପିଏଲ ୨୦୨୫ ପାଇଁ ମେଗା ନିଲାମ ଚାଲିଛି । ଷ୍ଟାର ଖେଳାଳିଙ୍କ ପରେ ଏବେ ଫ୍ରାଂଚାଇଜର ମାନେ ଯୁବ ଖେଳାଳିମାନଙ୍କୁ ଦଳରେ ନେବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଦ୍ୱିତୀୟ ଦିବସରେ ଯୁବ ଖେଳାଳି ଅଂଶୁଲ କମ୍ବୋଜ ଚର୍ଚ୍ଚାର କାରଣ ସାଜିଛନ୍ତି । ହରିୟାଣାର ଏହି ଯୁବ ବୋଲର ରଣଜୀରେ…

ସମ୍ବିଧାନରୁ ହଟିବନି ‘ସମାଜବାଦୀ’ ଓ ‘ଧର୍ମନିରପେକ୍ଷ’ ଶବ୍ଦ

ନୂଆଦିଲ୍ଲୀ: ସୋମବାର ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି । ସମ୍ବିଧାନର ପ୍ରସ୍ତାବନାରେ ୧୯୭୬ରେ ପାରିତ ହୋଇଥିବା ୪୨ ତମ ସଂଶୋଧନ ଅନୁଯାୟୀ "ସମାଜବାଦୀ" ଏବଂ "ଧର୍ମନିରପେକ୍ଷ" ଶବ୍ଦକୁ ହଟାଇବାକୁ ଚ୍ୟାଲେଞ୍ଜ କରାଯାଇଥିବା ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ପ୍ରଧାନ…

ଆଦାନୀ ଗ୍ରୁପର ୧୦୦ କୋଟି ଟଙ୍କା ଫେରାଇଲେ ତେଲେଙ୍ଗାନା ସରକାର

ହାଇଦ୍ରାବାଦ: ଆମେରିକା ପକ୍ଷରୁ ଆଦାନୀ ଗ୍ରୁପ୍ ବିରୋଧରେ ଲାଞ୍ଚ ଅଭିଯୋଗ ପରେ ତେଲେଙ୍ଗାନାର କଂଗ୍ରେସ ସରକାର କମ୍ପାନୀକୁ ୧୦୦ କୋଟି ଟଙ୍କା ଫେରସ୍ତ କରିଛନ୍ତି। ଯୁବକମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଉଦ୍ଦେଶ୍ୟରେ ଏହି ପାଣ୍ଠି ବିନିଯୋଗ ହୋଇଥାନ୍ତା। ଯାହା ପାଇଁ କଂଗ୍ରେସ ସରକାର…

ଏହି ୫ କାରଣ ଯୋଗୁ ଭାରତ ଜିତିଲା ପର୍ଥ ଟେଷ୍ଟ

ପର୍ଥ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ପ୍ରଥମ ଟେଷ୍ଟକୁ ବୃହତ ବ୍ୟବଧାନରେ ଜିତିଛି । ଯଶସ୍ୱୀ ଜୈସୱାଲ ଓ ଅଧିନାୟକ ଯଶପ୍ରୀତ ବୁମରାହ ପ୍ରଦର୍ଶନ ଭାରତ ବିଜୟରେ ମୂଖ୍ୟ କାରଣ ସାଜିଥିଲା । ଆସନ୍ତୁ ନଜର ପକାଇବା କେଉଁ କାରଣ ଯୋଗୁ ଭାରତ ଏହି ମ୍ୟାଚକୁ ଜିତିଥିଲା । ପ୍ରଥମେ…

ନିର୍ବାଚନ ପୂର୍ବରୁ ବୟସ୍କଙ୍କୁ ବଡ ଉପହାର ଦେଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଦିଲ୍ଲୀରେ ଆଉ କିଛି ଦିନ ପରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ହେଲେ ନିର୍ବାଚନର ଠିକ୍ ପୂର୍ବରୁ ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ବଡ ଗୋଟି ଚଳାଇଛନ୍ତି । ହଜାର ହଜାର ବୃଦ୍ଧବୃଦ୍ଧାଙ୍କ ପାଇଁ ବଡ ଘୋଷଣା କରିଛନ୍ତି କେଜ୍ରିୱାଲ । କେଜ୍ରିୱାଲ…

କାଙ୍ଗାଳ ହୋଇଯିବ କି ନେପାଳ? 

