ରଣକ୍ଷେତ୍ରର ନାଁ ଯାଜପୁର !
ଯାଜପୁର: ବିରଜା ମନ୍ଦିର ପ୍ରକଳ୍ପ, ହାଟ ହେଉ କି ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ । ଗତ କିଛି ଦିନ ହେଲା ଯାଜପୁରରେ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଥିବା ବେଳେ କେନ୍ଦ୍ରାଞ୍ଚଳ ଡିଆଇଜି…