Latest Odisha News

BREAKING NEWS

Yearly Archives

2024

ଚାଷୀଙ୍କୁ ମିଳିବ କ୍ଷତିପୂରଣ: କାଲି ସୁଦ୍ଧା ହିଁ କରନ୍ତୁ ପଞ୍ଜୀକରଣ..

ଭୁବନେଶ୍ବର: ଅଦିନିଆ ବର୍ଷା ଏବେ ଚାଷୀ କୂଳ ଅଣ୍ଟା ଭାଙ୍ଗିଥିବା ବେଳେ ପୁଣି ଥରେ ଚାଷୀ ଭାଇଙ୍କୁ ସଳଖିବା ପାଇଁ ସହାୟତାର ହାତ ବଢାଇବେ ରାଜ୍ୟ ସରକାର । ଏନେଇ ଆସନ୍ତା ୩୦ ତାରିଖ ମଧ୍ୟରେ ଫସଲ କ୍ଷତି ଆକଳନ କରାଯିବ । ଫସଲ କ୍ଷତି ନେଇ ସମୀକ୍ଷା ପରେ କିଛି ଏମିତି ଘୋଷଣା କରିଛନ୍ତି…

ବଢିଲା ରେଳ ଯାତ୍ରୀଙ୍କ ସମସ୍ୟା; ତେଜସ ଏକ୍ସପ୍ରେସରେ ଆଉ ରହିବନି ଟଙ୍କା ଫେରସ୍ତ ସୁବିଧା

ଲକ୍ଷ୍ନୌ: ବର୍ଷ ଶେଷ ହେବା ସହିତ ଦେଶର ପ୍ରଥମ କର୍ପୋରେଟ୍ ଟ୍ରେନ୍ ତେଜସ୍ ଏକ୍ସପ୍ରେସ୍ ଦ୍ୱାରା ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଦୁଃଖଦ ଖବର ରହିଛି । ବର୍ତ୍ତମାନ ଯାତ୍ରା ସମୟରେ ଟ୍ରେନ୍ ବିଳମ୍ବ ହେଲେ ସେମାନେ କୌଣସି ଫେରସ୍ତ ପାଇବେ ନାହିଁ । ଯାତ୍ରୀମାନଙ୍କୁ ଫେରସ୍ତ ପ୍ରଦାନ…

ବଢିବ କି ମଦ ଦର? ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ..

ଭୁବନେଶ୍ବର: ନୂଆବର୍ଷ ଆରମ୍ଭ ହେବାକୁ ଯାଇଥିବା ବେଳେ ରାଜ୍ୟରେ ଏବେ ମଦ ଦର ବୃଦ୍ଧି ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ଯାହାକୁ ନେଇ ପ୍ରତିକ୍ରିୟା ରଖି ଏହା ଉପରେ ଆଲୋଚନା ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି । ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟରେ ମଦ ଦର…

ବରଫ ଚାଦର ତଳେ କାଶ୍ମୀର, ମାଇନସ୍ ତାପମାତ୍ରାରେ ବରଫ ହେଲା ହ୍ରଦ

ଶ୍ରୀନଗର: କାଶ୍ମୀରରେ ଭୀଷଣ ଥଣ୍ଡା ପଡିବା ସହିତ ଶ୍ରୀନଗରରେ ଗତ ପାଞ୍ଚ ଦଶନ୍ଧିର ରେକର୍ଡ ଭାଙ୍ଗିଛି ଥଣ୍ଡା । ଡିସେମ୍ବର ମାସରେ ସବୁଠାରୁ ଥଣ୍ଡା ରାତି ରେକର୍ଡ ହୋଇଛି । ଗତ ଶନିବାର ଠାରୁ ଉପତ୍ୟକାରେ ‘ଚିଲ୍ଲଇ କଳା’ ଆରମ୍ଭ ହୋଇଛି। ଅର୍ଥାତ୍ ପ୍ରବଳରୁ ଅତି ପ୍ରବଳ ଶୀତ ଅନୁଭୁତ ହେଉଛି । ଗତ…

ବାସ୍ତୁ ଅନୁସାରେ ଘରେ ପାରା ଅଣ୍ଡା ଦେବା ଶୁଭ ନା ଅଶୁଭ ?

ଭୁବନେଶ୍ଵର: ଆମର ଘର,ଛାତ କିମ୍ବା ଝରକା ଉପରେ ପାରା ବସା ତିଆରି କରିଥାନ୍ତି | କିନ୍ତୁ ଆପଣ ଜାଣନ୍ତି କି ବାସ୍ତୁ ଏବଂ ମାନ୍ୟତା ଅନୁଯାୟୀ, ଘରେ ପାରା ଅଣ୍ଡା ଦେବା ଶୁଭ କି ଅଶୁଭ ? ଜ୍ୟୋତିଷଶାସ୍ତ୍ର ଅନୁସାରେ, ଆଗକୁ ଘରେ କାହାର ବାହାଘର ହେବାକୁ ଯାଉଥିଲେ ଅଥବା କାହାର ଛୁଆପିଲା ହେବାର…