କାଠମାଣ୍ଡୁ: ନେପାଳରେ ବର୍ତ୍ତମାନ ଆର୍ଥିକ ସଙ୍କଟ ଦେଖିବାକୁ ମିଳିଛି। ୨୦୨୪ ଜୁଲାଇରୁ ନଭେମ୍ବର ମଧ୍ୟରେ ନେପାଳ ପ୍ରାୟ ୪୬୦ ବିଲିୟନ ଟଙ୍କାର କ୍ଷତି ସହି ସାରିଲାଣି। ତେବେ ଏହା  ମୁଖ୍ୟତଃ ଆମଦାନୀ ଏବଂ ରପ୍ତାନି ମଧ୍ୟରେ ଅସନ୍ତୁଳିତ ପରିସ୍ଥିତି ଯୋଗୁ ହୋଇଥିବା କୁହାଯାଉଛି। ତେବେ ଆର୍ଥିକ…

ଉଦ୍ଧବଙ୍କୁ ‘ଦୈତ୍ୟ’ ସହ ତୁଳନା କଲେ କଙ୍ଗନା

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ର ରେଜଲ୍ଟ ପରେ ଉଦ୍ଧବ ଠାକରେଙ୍କ ଉପରେ ବର୍ଷିଛନ୍ତି ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରନାୱତ। ସେ ଉଦ୍ଧବଙ୍କ ପରାଜୟକୁ ତାଙ୍କ କର୍ମର ଫଳାଫଳ ବୋଲି ବର୍ଣ୍ଣନା କରିଛନ୍ତି। ଯେଉଁମାନେ ମହିଳା ଏବଂ ଅନ୍ୟମାନଙ୍କୁ ଅପମାନ କରନ୍ତି…

ଇସ୍ରାଏଲ ଉପରେ ୨୫୦ ରକେଟ୍ ମାଡ କଲା ହିଜବୁଲ୍ଲା

ତେଲ ଅଭିଭ: ଗତ କିଛି ମାସ ଧରି ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ଯୁଦ୍ଧ ଚାଲିଛି। ହିଜବୁଲ୍ଲା ପୁଣି ଥରେ ଇସ୍ରାଏଲ ଉପରେ ଏକ ବଡ଼ଧରଣର ଆକ୍ରମଣ କରିଛି। ଖବର ମୁତାବକ, ରବିବାର ଦିନ ହିଜବୁଲ୍ଲା ଇସ୍ରାଏଲ ଉପରେ ୨୫୦ରୁ ଅଧିକ ରକେଟ ମାଡ କରିଥିଲା। ଏହି ଆକ୍ରମଣରେ ଅତି କମରେ ୭ ଜଣ ଆହତ…

ବରଗଡରେ ବଡ ଧରଣର ଡ଼କାୟତି ଉଦ୍ୟମ ଫେଲ୍

ବରଗଡ: ବରଗଡରେ ବଡ ଧରଣର ଡ଼କାୟତି ଉଦ୍ୟମ ବିଫଳ ହୋଇଛି । ଡକାୟତ ଗ୍ୟାଙ୍ଗକୁ କାବୁ କଲା ବରଗଡ଼ ଟାଉନ ଥାନା ପୋଲିସ । ସେମାନଙ୍କ ନିକଟରୁ ୫ଟି ବନ୍ଧୁକ, ୩୪ଟି ଯିବନ୍ତ ଗୁଳି, ୨ଟି ମୋଟର ସାଇକେଲ, ୭ଟି ମୋବାଇଲ ଫୋନ୍ ସମେତ ବିଭିନ୍ନ ବ୍ୟବହୃତ ସାମଗ୍ରୀ ଜବତ ସହ ୫ ଜଣଙ୍କୁ ଗିରଫ କରିଛି ବରଗଡ଼…