ରାସ୍ତାକଡ଼ରେ ପଡ଼ିଛି ପୁଳାପୁଳା ଔଷଧ, ସ୍ବାସ୍ଥ୍ୟ ବିଭାଗର ତଦନ୍ତ ଜାରି

ଗଞ୍ଜାମ: ବିନା ଖର୍ଚ୍ଚରେ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାଗଣା ଔଷଧ ମଧ୍ୟ ଯୋଗାଇଦେଉଛନ୍ତି ସରକାର । ହେଲେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରୁ । ବିଜୟ ଆଦିକନ୍ଦପୁର…

ଅଦରକାରୀ ଆଇନ ଖୋଜିବ ଲ’ କମିଶନ

ଭୁବନେଶ୍ବର: ରାଜ୍ୟରେ ଅନାବଶ୍ୟକ ଏବଂ ଅଦରକାରୀ ଆଇନକୁ ଖୋଜିବାହାର କରିବ ଲ’ କମିଶନ । ରାଜ୍ୟର ବିଭିନ୍ନ ନୀତି ନିୟମର ତର୍ଜମା କରିବା ସହ ଆବଶ୍ୟକୀୟ ସଂଶୋଧନ କରିବ ଲ’ କମିଶନ । ଲ’ କମିଶନର ଗଠନ ନେଇ କିଛି ଏପରି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ତେବେ ରାଜ୍ୟ ସରକାର…

ବାବା ସିଦ୍ଦିକି ହତ୍ୟା ମାମଲା: ଖୁବ ଶୀଘ୍ର ଚାର୍ଜସିଟ ଦାଖଲ କରିବ କ୍ରାଇମବ୍ରାଞ୍ଚ

ନୂଆଦିଲ୍ଲୀ: ଏନସିପି ନେତା ବାବା ସିଦ୍ଦିକି ହତ୍ୟା ମାମଲାରେ ଖୁବ ଶୀଘ୍ର ଚାର୍ଜସିଟ ଦାଖଲ କରିବ କ୍ରାଇମବ୍ରାଞ୍ଚ । ଏହି ମାମଲାରେ ମପଟ ୨୬ ଜଣଙ୍କୁ ଗିରଫ କରାଯାଇଛି । ଏହି ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିବ କ୍ରାଇମବ୍ରାଞ୍ଚ । ତେବେ ଉକ୍ତ ଘଟଣାରେ ଏବେ ବି ତିନି ଜଣ ଅଭିଯୁକ୍ତ…

ବଜାରକୁ ଆସିଲା ଭାରତୀୟ ବ୍ରାଣ୍ଡର Lava Yuva2 5G, ମୂଲ୍ୟ ଦଶ ହଜାରରୁ କମ୍

ନୂଆଦିଲ୍ଲୀ: ଭାରତୀୟ ବ୍ରାଣ୍ଡ ଲାଭା ଚଳିତ ବର୍ଷ ଶେଷ ହେବା ପୂର୍ବରୁ ବଜେଟ ଫ୍ରେଣ୍ତଲି 5G ସ୍ମାର୍ଟଫୋନ୍ ବଜାରକୁ ଆଣିଛି । ନୂଆ ସ୍ମାର୍ଟଫୋନ Lava Yuva2 5G ଭାରତରେ ଲଞ୍ଚ ହୋଇଛି । ଏଥିରେ 6.67 ଇଞ୍ଚର HD+ ଡିସପ୍ଲେ ସହ 90Hz ରିଫ୍ରେସ ରେଟ୍‌ ରହିଛି । ବିଶେଷ କଥା ଏହି ଫୋନ୍ ଦଶ ହଜାରରୁ…

ନୂଆବର୍ଷ ପାଇଁ ବଢିଲା ପୁରୀ ସୁରକ୍ଷା, ସିସିଟିଭି ନଜରରେ ରହିବ ସମଗ୍ର ଶ୍ରୀକ୍ଷେତ୍ର

ପୁରୀ: ଆଉ କେଇଟା ଦିନ ପରେ ୨୦୨୪ କୁବିଦାୟ ଦେଇ ୨୦୨୫କୁ ସ୍ବାଗତ କରିବେ ଲୋକେ । ଏହି ନୂଆବର୍ଷ ଅନେକ ପ୍ରଭୁ ଦର୍ଶନରୁ ଆରମ୍ଭ କରିବାକୁ ଚାହିଁଥାନ୍ତି । ତେଣୁ ଓଡିଶାର ହର୍ତ୍ତାକର୍ତ୍ତା ମହାପ୍ରଭୁ ଜଗନ୍ନାଥ ହୋଇଥିବାବେଳେ, ତାଙ୍କ ଦର୍ଶନ ପାଇଁ ଏବେଠୁ ଆରମ୍ଭ ହୋଇଯାଇଛି ପ୍ରବଳ ଭିଡ । ଆଉ ନୂଆ…